ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶାହାରୁଖ୍‌ ସହ କାମ କରୁନାହାନ୍ତି ତାପସି

The Sakala Picture
Published On

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ସବୁବେଳେ ଚର୍ଚ୍ଚାରେ। ନିକଟରେ ଖବର ଆସିଥÒଲା ଯେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନେତା ଶାହରୁଖ ଖାନ୍‌ଙ୍କ ନାୟିକା ସାଜିବେ ତାପସୀ । ହେଲେ ତାପସୀ ନିଜେ ଏହି କଥାକୁ ସତ ନୁହେଁ ବୋଲି ସ୍ବୀକାର କରିଛନ୍ତି । ନିକଟରେ ଗଣମାଧ୍ୟମକୁ ଦେଇଥ଄ବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ଏହି ଖବର ସତ ହୋଇଥାନ୍ତା, ତେବେ ମୁଁ ନିଜେ ଛାତ ଉପରେ ଚଢ଼ି ଏହି ଖବରକୁ ଚିଲେଇ […]

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ସବୁବେଳେ ଚର୍ଚ୍ଚାରେ। ନିକଟରେ ଖବର ଆସିଥÒଲା ଯେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନେତା ଶାହରୁଖ ଖାନ୍‌ଙ୍କ ନାୟିକା ସାଜିବେ ତାପସୀ । ହେଲେ ତାପସୀ ନିଜେ ଏହି କଥାକୁ ସତ ନୁହେଁ ବୋଲି ସ୍ବୀକାର କରିଛନ୍ତି । ନିକଟରେ ଗଣମାଧ୍ୟମକୁ ଦେଇଥ଄ବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ଏହି ଖବର ସତ ହୋଇଥାନ୍ତା, ତେବେ ମୁଁ ନିଜେ ଛାତ ଉପରେ ଚଢ଼ି ଏହି ଖବରକୁ ଚିଲେଇ ଚିଲେଇ ଘୋଷଣା କରିଥାନ୍ତି। ଏଭଳି ଖବର କିଛି ଲଜ୍ଜାଜନକ ନୁହେଁ। ଯାହା ମୋ ନିଜ ପ୍ରଶଂସକଙ୍କୁ ମଧ୍ୟ ଜଣାଇବି ନାହିଁ। ଶାହରୁଖ ଖାନ୍‌ ସହିତ ଫିଲ୍ମ କରିବା ଖବର ହୁଏତ ମୋ ଲାଗି ସବୁଠୁ ଗୌରବର ବିଷୟ ବୋଲି ମୁଁ ଭାବୁଛି। ହେଲେ ବାସ୍ତବରେ ସେମିତି କିଛି ଅଫର୍‌ ଆସିନି। ଖବର ସତ ହୋଇଥÒଲେ ମୋ’ ବଡ଼ ପାଟିର ସ୍ବର ଆସିଥାନ୍ତା।

ଆହୁରି ପଢ଼ନ୍ତୁ: ବାହାଘରର ୧୨ ବର୍ଷ ପରେ ଛାଡ଼ପତ୍ର, ତଥାପି 'ସିଙ୍ଗଲ ମଦର' ନୁହନ୍ତି ଇଶା ଦେଓଲ; ଜାଣନ୍ତୁ ମା' ହେମା ମାଳିନୀଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା

ଯଦି ଆପଣ ମୁମ୍ବାଇରେ ଥÒବେ ମୋ ସ୍ବର ଆପଣଙ୍କ ପାଖରେ ପହଞ୍ଚÒପାରିବ। ବଲିଉଡ୍‌ କ୍ୟାରିୟରକୁ ନେଇ ତାପସୀ କୁହନ୍ତି ଯେ, ମୋତେ ଯଦି ଭଲ କାହାଣୀ ଥÒବା ଫିଲ୍ମ ମିଳିବ ତେବେ ବର୍ଷରେ ୩୦୦ ଦିନ ମଧ୍ୟ କାମ କରିବା ପାଇଁ ମୁଁ ରାଜି। ମୋ ଜୀବନରେ ଏମିତି ବି ସମୟ ଆସିଥÒଲା ଅତି ନିମ୍ନମାନର କାହାଣୀ ଥ଄ବା ସତ୍ତ୍ବେ ମୁଁ ଫିଲ୍ମ ସାଇନ୍‌ କରିଥ଄ଲି। କାରଣ ପରଦା ଉପରେ ମୁଁ ତିଷ୍ଠି ରହିବାକୁ ଚାହୁଁଥ଄ଲି। ହେଲେ ବର୍ତ୍ତମାନ ମୁଁ ବହୁତ ଖୁସି କାରଣ ଭିନ୍ନ ଭିନ୍ନ ଚରିତ୍ରରେ କାମ କରିବାକୁ ମୋତେ ସୁଯୋଗ ମିଳୁପାରୁଛି। ଜୁଲାଇ ୨ରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥ଄ବା ‘ହସିନା ଦିଲ୍‌ରୁବା’ରେ ତାପସୀ କମାଲ କରିଛନ୍ତି। ଏହା ଏକ ରୋମାଣ୍ଟିକ୍‌ ଥ୍ରିିଲର୍‌ ଫିଲ୍ମ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

03 Jul 2021 By The Sakala

ଶାହାରୁଖ୍‌ ସହ କାମ କରୁନାହାନ୍ତି ତାପସି

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ସବୁବେଳେ ଚର୍ଚ୍ଚାରେ। ନିକଟରେ ଖବର ଆସିଥÒଲା ଯେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନେତା ଶାହରୁଖ ଖାନ୍‌ଙ୍କ ନାୟିକା ସାଜିବେ ତାପସୀ । ହେଲେ ତାପସୀ ନିଜେ ଏହି କଥାକୁ ସତ ନୁହେଁ ବୋଲି ସ୍ବୀକାର କରିଛନ୍ତି । ନିକଟରେ ଗଣମାଧ୍ୟମକୁ ଦେଇଥ଄ବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ଏହି ଖବର ସତ ହୋଇଥାନ୍ତା, ତେବେ ମୁଁ ନିଜେ ଛାତ ଉପରେ ଚଢ଼ି ଏହି ଖବରକୁ ଚିଲେଇ ଚିଲେଇ ଘୋଷଣା କରିଥାନ୍ତି। ଏଭଳି ଖବର କିଛି ଲଜ୍ଜାଜନକ ନୁହେଁ। ଯାହା ମୋ ନିଜ ପ୍ରଶଂସକଙ୍କୁ ମଧ୍ୟ ଜଣାଇବି ନାହିଁ। ଶାହରୁଖ ଖାନ୍‌ ସହିତ ଫିଲ୍ମ କରିବା ଖବର ହୁଏତ ମୋ ଲାଗି ସବୁଠୁ ଗୌରବର ବିଷୟ ବୋଲି ମୁଁ ଭାବୁଛି। ହେଲେ ବାସ୍ତବରେ ସେମିତି କିଛି ଅଫର୍‌ ଆସିନି। ଖବର ସତ ହୋଇଥÒଲେ ମୋ’ ବଡ଼ ପାଟିର ସ୍ବର ଆସିଥାନ୍ତା।

ଯଦି ଆପଣ ମୁମ୍ବାଇରେ ଥÒବେ ମୋ ସ୍ବର ଆପଣଙ୍କ ପାଖରେ ପହଞ୍ଚÒପାରିବ। ବଲିଉଡ୍‌ କ୍ୟାରିୟରକୁ ନେଇ ତାପସୀ କୁହନ୍ତି ଯେ, ମୋତେ ଯଦି ଭଲ କାହାଣୀ ଥÒବା ଫିଲ୍ମ ମିଳିବ ତେବେ ବର୍ଷରେ ୩୦୦ ଦିନ ମଧ୍ୟ କାମ କରିବା ପାଇଁ ମୁଁ ରାଜି। ମୋ ଜୀବନରେ ଏମିତି ବି ସମୟ ଆସିଥÒଲା ଅତି ନିମ୍ନମାନର କାହାଣୀ ଥ଄ବା ସତ୍ତ୍ବେ ମୁଁ ଫିଲ୍ମ ସାଇନ୍‌ କରିଥ଄ଲି। କାରଣ ପରଦା ଉପରେ ମୁଁ ତିଷ୍ଠି ରହିବାକୁ ଚାହୁଁଥ଄ଲି। ହେଲେ ବର୍ତ୍ତମାନ ମୁଁ ବହୁତ ଖୁସି କାରଣ ଭିନ୍ନ ଭିନ୍ନ ଚରିତ୍ରରେ କାମ କରିବାକୁ ମୋତେ ସୁଯୋଗ ମିଳୁପାରୁଛି। ଜୁଲାଇ ୨ରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥ଄ବା ‘ହସିନା ଦିଲ୍‌ରୁବା’ରେ ତାପସୀ କମାଲ କରିଛନ୍ତି। ଏହା ଏକ ରୋମାଣ୍ଟିକ୍‌ ଥ୍ରିିଲର୍‌ ଫିଲ୍ମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର