ସ୍ବାସ୍ଥ୍ୟପ୍ରଦ ଆଳୁରସ: ଦୂର ହୋଇଥାଏ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା

The Sakala Picture
Published On

ଆଳୁରସରେ ଭିଟାମିନ୍‌ ‘ଏ’, ‘ବି’, ‘ସି’, ଫାଇବର୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଭଳି ଆହୁରି ଅନେକ ପୋଷକତତ୍ତ୍ବ ଅଛି। ୨-୩ଟି କଞ୍ଚା ଆଳୁକୁ ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଏହାକୁ ଗୋଟିଏ ସଫା କପଡ଼ାରେ ରଖି ଭଲ ଭାବେ ଚିପୁଡ଼ି ଦିଅନ୍ତୁ। ଦିନକୁ ଗୋଟିଏ କପ୍ ଆଳୁରସ ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। -ପାଚନ ସମ୍ପର୍କିତ ସମସ୍ୟା ଦୂର […]

ଆଳୁରସରେ ଭିଟାମିନ୍‌ ‘ଏ’, ‘ବି’, ‘ସି’, ଫାଇବର୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଭଳି ଆହୁରି ଅନେକ ପୋଷକତତ୍ତ୍ବ ଅଛି। ୨-୩ଟି କଞ୍ଚା ଆଳୁକୁ ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଏହାକୁ ଗୋଟିଏ ସଫା କପଡ଼ାରେ ରଖି ଭଲ ଭାବେ ଚିପୁଡ଼ି ଦିଅନ୍ତୁ। ଦିନକୁ ଗୋଟିଏ କପ୍ ଆଳୁରସ ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

-ପାଚନ ସମ୍ପର୍କିତ ସମସ୍ୟା ଦୂର କରିବା କ୍ଷେତ୍ରରେ ଆଳୁରସ ବେଶ୍‌ ପ୍ରଭାବଶାଳୀ। ଏହା ପେଟର ଅଲ୍‌ସର୍‌ ଦୂର କରିବା ସହ ଏସିଡିଟି ଦୂର କରେ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ହୃଦ୍‌ରୋଗରୁ ସୁରକ୍ଷା ଦେବା ପାଇଁ ଆଳୁ ରସ ଲାଭଦାୟକ। ଏହା କୋଲେଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ। ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ ଆଶଙ୍କାକୁ ମଧ୍ୟ କମ୍‌ କରେ।

-ଆଳୁ ରସ ଦ୍ବାରା ବିଭିନ୍ନ ପ୍ରକାର ତ୍ବଚା ସମସ୍ୟା ସହ ଭିଟାମିନ୍‌ ଅଭାବ ଦୂର ହୁଏ।

-ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଆଳୁରସ ଦ୍ବାରା କ୍ୟାନସର୍‌ ଆଶଙ୍କାକୁ ମଧ୍ୟ ଅନେକ ପରିମାଣରେ ଏଡ଼ାଇ ହେବ।

29 Aug 2022 By The Sakala

ସ୍ବାସ୍ଥ୍ୟପ୍ରଦ ଆଳୁରସ: ଦୂର ହୋଇଥାଏ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା

ଆଳୁରସରେ ଭିଟାମିନ୍‌ ‘ଏ’, ‘ବି’, ‘ସି’, ଫାଇବର୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଭଳି ଆହୁରି ଅନେକ ପୋଷକତତ୍ତ୍ବ ଅଛି। ୨-୩ଟି କଞ୍ଚା ଆଳୁକୁ ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଏହାକୁ ଗୋଟିଏ ସଫା କପଡ଼ାରେ ରଖି ଭଲ ଭାବେ ଚିପୁଡ଼ି ଦିଅନ୍ତୁ। ଦିନକୁ ଗୋଟିଏ କପ୍ ଆଳୁରସ ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

-ପାଚନ ସମ୍ପର୍କିତ ସମସ୍ୟା ଦୂର କରିବା କ୍ଷେତ୍ରରେ ଆଳୁରସ ବେଶ୍‌ ପ୍ରଭାବଶାଳୀ। ଏହା ପେଟର ଅଲ୍‌ସର୍‌ ଦୂର କରିବା ସହ ଏସିଡିଟି ଦୂର କରେ।

-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ହୃଦ୍‌ରୋଗରୁ ସୁରକ୍ଷା ଦେବା ପାଇଁ ଆଳୁ ରସ ଲାଭଦାୟକ। ଏହା କୋଲେଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ। ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ ଆଶଙ୍କାକୁ ମଧ୍ୟ କମ୍‌ କରେ।

-ଆଳୁ ରସ ଦ୍ବାରା ବିଭିନ୍ନ ପ୍ରକାର ତ୍ବଚା ସମସ୍ୟା ସହ ଭିଟାମିନ୍‌ ଅଭାବ ଦୂର ହୁଏ।

-ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଆଳୁରସ ଦ୍ବାରା କ୍ୟାନସର୍‌ ଆଶଙ୍କାକୁ ମଧ୍ୟ ଅନେକ ପରିମାଣରେ ଏଡ଼ାଇ ହେବ।

https://www.thesakala.in/health/health-benefits-of-potato-juice/article-14541
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp