ରାଜନୀତି କରିବେ ଶାହାରୁଖ ଖାନ୍

The Sakala Picture
Published On

ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ ରାଜନୀତି କରିପାରନ୍ତି। ଏ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶୁକ୍ରବାର ଶାହାରୁଖଙ୍କୁ ତାଙ୍କ ବାସଭବନ ମନ୍ନତରେ ଭେଟି ଡିନର(ରାତ୍ରିଭୋଜନ) କରିବା ଏପରି ଆକଳନ କରାଯାଉଛି। ତେବେ ସୂତ୍ର ଅନୁଯାୟୀ କିଶୋରଙ୍କ ଜୀବନୀ ଉପରେ ଏକ ବ ସିରିଜ ନିର୍ମାଣକୁ ନେଇ ଉଭୟେ ଆଲୋଚନା କରିଥିଲା । ଅନ୍ୟ ସୂତ୍ର ଅନୁଯାୟୀ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଉଭୟେ ତିନି ବର୍ଷରୁ ଅଧିକ […]

ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ ରାଜନୀତି କରିପାରନ୍ତି। ଏ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶୁକ୍ରବାର ଶାହାରୁଖଙ୍କୁ ତାଙ୍କ ବାସଭବନ ମନ୍ନତରେ ଭେଟି ଡିନର(ରାତ୍ରିଭୋଜନ) କରିବା ଏପରି ଆକଳନ କରାଯାଉଛି। ତେବେ ସୂତ୍ର ଅନୁଯାୟୀ କିଶୋରଙ୍କ ଜୀବନୀ ଉପରେ ଏକ ବ ସିରିଜ ନିର୍ମାଣକୁ ନେଇ ଉଭୟେ ଆଲୋଚନା କରିଥିଲା । ଅନ୍ୟ ସୂତ୍ର ଅନୁଯାୟୀ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଉଭୟେ ତିନି ବର୍ଷରୁ ଅଧିକ ସମୟ ହେଲା ଜଣେ ଜଣଙ୍କୁ ଜାଣିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାହାରୁଖଙ୍କୁ ସହ ଭେଟ କରାଇଥିଲେ । ତେବେ ରାଜନୀତିରେ ଶାହାରୁଖ ଯୋଗଦେବା ଖବରକୁ ସୂତ୍ର ପକ୍ଷରୁ ଖାରଜ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର: ଗୋଟିଏ ବର୍ଷ ପାଇଁ ସ୍ଥଗିତ ହେଲା 'ହେରା ଫେରି ୩'

12 Jun 2021 By The Sakala

ରାଜନୀତି କରିବେ ଶାହାରୁଖ ଖାନ୍

ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ ରାଜନୀତି କରିପାରନ୍ତି। ଏ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶୁକ୍ରବାର ଶାହାରୁଖଙ୍କୁ ତାଙ୍କ ବାସଭବନ ମନ୍ନତରେ ଭେଟି ଡିନର(ରାତ୍ରିଭୋଜନ) କରିବା ଏପରି ଆକଳନ କରାଯାଉଛି। ତେବେ ସୂତ୍ର ଅନୁଯାୟୀ କିଶୋରଙ୍କ ଜୀବନୀ ଉପରେ ଏକ ବ ସିରିଜ ନିର୍ମାଣକୁ ନେଇ ଉଭୟେ ଆଲୋଚନା କରିଥିଲା । ଅନ୍ୟ ସୂତ୍ର ଅନୁଯାୟୀ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଉଭୟେ ତିନି ବର୍ଷରୁ ଅଧିକ ସମୟ ହେଲା ଜଣେ ଜଣଙ୍କୁ ଜାଣିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାହାରୁଖଙ୍କୁ ସହ ଭେଟ କରାଇଥିଲେ । ତେବେ ରାଜନୀତିରେ ଶାହାରୁଖ ଯୋଗଦେବା ଖବରକୁ ସୂତ୍ର ପକ୍ଷରୁ ଖାରଜ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର