‘ପଠାନ୍’ ସୁଟିଂ ପାଇଁ ସ୍ପେନ୍‌ ଯିବେ ଶାହାରୁଖ୍-ଦୀପିକା

The Sakala Picture
Published On

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍, ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ଅଭିନୀତ ‘ପଠାନ୍’ ଉପରେ ଏବେ ଦର୍ଶକଙ୍କ ନଜର ରହିଛି। ଦର୍ଶକେ ଏହାର ରିଲିଜ୍‌ ଡେଟ୍‌କୁ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶାହାରୁଖ୍ ଚାରି ବର୍ଷ ପରେ ବଡ଼ ପରଦାକୁ ଫେରୁଥିବାରୁ ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ଲହରି ଖେଳିଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ମାର୍ଚ୍ଚ ମାସରେ ପୂରା ଟିମ୍‌ ସ୍ପେନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାର ଏକ ରୋମାଣ୍ଟିକ୍‌ […]

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍, ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ଅଭିନୀତ ‘ପଠାନ୍’ ଉପରେ ଏବେ ଦର୍ଶକଙ୍କ ନଜର ରହିଛି। ଦର୍ଶକେ ଏହାର ରିଲିଜ୍‌ ଡେଟ୍‌କୁ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶାହାରୁଖ୍ ଚାରି ବର୍ଷ ପରେ ବଡ଼ ପରଦାକୁ ଫେରୁଥିବାରୁ ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ଲହରି ଖେଳିଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ମାର୍ଚ୍ଚ ମାସରେ ପୂରା ଟିମ୍‌ ସ୍ପେନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାର ଏକ ରୋମାଣ୍ଟିକ୍‌ ଗୀତର ସୁଟିଂ ମଲୋର୍କାରେ କରାଯିବ। ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ନିୟମିତ ଆସିଥାନ୍ତି। କେବଳ ସେତିକି ନୁହେଁ ୧୭ ଦିନର ଏହି ସୁଟିଂରେ ଏହି ତିନି କଳାକାର କିଛି ଆକ୍ସନ୍‌ ସିନ୍‌ର ମଧ୍ୟ ସେଠି ସୁଟିଂ କରିବେ। ଫିଲ୍ମର ସୁଟିଂରେ ବିଳମ୍ବ ଯୋଗୁଁ ଏହା ୨୦୨୩ରେ ରିଲିଜ୍‌ ହେବ ବୋଲି ଏବେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: 'ଡନ ୩' ବିବାଦ: ବ୍ୟାନକୁ ନେଇ FWICE କୁ ଆଇନଗତ ନୋଟିସ ପଠାଇଲେ ରଣବୀର ସିଂହ

17 Feb 2022 By The Sakala

‘ପଠାନ୍’ ସୁଟିଂ ପାଇଁ ସ୍ପେନ୍‌ ଯିବେ ଶାହାରୁଖ୍-ଦୀପିକା

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍, ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ଅଭିନୀତ ‘ପଠାନ୍’ ଉପରେ ଏବେ ଦର୍ଶକଙ୍କ ନଜର ରହିଛି। ଦର୍ଶକେ ଏହାର ରିଲିଜ୍‌ ଡେଟ୍‌କୁ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶାହାରୁଖ୍ ଚାରି ବର୍ଷ ପରେ ବଡ଼ ପରଦାକୁ ଫେରୁଥିବାରୁ ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ଲହରି ଖେଳିଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ମାର୍ଚ୍ଚ ମାସରେ ପୂରା ଟିମ୍‌ ସ୍ପେନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାର ଏକ ରୋମାଣ୍ଟିକ୍‌ ଗୀତର ସୁଟିଂ ମଲୋର୍କାରେ କରାଯିବ। ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ନିୟମିତ ଆସିଥାନ୍ତି। କେବଳ ସେତିକି ନୁହେଁ ୧୭ ଦିନର ଏହି ସୁଟିଂରେ ଏହି ତିନି କଳାକାର କିଛି ଆକ୍ସନ୍‌ ସିନ୍‌ର ମଧ୍ୟ ସେଠି ସୁଟିଂ କରିବେ। ଫିଲ୍ମର ସୁଟିଂରେ ବିଳମ୍ବ ଯୋଗୁଁ ଏହା ୨୦୨୩ରେ ରିଲିଜ୍‌ ହେବ ବୋଲି ଏବେ ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର