ବହୁତ ଜଲ୍‌ଦି ବିବାହ କରିବେ ଅଙ୍କିତା ଲୋଖଣ୍ଡେ

The Sakala Picture
Published On

‘ପବିତ୍ର ରିସ୍ତା’ ସିରିଏଲରୁ ‘ଅର୍ଚ୍ଚନା’ ନାମରେ ଘରେ ଘରେ ପରିଚିତ ଅଙ୍କିତା ଲୋଖଣ୍ଡେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ବିଗତ ତିନିବର୍ଷ ଧରି ଅଙ୍କିତା ଭିକି ଜୈନଙ୍କୁ ଡେଟ୍ କରୁଛନ୍ତି। ନିକଟରେ ଅଙ୍କିତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଖୁଲ୍ଲାସା କରିଛନ୍ତି। ମୁଁ ବହୁତ ଜଲ୍‌ଦି ବିବାହ କରିବି ବୋଲି ଅଙ୍କିତା କହିଛନ୍ତି। ଅଙ୍କିତା ତାଙ୍କ ବାହାଘର ସମ୍ପର୍କରେ କହିଛନ୍ତି ଯେ, ସବୁ ଝିଅଙ୍କ ପାଇଁ […]

‘ପବିତ୍ର ରିସ୍ତା’ ସିରିଏଲରୁ ‘ଅର୍ଚ୍ଚନା’ ନାମରେ ଘରେ ଘରେ ପରିଚିତ ଅଙ୍କିତା ଲୋଖଣ୍ଡେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ବିଗତ ତିନିବର୍ଷ ଧରି ଅଙ୍କିତା ଭିକି ଜୈନଙ୍କୁ ଡେଟ୍ କରୁଛନ୍ତି। ନିକଟରେ ଅଙ୍କିତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଖୁଲ୍ଲାସା କରିଛନ୍ତି। ମୁଁ ବହୁତ ଜଲ୍‌ଦି ବିବାହ କରିବି ବୋଲି ଅଙ୍କିତା କହିଛନ୍ତି। ଅଙ୍କିତା ତାଙ୍କ ବାହାଘର ସମ୍ପର୍କରେ କହିଛନ୍ତି ଯେ, ସବୁ ଝିଅଙ୍କ ପାଇଁ ବିବାହ ଏକ ଖାସ୍‌ ମୁହୂର୍ତ୍ତ ହୋଇଥାଏ। ମୁଁ ମଧ୍ୟ ମୋ ବିବାହକୁ ନେଇ ବେଶ୍ ଉତ୍ସାହିତ ଅଛି। ମୁଁ ଯୋଧପୁର କିମ୍ବା ଜୟପୁରରେ ବିବାହ କରିବାକୁ ପସନ୍ଦ କରିବି। ମୁଁ ରାଜସ୍ଥାନୀ ଶୈଳୀରେ ବିବାହ କରିବାକୁ ଚାହିଁଛି। ପ୍ରେମ ସମ୍ପର୍କକୁ ନେଇ ଅଙ୍କିତା କୁହନ୍ତି ଯେ, ମୋ ପାଇଁ ପ୍ରେମ ଜୀବନର ଏକ ଆବଶ୍ୟକତା। ପ୍ରେମ ସମ୍ପର୍କରେ ବିଶ୍ବାସ ରହିବା ଜରୁରୀ। ବିଶ୍ବାସ ସମ୍ପର୍କକୁ ମଜଭୁତ କରିଥାଏ। ମିଛ କହୁଥିବା ଲୋକଙ୍କୁ ମୁଁ ପସନ୍ଦ କରେ ନାହିଁ। ଏହି ସମୟରେ ସୁଶାନ୍ତ ତାଙ୍କ ପ୍ରିୟ ଅଭିନେତା ବୋଲି ଅଙ୍କିତା କହିଥିଲେ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

16 May 2021 By The Sakala

ବହୁତ ଜଲ୍‌ଦି ବିବାହ କରିବେ ଅଙ୍କିତା ଲୋଖଣ୍ଡେ

‘ପବିତ୍ର ରିସ୍ତା’ ସିରିଏଲରୁ ‘ଅର୍ଚ୍ଚନା’ ନାମରେ ଘରେ ଘରେ ପରିଚିତ ଅଙ୍କିତା ଲୋଖଣ୍ଡେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ବିଗତ ତିନିବର୍ଷ ଧରି ଅଙ୍କିତା ଭିକି ଜୈନଙ୍କୁ ଡେଟ୍ କରୁଛନ୍ତି। ନିକଟରେ ଅଙ୍କିତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଖୁଲ୍ଲାସା କରିଛନ୍ତି। ମୁଁ ବହୁତ ଜଲ୍‌ଦି ବିବାହ କରିବି ବୋଲି ଅଙ୍କିତା କହିଛନ୍ତି। ଅଙ୍କିତା ତାଙ୍କ ବାହାଘର ସମ୍ପର୍କରେ କହିଛନ୍ତି ଯେ, ସବୁ ଝିଅଙ୍କ ପାଇଁ ବିବାହ ଏକ ଖାସ୍‌ ମୁହୂର୍ତ୍ତ ହୋଇଥାଏ। ମୁଁ ମଧ୍ୟ ମୋ ବିବାହକୁ ନେଇ ବେଶ୍ ଉତ୍ସାହିତ ଅଛି। ମୁଁ ଯୋଧପୁର କିମ୍ବା ଜୟପୁରରେ ବିବାହ କରିବାକୁ ପସନ୍ଦ କରିବି। ମୁଁ ରାଜସ୍ଥାନୀ ଶୈଳୀରେ ବିବାହ କରିବାକୁ ଚାହିଁଛି। ପ୍ରେମ ସମ୍ପର୍କକୁ ନେଇ ଅଙ୍କିତା କୁହନ୍ତି ଯେ, ମୋ ପାଇଁ ପ୍ରେମ ଜୀବନର ଏକ ଆବଶ୍ୟକତା। ପ୍ରେମ ସମ୍ପର୍କରେ ବିଶ୍ବାସ ରହିବା ଜରୁରୀ। ବିଶ୍ବାସ ସମ୍ପର୍କକୁ ମଜଭୁତ କରିଥାଏ। ମିଛ କହୁଥିବା ଲୋକଙ୍କୁ ମୁଁ ପସନ୍ଦ କରେ ନାହିଁ। ଏହି ସମୟରେ ସୁଶାନ୍ତ ତାଙ୍କ ପ୍ରିୟ ଅଭିନେତା ବୋଲି ଅଙ୍କିତା କହିଥିଲେ।

https://www.thesakala.in/entertainment/ankita-lokhande-will-get-married-very-soon/article-2206
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp