ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ପୋଷ୍ଟ କରି ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଲେ ସ୍ବରା ଭାସ୍କର

The Sakala Picture
Published On

ଗୁରୁଗ୍ରାମ: ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଉଛନ୍ତି ସ୍ବରା ଭାସ୍କର । ହିନ୍ଦୁ ଧର୍ମ ବିରୋଧରେ କରିଥିବା ବିବାଦୀୟ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଖପ୍ପା ହୋଇଛନ୍ତି । ଟ୍ରୋଲ କରି ୟୁଜର୍ସମାନେ କହିଛନ୍ତି ହିନ୍ଦୁ ଧର୍ମ ଛାଡ଼ିଦିଅ । ଗୁରୁଗ୍ରାମର ଏକ ଭାଇରାଲ ଭିଡିଓକୁ ନେଇ ସ୍ବରା ପୋଷ୍ଟ କରି ହିନ୍ଦୁ ବୋଲି ଲଜ୍ଜିତ ଲେଖିଥିଲେ । As a Hindu I’m ashamed! https://t.co/26OfIqTeHO — Swara Bhasker (@ReallySwara) October 22, 2021 […]

ଗୁରୁଗ୍ରାମ: ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଉଛନ୍ତି ସ୍ବରା ଭାସ୍କର । ହିନ୍ଦୁ ଧର୍ମ ବିରୋଧରେ କରିଥିବା ବିବାଦୀୟ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଖପ୍ପା ହୋଇଛନ୍ତି । ଟ୍ରୋଲ କରି ୟୁଜର୍ସମାନେ କହିଛନ୍ତି ହିନ୍ଦୁ ଧର୍ମ ଛାଡ଼ିଦିଅ । ଗୁରୁଗ୍ରାମର ଏକ ଭାଇରାଲ ଭିଡିଓକୁ ନେଇ ସ୍ବରା ପୋଷ୍ଟ କରି ହିନ୍ଦୁ ବୋଲି ଲଜ୍ଜିତ ଲେଖିଥିଲେ ।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

ସୂଚନାଯୋଗ୍ୟ, ଗୁରୁଗ୍ରାମର ସେକ୍ଟର-ଏରେ ଏକ ସାଧାରଣ ସ୍ଥାନରେ ମୁସଲିମ ସମୁଦାୟର କିଛି ଲୋକ ନଜାମ ପଢ଼ୁଥିଲେ । ଏହି ସମୟରେ ବଜରଙ୍ଗ ଦଳର କିଛି ଲୋକ ସେଠାରେ ପହଞ୍ଚି ଜୟଶ୍ରୀ ରାମ ସ୍ଲୋଗାନ ଦେଇଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ବରାଙ୍କ ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ସ୍ବରାଙ୍କୁ ଭୟଙ୍କର ଟ୍ରୋଲର ଶିକାର ହେବାରେ ଲାଗିଛନ୍ତି । ଏକିତିକି ବହୁ ସୋସିଆଲ ମିଡ଼ିଆ ୟୁଜର୍ସ ହିନ୍ଦୁ ଧର୍ମ ଛାଡି ଦେବାକୁ କହି ସ୍ବରାଙ୍କୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଦିଦି ଏହି ଟ୍ବିଟ୍ ପାଇଁ କେତେ ମିଳିଛି ।’

ପୂର୍ବରୁ ଆଫଗାନୀସ୍ତାନରେ ତାଲିବାନ ଶାସନ ଫେରିବା ପରେ ହିନ୍ଦୁତ୍ବକୁ ନେଇ ଟ୍ବିଟ୍ କରି ଭୟଙ୍କର ଟ୍ରୋଲର ସମ୍ମୁଖୀନ ହୋଇଥିଲେ ସ୍ବରା ।

23 Oct 2021 By The Sakala

ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ପୋଷ୍ଟ କରି ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଲେ ସ୍ବରା ଭାସ୍କର

ଗୁରୁଗ୍ରାମ: ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଉଛନ୍ତି ସ୍ବରା ଭାସ୍କର । ହିନ୍ଦୁ ଧର୍ମ ବିରୋଧରେ କରିଥିବା ବିବାଦୀୟ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଖପ୍ପା ହୋଇଛନ୍ତି । ଟ୍ରୋଲ କରି ୟୁଜର୍ସମାନେ କହିଛନ୍ତି ହିନ୍ଦୁ ଧର୍ମ ଛାଡ଼ିଦିଅ । ଗୁରୁଗ୍ରାମର ଏକ ଭାଇରାଲ ଭିଡିଓକୁ ନେଇ ସ୍ବରା ପୋଷ୍ଟ କରି ହିନ୍ଦୁ ବୋଲି ଲଜ୍ଜିତ ଲେଖିଥିଲେ ।

ସୂଚନାଯୋଗ୍ୟ, ଗୁରୁଗ୍ରାମର ସେକ୍ଟର-ଏରେ ଏକ ସାଧାରଣ ସ୍ଥାନରେ ମୁସଲିମ ସମୁଦାୟର କିଛି ଲୋକ ନଜାମ ପଢ଼ୁଥିଲେ । ଏହି ସମୟରେ ବଜରଙ୍ଗ ଦଳର କିଛି ଲୋକ ସେଠାରେ ପହଞ୍ଚି ଜୟଶ୍ରୀ ରାମ ସ୍ଲୋଗାନ ଦେଇଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ବରାଙ୍କ ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ସ୍ବରାଙ୍କୁ ଭୟଙ୍କର ଟ୍ରୋଲର ଶିକାର ହେବାରେ ଲାଗିଛନ୍ତି । ଏକିତିକି ବହୁ ସୋସିଆଲ ମିଡ଼ିଆ ୟୁଜର୍ସ ହିନ୍ଦୁ ଧର୍ମ ଛାଡି ଦେବାକୁ କହି ସ୍ବରାଙ୍କୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଦିଦି ଏହି ଟ୍ବିଟ୍ ପାଇଁ କେତେ ମିଳିଛି ।’

ପୂର୍ବରୁ ଆଫଗାନୀସ୍ତାନରେ ତାଲିବାନ ଶାସନ ଫେରିବା ପରେ ହିନ୍ଦୁତ୍ବକୁ ନେଇ ଟ୍ବିଟ୍ କରି ଭୟଙ୍କର ଟ୍ରୋଲର ସମ୍ମୁଖୀନ ହୋଇଥିଲେ ସ୍ବରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର