‘ଟାଇଗର୍-୩’ରେ ଇମ୍ରାନ୍

The Sakala Picture
Published On

ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କ ଆଗାମୀ ବିଗ୍ ବଜେଟର ଫିଲ୍ମ ମଧ୍ୟରେ ‘ଟାଇଗର୍-୩’ ରହିଛି। ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଇମ୍ରାନ୍ ହାସମି ନଜର ଆସିବେ। ଅବଶ୍ୟ ଇମ୍ରାନଙ୍କୁ ନେଇ ସେହିଭଳି କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ‘ଦ ଡାର୍ଟି ପିକଚର୍’ ଫିଲ୍ମ ପରେ ଇମ୍ରାନ ଗୋଟିଏ ବି ହିଟ୍ ଫିଲ୍ମ ଦେଇ ପାରିନାହାନ୍ତି। ଲଗାତାର ତାଙ୍କ ଫିଲ୍ମଗୁଡିକ ଫ୍ଲପ୍ ହୋଇ ଚାଲିଛି। ଫିଲ୍ମ ଫ୍ଲପ୍ ହେବା ସତ୍ତ୍ବେ ‘ହମାରି ଅଧୁରି କହାନୀ’, ‘ବାଦଶାହୋ’ ଆଦି ଫିଲ୍ମରେ […]

ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କ ଆଗାମୀ ବିଗ୍ ବଜେଟର ଫିଲ୍ମ ମଧ୍ୟରେ ‘ଟାଇଗର୍-୩’ ରହିଛି। ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଇମ୍ରାନ୍ ହାସମି ନଜର ଆସିବେ। ଅବଶ୍ୟ ଇମ୍ରାନଙ୍କୁ ନେଇ ସେହିଭଳି କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ‘ଦ ଡାର୍ଟି ପିକଚର୍’ ଫିଲ୍ମ ପରେ ଇମ୍ରାନ ଗୋଟିଏ ବି ହିଟ୍ ଫିଲ୍ମ ଦେଇ ପାରିନାହାନ୍ତି। ଲଗାତାର ତାଙ୍କ ଫିଲ୍ମଗୁଡିକ ଫ୍ଲପ୍ ହୋଇ ଚାଲିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଫିଲ୍ମ ଫ୍ଲପ୍ ହେବା ସତ୍ତ୍ବେ ‘ହମାରି ଅଧୁରି କହାନୀ’, ‘ବାଦଶାହୋ’ ଆଦି ଫିଲ୍ମରେ ଇମ୍ରାନଙ୍କ ଅଭିନୟକୁ ପ୍ରଶଂସା କରାଯାଇଛି। ଇମ୍ରାନଙ୍କ ଅଭିନୀତ ତିନି ଚାରୋଟି ଫିଲ୍ମ ଏବେ ମୁକ୍ତିଲାଭ ଅପେକ୍ଷାରେ। କରୋନା ମହାମାରୀ ଯୋଗୁଁ ଏହି ଫିଲ୍ମଗୁଡ଼ିକ ରିଲିଜ୍ ହୋଇପାରିନାହିଁ। ଇମ୍ରାନ ମଧ୍ୟ ତାଙ୍କ କ୍ୟାରିୟରରେ ସୁଧାର ଆଣିବା ପାଇଁ ଏହି ଫିଲ୍ମ ସାଇନ୍ କରିଥ଄ବା କଥା ଚର୍ଚ୍ଚା ହେଉଛି। ‘ଟାଇଗର୍-୩’ର ସୁଟିଂ ଆସନ୍ତା ମାସରୁ ମୁମ୍ବାଇରେ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp