କରୋନା ରୋଗୀଙ୍କ ସାହାଯ୍ୟରେ ଲାଗିବ ‘ରାଧେ’ ଫିଲ୍ମର ରୋଜଗାର ଟଙ୍କା

The Sakala Picture
Published On

ମୁମ୍ବଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମହାମାରୀ କରୋନା ପାଇଁ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନାର ଅବସ୍ଥା ବିଗିଡି ଯାଉଛି। ଶଯ୍ୟା, ଔଷଧ ଏବଂ ଅମ୍ଳଜାନର ସଙ୍କଟ ଏବେ ସବୁଠି ଦେଖାଦେଇଛି। ଅନେକ ଲୋକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି ତଥାପି ଏହି ସଙ୍କଟ ଦୂର ହୋଇପାରୁନାହିଁ । ଏହିଭଳି ପରିସ୍ଥିତିରେ ସଲମାନ ଖାନଙ୍କ ଫିଲ୍ମ ‘ Radhe : Your Most Wanted […]

ମୁମ୍ବଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମହାମାରୀ କରୋନା ପାଇଁ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନାର ଅବସ୍ଥା ବିଗିଡି ଯାଉଛି। ଶଯ୍ୟା, ଔଷଧ ଏବଂ ଅମ୍ଳଜାନର ସଙ୍କଟ ଏବେ ସବୁଠି ଦେଖାଦେଇଛି। ଅନେକ ଲୋକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି ତଥାପି ଏହି ସଙ୍କଟ ଦୂର ହୋଇପାରୁନାହିଁ । ଏହିଭଳି ପରିସ୍ଥିତିରେ ସଲମାନ ଖାନଙ୍କ ଫିଲ୍ମ ‘ Radhe : Your Most Wanted Bhai’ ଏକ ବଡ଼ ଘୋଷଣା କରିଛି ।

ଆହୁରି ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା

କରୋନା ସହ ସଂଘର୍ଷ କରୁଥିବା ସାଧାରଣ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଫିଲ୍ମରେ ରୋଜଗାର ହୋଇଥିବା ଟଙ୍କାକୁ ବିନିଯୋଗ କରିବାକୁ ସଲମାନ ଖାନ ଫିଲ୍ମସ ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ନିଷ୍ପତ୍ତି ନେଇଛନ୍ତି । ରାଧେ ଚଳଚ୍ଚିତ୍ରରୁ ରିଲିଜ ହୋଇଥିବା ଆୟ ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଶ୍ବସ୍ତି ଯୋଗାଇବାରେ ସହାୟକ ହେବ ବୋଲି ଆମେ ଆଶା କରୁଛୁ ।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

ସଲମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଇ ୧୩ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ରିଲିଜ୍ ଗୀତ ବର୍ତ୍ତମାନ ଦମାଲ ମଚାଉଛି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟନୀ, ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

06 May 2021 By The Sakala

କରୋନା ରୋଗୀଙ୍କ ସାହାଯ୍ୟରେ ଲାଗିବ ‘ରାଧେ’ ଫିଲ୍ମର ରୋଜଗାର ଟଙ୍କା

ମୁମ୍ବଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମହାମାରୀ କରୋନା ପାଇଁ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନାର ଅବସ୍ଥା ବିଗିଡି ଯାଉଛି। ଶଯ୍ୟା, ଔଷଧ ଏବଂ ଅମ୍ଳଜାନର ସଙ୍କଟ ଏବେ ସବୁଠି ଦେଖାଦେଇଛି। ଅନେକ ଲୋକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି ତଥାପି ଏହି ସଙ୍କଟ ଦୂର ହୋଇପାରୁନାହିଁ । ଏହିଭଳି ପରିସ୍ଥିତିରେ ସଲମାନ ଖାନଙ୍କ ଫିଲ୍ମ ‘ Radhe : Your Most Wanted Bhai’ ଏକ ବଡ଼ ଘୋଷଣା କରିଛି ।

କରୋନା ସହ ସଂଘର୍ଷ କରୁଥିବା ସାଧାରଣ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଫିଲ୍ମରେ ରୋଜଗାର ହୋଇଥିବା ଟଙ୍କାକୁ ବିନିଯୋଗ କରିବାକୁ ସଲମାନ ଖାନ ଫିଲ୍ମସ ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ନିଷ୍ପତ୍ତି ନେଇଛନ୍ତି । ରାଧେ ଚଳଚ୍ଚିତ୍ରରୁ ରିଲିଜ ହୋଇଥିବା ଆୟ ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଶ୍ବସ୍ତି ଯୋଗାଇବାରେ ସହାୟକ ହେବ ବୋଲି ଆମେ ଆଶା କରୁଛୁ ।

ସଲମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଇ ୧୩ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ରିଲିଜ୍ ଗୀତ ବର୍ତ୍ତମାନ ଦମାଲ ମଚାଉଛି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟନୀ, ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର