ଖାଲି ପେଟରେ ଖାଆନ୍ତୁ ଅଁଳା….

The Sakala Picture
Published On

ଅଁଳା ଖାଇଲେ କେବଳ ପାଚନତନ୍ତ୍ର ମଜଭୁତ୍‌ ହୁଏ ନାହିଁ, ଆଣ୍ଠୁଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ। ଏପରିକି ସକାଳୁ ଖାଲି ପେଟରେ ଅଁଳା ଖାଇଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ। -ଅଁଳାରୁ ପ୍ରଚୁର ମାତ୍ରାରେ ଫାଇବର୍‌ ମିଳିଥାଏ, ଏହାକୁ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ବିଶେଷକରି କୋଷ୍ଠକାଠିନ୍ୟ ଏବଂ ଅମ୍ଳଦୋଷ ସମସ୍ୟା ରହେ ନାହିଁ। -ଭିଟାମିନ୍‌-ସି’ରେ ଭରପୂର ଅଁଳାକୁ ଖାଲି ପେଟରେ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। -ଏହା […]

ଅଁଳା ଖାଇଲେ କେବଳ ପାଚନତନ୍ତ୍ର ମଜଭୁତ୍‌ ହୁଏ ନାହିଁ, ଆଣ୍ଠୁଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ। ଏପରିକି ସକାଳୁ ଖାଲି ପେଟରେ ଅଁଳା ଖାଇଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ଅଁଳାରୁ ପ୍ରଚୁର ମାତ୍ରାରେ ଫାଇବର୍‌ ମିଳିଥାଏ, ଏହାକୁ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ବିଶେଷକରି କୋଷ୍ଠକାଠିନ୍ୟ ଏବଂ ଅମ୍ଳଦୋଷ ସମସ୍ୟା ରହେ ନାହିଁ।

-ଭିଟାମିନ୍‌-ସି’ରେ ଭରପୂର ଅଁଳାକୁ ଖାଲି ପେଟରେ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ।

-ଏହା ଶରୀରକୁ ଜୀବାଣୁ ସହିତ ଲଢ଼ିବାକୁ ଶକ୍ତି ପ୍ରଦାନ କରେ।

-ସେହିପରି କ୍ୟାଲସିୟମ ଓ ପଟାସିୟମ ଏଥିରେ ଥିବାରୁ ଆଣ୍ଠୁଗଣ୍ଠି ମଜଭୁତ୍ ହୋଇଥାଏ।

-ତ୍ବଚା ଏବଂ କେଶ ପାଇଁ ଏହା ଉପକାରୀ। ଖାଲି ପେଟରେ ଅଁଳା ଖାଇବା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ। ତେବେ ଯେଉଁମାନଙ୍କର ଖାଲିପେଟରେ ଅଁଳା ଖାଇଲେ କିଛି ଶାରୀରିକ ସମସ୍ୟା ଉପୁଜେ ସେମାନେ ଡାକ୍ତରଙ୍କ ପରାମର୍ଶ କରି ଖାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp