ହ୍ୱାଟ୍ସଆପ୍ ଆଣିଲା ‘ମନି ହିଷ୍ଟ’ ଷ୍ଟିକର ପ୍ୟାକ; ଜାଣନ୍ତୁ କିପରି କରିବେ ଡାଉନଲୋଡ୍

The Sakala Picture
Published On

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ପ୍ରତ୍ୟେକ ଉତ୍ସବରେ ବିଭିନ୍ନ ଷ୍ଟିକର ପ୍ୟାକ୍ସ ଆଣିଥାଏ । ତେବେ ସବୁଥର ଭଳି ଏଥର ମଧ୍ୟ ମେସେଜିଂ ଆପ ହ୍ୱାଟ୍ସଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ ପାଇଁ ‘ଷ୍ଟିକର ହିଷ୍ଟ’ ଷ୍ଟିକର ମାର୍କେଟକୁ ଛାଡିଛି । ଏହା ନେଟଫ୍ଲିକ୍ସର ସୁପରହିଟ୍ ସିରିଜ ‘ମନି ହିଷ୍ଟ’ର ଷ୍ଟିକର ପ୍ୟାକ । Mucho Pixels ଏହି ଆନିମେଟେଡ୍ ଷ୍ଟିକର ଡିଜାଇନ କରିଛି । ଏହି ଷ୍ଟିକର ପ୍ୟାକରେ ମୋଟ ୧୭ଟି ଷ୍ଟିକର ରହିଛି […]

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ପ୍ରତ୍ୟେକ ଉତ୍ସବରେ ବିଭିନ୍ନ ଷ୍ଟିକର ପ୍ୟାକ୍ସ ଆଣିଥାଏ । ତେବେ ସବୁଥର ଭଳି ଏଥର ମଧ୍ୟ ମେସେଜିଂ ଆପ ହ୍ୱାଟ୍ସଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ ପାଇଁ ‘ଷ୍ଟିକର ହିଷ୍ଟ’ ଷ୍ଟିକର ମାର୍କେଟକୁ ଛାଡିଛି । ଏହା ନେଟଫ୍ଲିକ୍ସର ସୁପରହିଟ୍ ସିରିଜ ‘ମନି ହିଷ୍ଟ’ର ଷ୍ଟିକର ପ୍ୟାକ ।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

Mucho Pixels ଏହି ଆନିମେଟେଡ୍ ଷ୍ଟିକର ଡିଜାଇନ କରିଛି । ଏହି ଷ୍ଟିକର ପ୍ୟାକରେ ମୋଟ ୧୭ଟି ଷ୍ଟିକର ରହିଛି ଏବଂ ଏହି ପ୍ୟାକ ମାତ୍ର ୬୫୮ କେବି ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ସେପ୍ଟେମ୍ବର ୩ ତାରିଖରେ ନେଟଫ୍ଲିକ୍ସରେ ପପୁଲାର ସିରିଜ ମନି ହିଷ୍ଟର ୫ମ ସେସନ୍ ରିଲିଜ ହୋଇସାରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ସିଜିନର ପ୍ରଥମ ପାର୍ଟ ଉପଲବ୍ଧ ରହିଛି । ତେବେ ଏହାର ଦ୍ବିତୀୟ ପାର୍ଟ ଆସନ୍ତା ଡିସେମ୍ବରରେ ରିଲିଜ ହେବ । ତେବେ ଆସନ୍ତୁ ଜାଣିବା କିପରି ଏହି ଷ୍ଟିକରକୁ ଡାଉନଲୋଡ କରିବେ ଏବଂ ହ୍ୱାଟ୍ସଆପରେ ଏହି ଷ୍ଟିକରକୁ ପଠାଇବେ ।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

Step 1: ଏହି ଷ୍ଟିକର ପ୍ୟାକ ପାଇଁ ଆପଣଙ୍କୁ, ଗୁଗଲ କିମ୍ବା ଆପଲ ପ୍ଲେ ଷ୍ଟୋରକୁ ଯାଇ ହ୍ୱାଟ୍ସଆପକୁ ଅପଡେଟ୍ କରିବାକୁ ପଡିବ ।

Step 2: ହ୍ୱାଟ୍ସଆପ୍ ଅପଡେଟ ହୋଇସାରିବା ପରେ, ଆପକୁ ଓପନ କରି ଏନି ଚାଟ୍ ଖୋଲନ୍ତୁ ।

Step 3: ବର୍ତ୍ତମାନ ଚାଟ ବାରରେ ଥିବା ଷ୍ଟିକର ଆଇକନ ଉପରେ କ୍ଲିକ କରନ୍ତୁ ଏବଂ ଆପଣଙ୍କ ଷ୍ଟିକର ତାଲିକାର ଶେଷରେ ରଖାଯାଇଥିବା ‘+’ ଚିହ୍ନକୁ ଯାଆନ୍ତୁ ।

Step 4: ଏବେ ବର୍ତ୍ତମାନ ଏହାକୁ କ୍ଲିକ କରନ୍ତୁ ଏବଂ ଆପଣ ଏଠାରେ ତାଲିକାର ଶୀର୍ଷରେ ଷ୍ଟିକର ହିଷ୍ଟ ପ୍ୟାକ ଦେଖିପାରିବେ ।

Step 5: ବର୍ତ୍ତମାନ ଷ୍ଟିକରରୁ ଡାଉନଲୋଡ କରନ୍ତୁ ଏବଂ ବ୍ୟବହାର କରନ୍ତୁ ।

05 Sep 2021 By The Sakala

ହ୍ୱାଟ୍ସଆପ୍ ଆଣିଲା ‘ମନି ହିଷ୍ଟ’ ଷ୍ଟିକର ପ୍ୟାକ; ଜାଣନ୍ତୁ କିପରି କରିବେ ଡାଉନଲୋଡ୍

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ପ୍ରତ୍ୟେକ ଉତ୍ସବରେ ବିଭିନ୍ନ ଷ୍ଟିକର ପ୍ୟାକ୍ସ ଆଣିଥାଏ । ତେବେ ସବୁଥର ଭଳି ଏଥର ମଧ୍ୟ ମେସେଜିଂ ଆପ ହ୍ୱାଟ୍ସଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ ପାଇଁ ‘ଷ୍ଟିକର ହିଷ୍ଟ’ ଷ୍ଟିକର ମାର୍କେଟକୁ ଛାଡିଛି । ଏହା ନେଟଫ୍ଲିକ୍ସର ସୁପରହିଟ୍ ସିରିଜ ‘ମନି ହିଷ୍ଟ’ର ଷ୍ଟିକର ପ୍ୟାକ ।

Mucho Pixels ଏହି ଆନିମେଟେଡ୍ ଷ୍ଟିକର ଡିଜାଇନ କରିଛି । ଏହି ଷ୍ଟିକର ପ୍ୟାକରେ ମୋଟ ୧୭ଟି ଷ୍ଟିକର ରହିଛି ଏବଂ ଏହି ପ୍ୟାକ ମାତ୍ର ୬୫୮ କେବି ।

ସେପ୍ଟେମ୍ବର ୩ ତାରିଖରେ ନେଟଫ୍ଲିକ୍ସରେ ପପୁଲାର ସିରିଜ ମନି ହିଷ୍ଟର ୫ମ ସେସନ୍ ରିଲିଜ ହୋଇସାରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ସିଜିନର ପ୍ରଥମ ପାର୍ଟ ଉପଲବ୍ଧ ରହିଛି । ତେବେ ଏହାର ଦ୍ବିତୀୟ ପାର୍ଟ ଆସନ୍ତା ଡିସେମ୍ବରରେ ରିଲିଜ ହେବ । ତେବେ ଆସନ୍ତୁ ଜାଣିବା କିପରି ଏହି ଷ୍ଟିକରକୁ ଡାଉନଲୋଡ କରିବେ ଏବଂ ହ୍ୱାଟ୍ସଆପରେ ଏହି ଷ୍ଟିକରକୁ ପଠାଇବେ ।

Step 1: ଏହି ଷ୍ଟିକର ପ୍ୟାକ ପାଇଁ ଆପଣଙ୍କୁ, ଗୁଗଲ କିମ୍ବା ଆପଲ ପ୍ଲେ ଷ୍ଟୋରକୁ ଯାଇ ହ୍ୱାଟ୍ସଆପକୁ ଅପଡେଟ୍ କରିବାକୁ ପଡିବ ।

Step 2: ହ୍ୱାଟ୍ସଆପ୍ ଅପଡେଟ ହୋଇସାରିବା ପରେ, ଆପକୁ ଓପନ କରି ଏନି ଚାଟ୍ ଖୋଲନ୍ତୁ ।

Step 3: ବର୍ତ୍ତମାନ ଚାଟ ବାରରେ ଥିବା ଷ୍ଟିକର ଆଇକନ ଉପରେ କ୍ଲିକ କରନ୍ତୁ ଏବଂ ଆପଣଙ୍କ ଷ୍ଟିକର ତାଲିକାର ଶେଷରେ ରଖାଯାଇଥିବା ‘+’ ଚିହ୍ନକୁ ଯାଆନ୍ତୁ ।

Step 4: ଏବେ ବର୍ତ୍ତମାନ ଏହାକୁ କ୍ଲିକ କରନ୍ତୁ ଏବଂ ଆପଣ ଏଠାରେ ତାଲିକାର ଶୀର୍ଷରେ ଷ୍ଟିକର ହିଷ୍ଟ ପ୍ୟାକ ଦେଖିପାରିବେ ।

Step 5: ବର୍ତ୍ତମାନ ଷ୍ଟିକରରୁ ଡାଉନଲୋଡ କରନ୍ତୁ ଏବଂ ବ୍ୟବହାର କରନ୍ତୁ ।

https://www.thesakala.in/entertainment/whatsapp-brought-money-heist-sticker-pack-khow-how-to-download/article-5191
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp