ଏସିଡିଟି ଓ ଆମ୍ବିଳା ହାକୁଟି ଦୂର କରିବ ଏହି ୬ଟି ମସଲା

The Sakala Picture
Published On

ସାଧାରଣତଃ କୁହାଯାଏ ଯେ, ତେଲ ମସଲାଯୁକ୍ତ ଖାଦ୍ୟ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଏ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଏହା ସଠିକ୍ ହୋଇନଥାଏ। କାରଣ ଏମିତି କିଛି ମସଲା ରହିଛି, ଯାହାକୁ ବ୍ୟବହାର କରିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଏସିଡିଟି ଓ ଆମ୍ବିଳା ହାକୁଟିରୁ ମୁକ୍ତି ମିଳିଥାଏ। – ଅଳ୍ପ ଜିରାକୁ ଭାଜି ଗୁଣ୍ଡ କରି ତାହାକୁ ମହୁ କିମ୍ବା ପାଣିରେ ମିଶାଇ ଏକ ପେଷ୍ଟ ଭଳି ପ୍ରସ୍ତୁତ କରନ୍ତୁ। ଏହାକୁ ସକାଳୁ ଖାଲି […]

ସାଧାରଣତଃ କୁହାଯାଏ ଯେ, ତେଲ ମସଲାଯୁକ୍ତ ଖାଦ୍ୟ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଏ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଏହା ସଠିକ୍ ହୋଇନଥାଏ। କାରଣ ଏମିତି କିଛି ମସଲା ରହିଛି, ଯାହାକୁ ବ୍ୟବହାର କରିବା ଦ୍ଵାରା ଶରୀର
ସୁସ୍ଥ ରହିବା ସହ ଏସିଡିଟି ଓ ଆମ୍ବିଳା ହାକୁଟିରୁ ମୁକ୍ତି ମିଳିଥାଏ।

– ଅଳ୍ପ ଜିରାକୁ ଭାଜି ଗୁଣ୍ଡ କରି ତାହାକୁ ମହୁ କିମ୍ବା ପାଣିରେ ମିଶାଇ ଏକ ପେଷ୍ଟ ଭଳି ପ୍ରସ୍ତୁତ କରନ୍ତୁ। ଏହାକୁ ସକାଳୁ ଖାଲି ପେଟରେ ଖାଆନ୍ତୁ। ଜିରାରେ ଥିବା ଫାଇବର୍ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।

– ଜୁଆଆଣୀରେ  ଥାଇମୋଲ୍ ନାମକ ତୈଳାକ୍ତ ଅଂଶ ଥାଏ। ଏସିଡିଟି ହୋଇଥିଲେ, ଜୁଆଣୀକୁ ଗୋଟିଏ କପ୍ ପାଣିରେ ଫୁଟାନ୍ତୁ। ପାଣି ଫୁଟି ଅଧା ହୋଇଯିବା ପରେ ତାହାକୁ ଛାଣି ପିଅନ୍ତୁ।

– ଅଦାକୁ ଛୋଟ ଛୋଟ କାଟି, ୧ ଚାମଚ ରସକୁ ବାହାର କରି ପିଅନ୍ତୁ। ଅଦାରେ ଥିବା କାର୍ମିନାଟିଭ୍ ଆମ୍ବିଳା ହାକୁଟି ସମସ୍ୟା ଦୂର କରେ।

– ଏସିଡିଟି ବା ଆମ୍ବିଳା ହାକୁଟି ଆସିଲେ, ୨ଟି ଗୁଜୁରାତିକୁ ହାଲୁକା ଗୁଣ୍ଡ କରି ଏକ କପ୍ ପାଣିରେ ଫୁଟାଇ ପିଅନ୍ତୁ ।

-ବିରିୟାନି ଓ ତରକାରିର ସ୍ଵାଦ ବଢ଼ାଉଥିବା ଡାଲଚିନି ମଧ୍ୟ ଏସିଡିଟି ଦୂର କରିବାରେ ଉପକାରୀ। ଏହା ଅଲ୍‌ସର୍ ଦୂର କରିବା କ୍ଷେତ୍ରରେ ମଧ୍ୟ ସହାୟକ ।

-ଗୋଟିଏ ଚୁଟ୍‌କି ହେଙ୍ଗୁରେ ଶୁଣ୍ଠି ଓ କଳାଲୁଣ ମିଶାଇ ରଖନ୍ତୁ। ପେଟ ଫୁଲିବା ବା ହଜମ ନହେବା ଭଳି ଲାଗିଲେ, ଖାଦ୍ୟ ଖାଇବା ପରେ ଗୋଟିଏ ଗ୍ଲାସ୍ ପାଣିରେ ସେହି ମିଶ୍ରଣରୁ ଗୋଟିଏ ଛୋଟ ଚାମଚ ନେଇ ଖାଆନ୍ତୁ।

17 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp