ସାମନ୍ଥାଙ୍କ ବଲିଉଡ୍ ଡେବ୍ୟୁକୁ ନେଇ ଚର୍ଚ୍ଚା

The Sakala Picture
Published On

ସାମନ୍ଥା ରୁଥ୍‌ ପ୍ରଭୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ। ‘ପୁଷ୍ପା: ଦ ରାଇଜ୍’ ଓ ‘ଦ ଫ୍ୟାମିଲି ମ୍ୟାନ୍’ ଫିଲ୍ମ ପରେ ଉତ୍ତର ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢି ଚାଲିଛି। ସୋସିଆଲ ମିଡିଆରେ ବି ସାମନ୍ଥା ଖୁବ୍‌ ସକ୍ରିୟ। ଏବେ ସାମନ୍ଥାଙ୍କ ବଲିଉଡ୍‌ ଡେବ୍ୟୁ ଉପରେ ସମସ୍ତଙ୍କର ନଜର ରହିଛି। ଏଯାବତ୍‌ ସେ କେଉଁ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଇତିମଧ୍ୟରେ ଆୟୁଷ୍ମାନ୍‌ ଖୁରାନାଙ୍କ ବିପକ୍ଷରେ […]

ସାମନ୍ଥା ରୁଥ୍‌ ପ୍ରଭୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ। ‘ପୁଷ୍ପା: ଦ ରାଇଜ୍’ ଓ ‘ଦ ଫ୍ୟାମିଲି ମ୍ୟାନ୍’ ଫିଲ୍ମ ପରେ ଉତ୍ତର ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢି ଚାଲିଛି। ସୋସିଆଲ ମିଡିଆରେ ବି ସାମନ୍ଥା ଖୁବ୍‌ ସକ୍ରିୟ। ଏବେ ସାମନ୍ଥାଙ୍କ ବଲିଉଡ୍‌ ଡେବ୍ୟୁ ଉପରେ ସମସ୍ତଙ୍କର ନଜର ରହିଛି। ଏଯାବତ୍‌ ସେ କେଉଁ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ମୋ ଲେଖାଲେଖି ଜୀବନରେ ଅକ୍ଷୟ କୁମାରଙ୍କ ସବୁଠାରୁ ବଡ଼ ଅବଦାନ ହେଉଛି 'ମତ୍ କର୍ନା': ଟ୍ୱିଙ୍କଲ ଖାନ୍ନା

କିନ୍ତୁ ଇତିମଧ୍ୟରେ ଆୟୁଷ୍ମାନ୍‌ ଖୁରାନାଙ୍କ ବିପକ୍ଷରେ ସେ ବଲିଉଡ୍‌ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ନିର୍ଦ୍ଦେଶକ ଦିନେଶ ବିଜାନ୍‌, ସାମନ୍ଥା ଓ ଆୟୁଷ୍ମାନ୍‌ଙ୍କୁ ନେଇ ଏକ ସସ୍‌ପେନ୍ସ ଥ୍ରିଲର୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମଟିକୁ ୨୦୨୩ରେ ରିଲିଜ୍‌ କରାଯିବା ପାଇଁ ଯୋଜନା ରଖାଯାଇଛି। ଏହି ଫିଲ୍ମ ବ୍ୟତୀତ ତାପସୀ ପନ୍ନୁଙ୍କ ହୋମ୍‌ ପ୍ରଡକ୍ସନରେ ନିର୍ମିତ ଏକ ବଲିଉଡ୍‌ ଫିଲ୍ମରେ ମଧ୍ୟ ସାମନ୍ଥା ଅଭିନୟ କରିବେ। ଏହାବାଦ୍‌ ସେ ବରୁଣ ଧୱନ୍‌ଙ୍କ ସହ ଏକ ୱେବ୍‌ ସିରିଜ୍‌ରେ ଦେଖାଯିବେ।

ଆହୁରି ପଢ଼ନ୍ତୁ: ଅଜିତ କୁମାରଙ୍କ ୫୫ତମ ଜନ୍ମଦିନରେ ଉପହାର: ରେସିଂ ଡକ୍ୟୁମେଣ୍ଟାରୀ 'ଗ୍ଲାଡିଏଟର୍ସ'ର ଫାଷ୍ଟ ଲୁକ୍ ରିଲିଜ୍

07 Jul 2022 By The Sakala

ସାମନ୍ଥାଙ୍କ ବଲିଉଡ୍ ଡେବ୍ୟୁକୁ ନେଇ ଚର୍ଚ୍ଚା

ସାମନ୍ଥା ରୁଥ୍‌ ପ୍ରଭୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ। ‘ପୁଷ୍ପା: ଦ ରାଇଜ୍’ ଓ ‘ଦ ଫ୍ୟାମିଲି ମ୍ୟାନ୍’ ଫିଲ୍ମ ପରେ ଉତ୍ତର ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢି ଚାଲିଛି। ସୋସିଆଲ ମିଡିଆରେ ବି ସାମନ୍ଥା ଖୁବ୍‌ ସକ୍ରିୟ। ଏବେ ସାମନ୍ଥାଙ୍କ ବଲିଉଡ୍‌ ଡେବ୍ୟୁ ଉପରେ ସମସ୍ତଙ୍କର ନଜର ରହିଛି। ଏଯାବତ୍‌ ସେ କେଉଁ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ତାହା ସ୍ପଷ୍ଟ ହୋଇନାହିଁ।

କିନ୍ତୁ ଇତିମଧ୍ୟରେ ଆୟୁଷ୍ମାନ୍‌ ଖୁରାନାଙ୍କ ବିପକ୍ଷରେ ସେ ବଲିଉଡ୍‌ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ନିର୍ଦ୍ଦେଶକ ଦିନେଶ ବିଜାନ୍‌, ସାମନ୍ଥା ଓ ଆୟୁଷ୍ମାନ୍‌ଙ୍କୁ ନେଇ ଏକ ସସ୍‌ପେନ୍ସ ଥ୍ରିଲର୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମଟିକୁ ୨୦୨୩ରେ ରିଲିଜ୍‌ କରାଯିବା ପାଇଁ ଯୋଜନା ରଖାଯାଇଛି। ଏହି ଫିଲ୍ମ ବ୍ୟତୀତ ତାପସୀ ପନ୍ନୁଙ୍କ ହୋମ୍‌ ପ୍ରଡକ୍ସନରେ ନିର୍ମିତ ଏକ ବଲିଉଡ୍‌ ଫିଲ୍ମରେ ମଧ୍ୟ ସାମନ୍ଥା ଅଭିନୟ କରିବେ। ଏହାବାଦ୍‌ ସେ ବରୁଣ ଧୱନ୍‌ଙ୍କ ସହ ଏକ ୱେବ୍‌ ସିରିଜ୍‌ରେ ଦେଖାଯିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର