ପୁଣି ବାହୁବଳୀ ହେବେ ପ୍ରଭାସ

The Sakala Picture
Published On

ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିନ୍ତୁ ‘ରାଧେଶ୍ୟାମ’ର ପ୍ରମୋସନ ସମୟରେ ପ୍ରଭାସ ଏହି ସିରିଜ୍‌ର ତୃତୀୟ ଫିଲ୍ମରେ କାମ କରୁଛନ୍ତି ବୋଲି ଇସାରା ଦେଇଛନ୍ତି। ଯଦିଓ ସେ ଖୋଲାଖୋଲି କିଛି କହିନାହାନ୍ତି କିନ୍ତୁ ସେ ରାଜମୌଲିଙ୍କ ସହ ଏକ ଫିଲ୍ମରେ କାମ କରୁଥିବା କଥା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ବେଶ୍ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏବେ ରାଜମୌଲି ‘ଆର୍‌ଆର୍‌ଆର୍ ପରେ ତେଲୁଗୁ ସୁପରଷ୍ଟାର୍ […]

ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିନ୍ତୁ ‘ରାଧେଶ୍ୟାମ’ର ପ୍ରମୋସନ ସମୟରେ ପ୍ରଭାସ ଏହି ସିରିଜ୍‌ର ତୃତୀୟ ଫିଲ୍ମରେ କାମ କରୁଛନ୍ତି ବୋଲି ଇସାରା ଦେଇଛନ୍ତି। ଯଦିଓ ସେ ଖୋଲାଖୋଲି କିଛି କହିନାହାନ୍ତି କିନ୍ତୁ ସେ ରାଜମୌଲିଙ୍କ ସହ ଏକ ଫିଲ୍ମରେ କାମ କରୁଥିବା କଥା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ବେଶ୍ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏବେ ରାଜମୌଲି ‘ଆର୍‌ଆର୍‌ଆର୍ ପରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବେ । ସେହିଭଳି ପ୍ରଭାସ ‘ଆଦିପୁରୁଷ’ ସହ ‘ସାଲାର’, ‘ସ୍ପିରିଟ୍’, ‘ପ୍ରୋଜେକ୍ଟ କେ’ର ସୁଟିଂରେ ବ୍ୟସ୍ତ।ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: 'ଡନ ୩' ବିବାଦ: ବ୍ୟାନକୁ ନେଇ FWICE କୁ ଆଇନଗତ ନୋଟିସ ପଠାଇଲେ ରଣବୀର ସିଂହ

କିନ୍ତୁ ‘ରାଧେଶ୍ୟାମ’ର ପ୍ରମୋସନ ସମୟରେ ପ୍ରଭାସ ଏହି ସିରିଜ୍‌ର ତୃତୀୟ ଫିଲ୍ମରେ କାମ କରୁଛନ୍ତି ବୋଲି ଇସାରା ଦେଇଛନ୍ତି। ଯଦିଓ ସେ ଖୋଲାଖୋଲି କିଛି କହିନାହାନ୍ତି କିନ୍ତୁ ସେ ରାଜମୌଲିଙ୍କ ସହ ଏକ ଫିଲ୍ମରେ କାମ କରୁଥିବା କଥା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ବେଶ୍ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏବେ ରାଜମୌଲି ‘ଆର୍‌ଆର୍‌ଆର୍ ପରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବେ । ସେହିଭଳି ପ୍ରଭାସ ‘ଆଦିପୁରୁଷ’ ସହ ‘ସାଲାର’, ‘ସ୍ପିରିଟ୍’, ‘ପ୍ରୋଜେକ୍ଟ କେ’ର ସୁଟିଂରେ ବ୍ୟସ୍ତ।

ଆହୁରି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ

05 Mar 2022 By The Sakala

ପୁଣି ବାହୁବଳୀ ହେବେ ପ୍ରଭାସ

ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିନ୍ତୁ ‘ରାଧେଶ୍ୟାମ’ର ପ୍ରମୋସନ ସମୟରେ ପ୍ରଭାସ ଏହି ସିରିଜ୍‌ର ତୃତୀୟ ଫିଲ୍ମରେ କାମ କରୁଛନ୍ତି ବୋଲି ଇସାରା ଦେଇଛନ୍ତି। ଯଦିଓ ସେ ଖୋଲାଖୋଲି କିଛି କହିନାହାନ୍ତି କିନ୍ତୁ ସେ ରାଜମୌଲିଙ୍କ ସହ ଏକ ଫିଲ୍ମରେ କାମ କରୁଥିବା କଥା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ବେଶ୍ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏବେ ରାଜମୌଲି ‘ଆର୍‌ଆର୍‌ଆର୍ ପରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବେ । ସେହିଭଳି ପ୍ରଭାସ ‘ଆଦିପୁରୁଷ’ ସହ ‘ସାଲାର’, ‘ସ୍ପିରିଟ୍’, ‘ପ୍ରୋଜେକ୍ଟ କେ’ର ସୁଟିଂରେ ବ୍ୟସ୍ତ।ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

କିନ୍ତୁ ‘ରାଧେଶ୍ୟାମ’ର ପ୍ରମୋସନ ସମୟରେ ପ୍ରଭାସ ଏହି ସିରିଜ୍‌ର ତୃତୀୟ ଫିଲ୍ମରେ କାମ କରୁଛନ୍ତି ବୋଲି ଇସାରା ଦେଇଛନ୍ତି। ଯଦିଓ ସେ ଖୋଲାଖୋଲି କିଛି କହିନାହାନ୍ତି କିନ୍ତୁ ସେ ରାଜମୌଲିଙ୍କ ସହ ଏକ ଫିଲ୍ମରେ କାମ କରୁଥିବା କଥା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ବେଶ୍ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏବେ ରାଜମୌଲି ‘ଆର୍‌ଆର୍‌ଆର୍ ପରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବେ । ସେହିଭଳି ପ୍ରଭାସ ‘ଆଦିପୁରୁଷ’ ସହ ‘ସାଲାର’, ‘ସ୍ପିରିଟ୍’, ‘ପ୍ରୋଜେକ୍ଟ କେ’ର ସୁଟିଂରେ ବ୍ୟସ୍ତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର