ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଇମଲି ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଜୀବନ

The Sakala Picture
Published On

ମୁମ୍ଵାଇ: ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଟେଲିଭିଜନର ମୋଷ୍ଟ ଫେମସ ଶୋ ‘ଇମଲି’ର ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ମାରିଥିଲା। କିନ୍ତୁ ଦୁର୍ଘଟଣାରେ ହେତଲଙ୍କର କିଛି ହୋଇନାହିଁ । ସେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । ଗତ ରାତି ପ୍ରାୟ ୯ଟା ସମୟରେ JVLR […]

ମୁମ୍ଵାଇ: ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଟେଲିଭିଜନର ମୋଷ୍ଟ ଫେମସ ଶୋ ‘ଇମଲି’ର ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ମାରିଥିଲା। କିନ୍ତୁ ଦୁର୍ଘଟଣାରେ ହେତଲଙ୍କର କିଛି ହୋଇନାହିଁ । ସେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । ଗତ ରାତି ପ୍ରାୟ ୯ଟା ସମୟରେ JVLR ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ​​।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

ସୂଚନା ଅନୁସାରେ, ରାତି ପ୍ରାୟ ୮.୪୫ରେ ଫିଲ୍ମ ସିଟିରୁ ସୁଟିଂ ସାରି ଘରକୁ ଫେରୁଥିବାବେଳେ ଜେଭିଏଲଆର ଛକରେ ଏକ ଟ୍ରକ ଅଭିନେତ୍ରୀଙ୍କ କାରକୁ ଧକ୍କା ଦେବା ସହ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଗାଡି ଓଲଟିବାର ଠିକ୍‌ ପୂର୍ବରୁ ବ୍ରେକ୍‌ ମାରି ଜୀବନ ବଞ୍ଚାଇଛନ୍ତି ଅଭିନେତ୍ରୀ । ସୌଭାଗ୍ୟବଶତଃ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀଜଣକ । ଗତ ୨୫ ବର୍ଷରୁ ଅଭିନୟ ଜଗତ ସହ ଜଡିତ ଅଛନ୍ତି ହେତଲ । ଲୋକପ୍ରିୟ ସିରିଏଲ ‘ତାରକ ମେହତା କା ଉଲଟା ଚଷମା’ରେ ଜ୍ବାଲା ଚରିତ୍ରରୁ ଲୋକପ୍ରିୟତା ହାସଲ କରିଛନ୍ତି ହେତଲ ।

ଆହୁରି ପଢ଼ନ୍ତୁ: ବାହାଘରର ୧୨ ବର୍ଷ ପରେ ଛାଡ଼ପତ୍ର, ତଥାପି 'ସିଙ୍ଗଲ ମଦର' ନୁହନ୍ତି ଇଶା ଦେଓଲ; ଜାଣନ୍ତୁ ମା' ହେମା ମାଳିନୀଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା

06 Dec 2022 By The Sakala

ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଇମଲି ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଜୀବନ

ମୁମ୍ଵାଇ: ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଟେଲିଭିଜନର ମୋଷ୍ଟ ଫେମସ ଶୋ ‘ଇମଲି’ର ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ମାରିଥିଲା। କିନ୍ତୁ ଦୁର୍ଘଟଣାରେ ହେତଲଙ୍କର କିଛି ହୋଇନାହିଁ । ସେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । ଗତ ରାତି ପ୍ରାୟ ୯ଟା ସମୟରେ JVLR ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ​​।

ସୂଚନା ଅନୁସାରେ, ରାତି ପ୍ରାୟ ୮.୪୫ରେ ଫିଲ୍ମ ସିଟିରୁ ସୁଟିଂ ସାରି ଘରକୁ ଫେରୁଥିବାବେଳେ ଜେଭିଏଲଆର ଛକରେ ଏକ ଟ୍ରକ ଅଭିନେତ୍ରୀଙ୍କ କାରକୁ ଧକ୍କା ଦେବା ସହ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଗାଡି ଓଲଟିବାର ଠିକ୍‌ ପୂର୍ବରୁ ବ୍ରେକ୍‌ ମାରି ଜୀବନ ବଞ୍ଚାଇଛନ୍ତି ଅଭିନେତ୍ରୀ । ସୌଭାଗ୍ୟବଶତଃ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀଜଣକ । ଗତ ୨୫ ବର୍ଷରୁ ଅଭିନୟ ଜଗତ ସହ ଜଡିତ ଅଛନ୍ତି ହେତଲ । ଲୋକପ୍ରିୟ ସିରିଏଲ ‘ତାରକ ମେହତା କା ଉଲଟା ଚଷମା’ରେ ଜ୍ବାଲା ଚରିତ୍ରରୁ ଲୋକପ୍ରିୟତା ହାସଲ କରିଛନ୍ତି ହେତଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର