‘ଦହାଡ଼’ର ଟିଜର୍‌ ରିଲିଜ୍‌, ୨୭ ମହିଳାଙ୍କ ମୃତ୍ୟୁ ରହସ୍ୟ ଖୋଲିବେ ସୋନାକ୍ଷୀ

The Sakala Picture
Published On

ବଲିଉଡ୍‌ର ଲେଡି ଦବଙ୍ଗ ସୋନାକ୍ଷୀ ସିହ୍ନା ‘ଦହାଡ଼’ରୁ ଡିଜିଟାଲ ଡେବ୍ୟୁ କରିବେ। ଅପରାଧ ପୃଷ୍ଠଭୂମି ଉପରେ ଆଧାରିତ ଏହି ୱେବ୍‌ସିରିଜ୍‌ରେ ସୋନାକ୍ଷୀ ଜଣେ ପୋଲିସ୍‌ ଅଫିସର୍‌ ଭୂମିକାରେ ଦେଖାଯିବେ। ଏଥିରେ ‘ଗଲିବୟ’ ଫେମ୍‌ ଅଭିନେତା ବିଜୟ ବର୍ମା ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏହାର ଟିଜର୍‌ ଜାରି କରିଛନ୍ତି। ଏହି ସିରିଜ୍‌ର ନିର୍ଦ୍ଦେଶନା ଦାୟିତ୍ବରେ ରିମା କାଗତି ଅଛନ୍ତି। ଏହି ସିରିଜ୍‌ ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହେବ। ସୋନାକ୍ଷୀ ତାଙ୍କ ଡିଜିଟାଲ ଡେବ୍ୟୁକୁ […]

ବଲିଉଡ୍‌ର ଲେଡି ଦବଙ୍ଗ ସୋନାକ୍ଷୀ ସିହ୍ନା ‘ଦହାଡ଼’ରୁ ଡିଜିଟାଲ ଡେବ୍ୟୁ କରିବେ। ଅପରାଧ ପୃଷ୍ଠଭୂମି ଉପରେ ଆଧାରିତ ଏହି ୱେବ୍‌ସିରିଜ୍‌ରେ ସୋନାକ୍ଷୀ ଜଣେ ପୋଲିସ୍‌ ଅଫିସର୍‌ ଭୂମିକାରେ ଦେଖାଯିବେ। ଏଥିରେ ‘ଗଲିବୟ’ ଫେମ୍‌ ଅଭିନେତା ବିଜୟ ବର୍ମା ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏହାର ଟିଜର୍‌ ଜାରି କରିଛନ୍ତି। ଏହି ସିରିଜ୍‌ର ନିର୍ଦ୍ଦେଶନା ଦାୟିତ୍ବରେ ରିମା କାଗତି ଅଛନ୍ତି। ଏହି ସିରିଜ୍‌ ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହେବ। ସୋନାକ୍ଷୀ ତାଙ୍କ ଡିଜିଟାଲ ଡେବ୍ୟୁକୁ ନେଇ ବେଶ୍ ଉତ୍ସାହିତ ଥିବାବେଳେ ତାଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଟିଜର୍‌ରେ ସୋନାକ୍ଷୀଙ୍କ ଦମ୍‌ଦାର ଏଣ୍ଟ୍ରି ଦେଖୀବାକୁ ମିଳିଛି। ସେ ଏଥିରେ ପୋଲିସ୍ ଅଫିସ୍‌ର ଭୂମିକାରେ ଅଭିନୟ କରୁଛନ୍ତି। ୨୭ ମହିଳାଙ୍କ ହତ୍ୟା ମାମଲାର ତଦନ୍ତ କରୁଛନ୍ତି। ଏହା ସହ ଟିଜର୍‌ରେ ଟ୍ରେଲର୍ ବିଷୟରେ ସୂଚନା ଦିଆଯାଇଛି। ମେ ୩ରେ ଏହି ୱେବ୍‌ସିରିଜ୍‌ର ଟ୍ରେଲର ରିଲିଜ୍‌ ହେବ। ଏହି ସିରିଜ୍‌ରେ ମୋଟ ୮ଟି ଏପିସୋଡ୍‌ ରହିଛି। ଏକ ସୁଲଭ ଶୌଚାଳୟରେ ଗୋଟିଏ ପରେ ଗୋଟିଏ ମହିଳାଙ୍କର ରହସ୍ୟମୟ ସ୍ଥିତିରେ ମୃତ୍ୟୁ ହେଉଛି। ଏହି ହତ୍ୟା ଉପରୁ ପର୍ଦ୍ଦା ଉଠାଇବାକୁ ସୋନାକ୍ଷୀ ଦାୟିତ୍ବ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାଭାରତ ଯୁଦ୍ଧ ବି ଛୋଟ ଲାଗିବ: ସଞ୍ଜୟ କପୁରଙ୍କ ପରିବାରର ୩୦,୦୦୦ କୋଟି ଟଙ୍କାର ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

29 Apr 2023 By The Sakala

‘ଦହାଡ଼’ର ଟିଜର୍‌ ରିଲିଜ୍‌, ୨୭ ମହିଳାଙ୍କ ମୃତ୍ୟୁ ରହସ୍ୟ ଖୋଲିବେ ସୋନାକ୍ଷୀ

ବଲିଉଡ୍‌ର ଲେଡି ଦବଙ୍ଗ ସୋନାକ୍ଷୀ ସିହ୍ନା ‘ଦହାଡ଼’ରୁ ଡିଜିଟାଲ ଡେବ୍ୟୁ କରିବେ। ଅପରାଧ ପୃଷ୍ଠଭୂମି ଉପରେ ଆଧାରିତ ଏହି ୱେବ୍‌ସିରିଜ୍‌ରେ ସୋନାକ୍ଷୀ ଜଣେ ପୋଲିସ୍‌ ଅଫିସର୍‌ ଭୂମିକାରେ ଦେଖାଯିବେ। ଏଥିରେ ‘ଗଲିବୟ’ ଫେମ୍‌ ଅଭିନେତା ବିଜୟ ବର୍ମା ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏହାର ଟିଜର୍‌ ଜାରି କରିଛନ୍ତି। ଏହି ସିରିଜ୍‌ର ନିର୍ଦ୍ଦେଶନା ଦାୟିତ୍ବରେ ରିମା କାଗତି ଅଛନ୍ତି। ଏହି ସିରିଜ୍‌ ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହେବ। ସୋନାକ୍ଷୀ ତାଙ୍କ ଡିଜିଟାଲ ଡେବ୍ୟୁକୁ ନେଇ ବେଶ୍ ଉତ୍ସାହିତ ଥିବାବେଳେ ତାଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଟିଜର୍‌ରେ ସୋନାକ୍ଷୀଙ୍କ ଦମ୍‌ଦାର ଏଣ୍ଟ୍ରି ଦେଖୀବାକୁ ମିଳିଛି। ସେ ଏଥିରେ ପୋଲିସ୍ ଅଫିସ୍‌ର ଭୂମିକାରେ ଅଭିନୟ କରୁଛନ୍ତି। ୨୭ ମହିଳାଙ୍କ ହତ୍ୟା ମାମଲାର ତଦନ୍ତ କରୁଛନ୍ତି। ଏହା ସହ ଟିଜର୍‌ରେ ଟ୍ରେଲର୍ ବିଷୟରେ ସୂଚନା ଦିଆଯାଇଛି। ମେ ୩ରେ ଏହି ୱେବ୍‌ସିରିଜ୍‌ର ଟ୍ରେଲର ରିଲିଜ୍‌ ହେବ। ଏହି ସିରିଜ୍‌ରେ ମୋଟ ୮ଟି ଏପିସୋଡ୍‌ ରହିଛି। ଏକ ସୁଲଭ ଶୌଚାଳୟରେ ଗୋଟିଏ ପରେ ଗୋଟିଏ ମହିଳାଙ୍କର ରହସ୍ୟମୟ ସ୍ଥିତିରେ ମୃତ୍ୟୁ ହେଉଛି। ଏହି ହତ୍ୟା ଉପରୁ ପର୍ଦ୍ଦା ଉଠାଇବାକୁ ସୋନାକ୍ଷୀ ଦାୟିତ୍ବ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର