‘ସିଂଘମ୍-୩’ରେ ଅଜୟ -ରୋହିତ୍ ଯୋଡ଼ି, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି ସେଇଠୁ ହେବ ଆରମ୍ଭ

The Sakala Picture
Published On

ବକ୍ସ ଅଫିସ୍‌ରେ ‘ସୂର୍ଯ୍ୟବଂଶୀ’ର ସଫଳତାକୁ ଦେଖି ‘ସିଂଘମ୍-୩’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ସିଂଘମ୍’ ଓ ‘ସିଂଘମ୍ ଡିଷ୍ଟର୍ଣ୍ଣସ୍‌’ ପରେ ବହୁତ ଜଲ୍‌ଦି ରୋହିତ୍‌ ସେଟ୍ଟି ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି। ‘ସିଂଘମ୍-୩’ର କାହାଣୀ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଉପରେ ଆଧାରିତ ହେବ । ଫିଲ୍ମରେ ଅଜୟ ଶାନ୍ତି ପାଇଁ ଅସାମାଜିକ ତତ୍ତ୍ଵଙ୍କ ସହିତ ଲଢୁଥିବାର ନଜର ଆସିବେ। ଆସନ୍ତା ବର୍ଷ ସେପ୍ଟେମ୍ବରରେ ଫିଲ୍ମ ନିର୍ମାତା ଏହି ପ୍ରୋଜେକ୍ଟର ଆରମ୍ଭ […]

ବକ୍ସ ଅଫିସ୍‌ରେ ‘ସୂର୍ଯ୍ୟବଂଶୀ’ର ସଫଳତାକୁ ଦେଖି ‘ସିଂଘମ୍-୩’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ସିଂଘମ୍’ ଓ ‘ସିଂଘମ୍ ଡିଷ୍ଟର୍ଣ୍ଣସ୍‌’ ପରେ ବହୁତ ଜଲ୍‌ଦି ରୋହିତ୍‌ ସେଟ୍ଟି ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି। ‘ସିଂଘମ୍-୩’ର କାହାଣୀ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଉପରେ ଆଧାରିତ ହେବ । ଫିଲ୍ମରେ ଅଜୟ ଶାନ୍ତି ପାଇଁ ଅସାମାଜିକ ତତ୍ତ୍ଵଙ୍କ ସହିତ ଲଢୁଥିବାର ନଜର ଆସିବେ।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

ଆସନ୍ତା ବର୍ଷ ସେପ୍ଟେମ୍ବରରେ ଫିଲ୍ମ ନିର୍ମାତା ଏହି ପ୍ରୋଜେକ୍ଟର ଆରମ୍ଭ କରିବେ ଏହା ୨୦୨୩ ସ୍ଵାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିବ। ରୋହିତ୍ ‘ସିଂଘମ୍-୩’ର ସୁଟିଂ ଗୋଆ, ଜମ୍ମୁ-କାଶ୍ମୀର, ଦିଲ୍ଲୀରେ କରିବା ଲକ୍ଷ୍ୟ ରଖିଛନ୍ତି। ଏହା ‘କପ୍ ୟୁନିଭର୍ସ’ର ସବୁଠୁ ବଡ଼ ଫିଲ୍ମ ହେବ। ‘ଦିୱାଲି ଅବସରରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହୋଇଥିଲା। ଏଥିରେ ଲିଡ୍ ରୋଲ୍‌ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ନଜର ଆସିଥିଲେ। ଅନ୍ୟପକ୍ଷରେ ଶେଷ ଥର ପାଇଁ ଅଜୟ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିଥିଲେ। ଏବେ ସେ ‘ଆର୍‌ଆର୍ ଆର୍’, ‘ଗଙ୍ଗୁବାଈ କାଠିଆୱାଡ଼ି’, ‘ମୈଦାନ’, ‘ଥ୍ୟାଙ୍କ ଗଡ୍’ରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

‘ସିଂଘମ୍-୩’ର କାହାଣୀ ସେଇଠୁ ଆରମ୍ଭ ହେବ, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି। ‘ସିଂଘମ୍-୩’ର କ୍ଲାଇମାକ୍ସରେ ରଣବୀର ସିଂହ ଓ ଅକ୍ଷୟ କୁମାର ଆକ୍ସନ କରୁଥିବାର ନଜର ଆସିବେ ।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

12 Nov 2021 By The Sakala

‘ସିଂଘମ୍-୩’ରେ ଅଜୟ -ରୋହିତ୍ ଯୋଡ଼ି, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି ସେଇଠୁ ହେବ ଆରମ୍ଭ

ବକ୍ସ ଅଫିସ୍‌ରେ ‘ସୂର୍ଯ୍ୟବଂଶୀ’ର ସଫଳତାକୁ ଦେଖି ‘ସିଂଘମ୍-୩’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ସିଂଘମ୍’ ଓ ‘ସିଂଘମ୍ ଡିଷ୍ଟର୍ଣ୍ଣସ୍‌’ ପରେ ବହୁତ ଜଲ୍‌ଦି ରୋହିତ୍‌ ସେଟ୍ଟି ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି। ‘ସିଂଘମ୍-୩’ର କାହାଣୀ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଉପରେ ଆଧାରିତ ହେବ । ଫିଲ୍ମରେ ଅଜୟ ଶାନ୍ତି ପାଇଁ ଅସାମାଜିକ ତତ୍ତ୍ଵଙ୍କ ସହିତ ଲଢୁଥିବାର ନଜର ଆସିବେ।

ଆସନ୍ତା ବର୍ଷ ସେପ୍ଟେମ୍ବରରେ ଫିଲ୍ମ ନିର୍ମାତା ଏହି ପ୍ରୋଜେକ୍ଟର ଆରମ୍ଭ କରିବେ ଏହା ୨୦୨୩ ସ୍ଵାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିବ। ରୋହିତ୍ ‘ସିଂଘମ୍-୩’ର ସୁଟିଂ ଗୋଆ, ଜମ୍ମୁ-କାଶ୍ମୀର, ଦିଲ୍ଲୀରେ କରିବା ଲକ୍ଷ୍ୟ ରଖିଛନ୍ତି। ଏହା ‘କପ୍ ୟୁନିଭର୍ସ’ର ସବୁଠୁ ବଡ଼ ଫିଲ୍ମ ହେବ। ‘ଦିୱାଲି ଅବସରରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହୋଇଥିଲା। ଏଥିରେ ଲିଡ୍ ରୋଲ୍‌ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ନଜର ଆସିଥିଲେ। ଅନ୍ୟପକ୍ଷରେ ଶେଷ ଥର ପାଇଁ ଅଜୟ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିଥିଲେ। ଏବେ ସେ ‘ଆର୍‌ଆର୍ ଆର୍’, ‘ଗଙ୍ଗୁବାଈ କାଠିଆୱାଡ଼ି’, ‘ମୈଦାନ’, ‘ଥ୍ୟାଙ୍କ ଗଡ୍’ରେ ନଜର ଆସିବେ।

‘ସିଂଘମ୍-୩’ର କାହାଣୀ ସେଇଠୁ ଆରମ୍ଭ ହେବ, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି। ‘ସିଂଘମ୍-୩’ର କ୍ଲାଇମାକ୍ସରେ ରଣବୀର ସିଂହ ଓ ଅକ୍ଷୟ କୁମାର ଆକ୍ସନ କରୁଥିବାର ନଜର ଆସିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର