ଖୁବଶୀଘ୍ର ବଲିଉଡ୍‌ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର୍‌ ମହେଶ ବାବୁ !

The Sakala Picture
Published On

ଏ ଯାଏଁ ବଲିଉଡ୍‌ରେ ନଜର ଆସି ନାହାନ୍ତି ସାଉଥ୍‌ ସୁପରଷ୍ଟାର୍‌ ମହେଶ ବାବୁ। ମାତ୍ର ଏବେ ସେ ବଲିଉଡ୍‌କୁ ଆସିବାକୁ ସଜ ହେଉଛନ୍ତି। ନିକଟରେ ସେ ବଲିଉଡ୍‌କୁ ନେଇ ଏମିତି ମନ୍ତବ୍ୟ ଦେଇଥିଲେ ଯେ, ତାଙ୍କୁ ଟ୍ରୋଲ୍‌ କରାଯାଇଥିଲା। ସେ ନିଜର ଏକ ତେଲୁଗୁ ସିନେମା ପ୍ରମୋସନ୍‌ ସମୟରେ କହିଥିଲେ, ବଲିଉଡ୍‌ ତାଙ୍କୁ ଅଧିକ ଟଙ୍କା ଦେଇପାରିବ ନାହିଁ। ସେଥିପାଇଁ ସେ ତାଙ୍କ ସମୟ ନଷ୍ଟ କରିବାକୁ ଚାହୁଁ ନ ଥିବା କହିଥିଲେ। ତାଙ୍କୁ ତେଲୁଗୁ ସିନେମାରୁ […]

ଏ ଯାଏଁ ବଲିଉଡ୍‌ରେ ନଜର ଆସି ନାହାନ୍ତି ସାଉଥ୍‌ ସୁପରଷ୍ଟାର୍‌ ମହେଶ ବାବୁ। ମାତ୍ର ଏବେ ସେ ବଲିଉଡ୍‌କୁ ଆସିବାକୁ ସଜ ହେଉଛନ୍ତି। ନିକଟରେ ସେ ବଲିଉଡ୍‌କୁ ନେଇ ଏମିତି ମନ୍ତବ୍ୟ ଦେଇଥିଲେ ଯେ, ତାଙ୍କୁ ଟ୍ରୋଲ୍‌ କରାଯାଇଥିଲା। ସେ ନିଜର ଏକ ତେଲୁଗୁ ସିନେମା ପ୍ରମୋସନ୍‌ ସମୟରେ କହିଥିଲେ, ବଲିଉଡ୍‌ ତାଙ୍କୁ ଅଧିକ ଟଙ୍କା ଦେଇପାରିବ ନାହିଁ। ସେଥିପାଇଁ ସେ ତାଙ୍କ ସମୟ ନଷ୍ଟ କରିବାକୁ ଚାହୁଁ ନ ଥିବା କହିଥିଲେ। ତାଙ୍କୁ ତେଲୁଗୁ ସିନେମାରୁ ଦର୍ଶକଙ୍କ ଅଜସ୍ର ଭଲପାଇବା ଓ ଷ୍ଟାରଡମ୍ ମିଳିଥିବା ସ୍ବୀକାର କରିଛନ୍ତି। ଗୋଟିଏ ପଟେ ସେ ବଲିଉଡ୍‌କୁ ନେଇ ଏଭଳି କଥା କହିସାରିଥିବା ବେଳେ ଏବେ କିନ୍ତୁ ନିଜେ ନିଜ କଥାରୁ ଓହରିଛନ୍ତି। ଏବେ ସେ ବଲିଉଡ୍‌ରେ ଡେବ୍ୟୁ କରିବା ନେଇ ମନ ବଳାଇଥିବା ଜଣାପଡ଼ିଛି। ତେବେ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲିଙ୍କ ସିନେମାରେ ନଜର ଆସିପାରନ୍ତି ମହେଶ ବାବୁ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp