ଫିଟ୍‌ ରହିବା ପାଇଁ ଆପଣାନ୍ତୁ ଏହି ୧୦ଟି ସହଜ ସୂତ୍ର…

The Sakala Picture
Published On

ଫିଟ୍‌ ରହିବା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଦେଖାଗଲାଣି। କାରଣ ଏବେ କମ୍ ବୟସରେ ମଧ୍ୟ ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ ଭଳି ରୋଗ ଦେଖାଯାଉଛି। ଦଶଟି ସହଜ ସୂତ୍ର ଆପଣାଇ ଜଣେ ଯେକୌଣସି ବୟସରେ ନିଜକୁ ଫିଟ୍‌ ରଖିହେବ। ନିୟମିତ ସକାଳେ ଓ ସଂଧ୍ୟାବେଳେ ଅନ୍ତତଃ ଅଧଘଣ୍ଟା ଲେଖାଏଁ ବ୍ୟାୟାମ କରନ୍ତୁ। ଯେତେସମ୍ଭବ ଖାଦ୍ୟରେ କମ୍‌ ମାତ୍ରାରେ ଲୁଣ ଓ ଚିନିର ବ୍ୟବହାର କରନ୍ତୁ। ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ ସାଲାଡ୍‌ […]

ଫିଟ୍‌ ରହିବା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଦେଖାଗଲାଣି। କାରଣ ଏବେ କମ୍ ବୟସରେ ମଧ୍ୟ ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ ଭଳି ରୋଗ ଦେଖାଯାଉଛି। ଦଶଟି ସହଜ ସୂତ୍ର ଆପଣାଇ ଜଣେ ଯେକୌଣସି ବୟସରେ ନିଜକୁ ଫିଟ୍‌ ରଖିହେବ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

  • ନିୟମିତ ସକାଳେ ଓ ସଂଧ୍ୟାବେଳେ ଅନ୍ତତଃ ଅଧଘଣ୍ଟା ଲେଖାଏଁ ବ୍ୟାୟାମ କରନ୍ତୁ।
  • ଯେତେସମ୍ଭବ ଖାଦ୍ୟରେ କମ୍‌ ମାତ୍ରାରେ ଲୁଣ ଓ ଚିନିର ବ୍ୟବହାର କରନ୍ତୁ।
  • ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ ସାଲାଡ୍‌ ଖାଆନ୍ତୁ।
  • ନିୟମିତ ୬ରୁ ୮ ଘଣ୍ଟା ନିଦ୍ରା ଜରୁରି।
  • ଖାଦ୍ୟକୁ ଗିଳି ନ ଦେଇ ଯେତେସମ୍ଭବ ଚୋବାଇ ଖାଆନ୍ତୁ।
  • ମାତ୍ରାଧିକ କିମ୍ବା ଅତିକମ୍‌ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।
  • ନିୟମିତ ତଟକା ପନିପରିବା ଏବଂ ଫଳ ଖାଆନ୍ତୁ।
  • ଫାଷ୍ଟଫୁଡ୍‌ ଓ ପ୍ୟାକେଜିଂ ଫୁଡ୍‌ ଖାଦ୍ୟ ନ ଖାଇବା ଭଲ।
  • ଅତ୍ୟଧିକ କଫି କିମ୍ବା ଚାହା ପିଇବାରୁ ନିବୃତ୍ତ ରୁହନ୍ତୁ।
  • ନିଶାଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp