ଟଲିଉଡର ଫେମସ୍ ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ଟଲିଉଡର ଫେମସ୍ ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ । ଟଲିଉଡର ଜଣାଶୁଣା ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ ବାଥରୁମ୍‌ରୁ କାର୍ବମନୋକ୍ସାଇଡ୍ ବୋତଲ ଜବତ ହୋଇଛି। ଏହି ଗ୍ୟାସ ଯୋଗୁ ଗରିମାଲ୍ଲାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ପୁଲିସ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟୁଷାଙ୍କ […]

ନୂଆଦିଲ୍ଲୀ: ଟଲିଉଡର ଫେମସ୍ ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ । ଟଲିଉଡର ଜଣାଶୁଣା ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ ବାଥରୁମ୍‌ରୁ କାର୍ବମନୋକ୍ସାଇଡ୍ ବୋତଲ ଜବତ ହୋଇଛି। ଏହି ଗ୍ୟାସ ଯୋଗୁ ଗରିମାଲ୍ଲାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଏହି ଘଟଣାରେ ପୁଲିସ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟୁଷାଙ୍କ ପରିବାର ଲୋକ ଓ ତାଙ୍କ ବନ୍ଧୁବର୍ଗଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର କରିଦିଆଯାଇଛି। ପ୍ରତ୍ୟୁଷା ମାନସିକ ଚାପରେ ଥିଲେ ବୋଲି କୁହାଯାଉଥିବା ବେଳେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଛାଡ଼ପତ୍ର ପରେ ଝିଅକୁ ଧୁମଧାମରେ ସ୍ୱାଗତ କଲେ ବାପା; ପ୍ରଶଂସା କରି 'ସାଲ୍ୟୁଟ୍' କଲେ ଅଭିନେତା ରାକେଶ ବେଦୀ

ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୩ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଆଉ ପଛକୁ ଚାହିଁ ଦେଖିନଥିଲେ। ସେ ଟଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିବା ସହ ବଲିଉଡରେ ମଧ୍ୟ କାମ କରିଥିଲେ। ସେ ଅନେକ ତାମିଲ କଳାକାରଙ୍କ ସହ କାମ କରିଛନ୍ତି। ବଲିଉଡ୍‌ରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ବହୁତ ବଡ଼ ବଡ଼ ସେଲିବ୍ରିଟି ତାଙ୍କର କ୍ଲାଇଣ୍ଟ ରହିଛନ୍ତି।ଏବେ ହଠାତ ତାଙ୍କର ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆହୁରି ପଢ଼ନ୍ତୁ: ନକାରାତ୍ମକ ରିଭ୍ୟୁ ସତ୍ତ୍ୱେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ମାଇକେଲ ଜ୍ୟାକସନଙ୍କ ବାୟୋପିକ୍, ଦର୍ଶକଙ୍କ ମିଳିଲା ବିପୁଳ ସମର୍ଥନ

11 Jun 2022 By The Sakala

ଟଲିଉଡର ଫେମସ୍ ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ଟଲିଉଡର ଫେମସ୍ ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ । ଟଲିଉଡର ଜଣାଶୁଣା ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ ବାଥରୁମ୍‌ରୁ କାର୍ବମନୋକ୍ସାଇଡ୍ ବୋତଲ ଜବତ ହୋଇଛି। ଏହି ଗ୍ୟାସ ଯୋଗୁ ଗରିମାଲ୍ଲାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

ଏହି ଘଟଣାରେ ପୁଲିସ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟୁଷାଙ୍କ ପରିବାର ଲୋକ ଓ ତାଙ୍କ ବନ୍ଧୁବର୍ଗଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର କରିଦିଆଯାଇଛି। ପ୍ରତ୍ୟୁଷା ମାନସିକ ଚାପରେ ଥିଲେ ବୋଲି କୁହାଯାଉଥିବା ବେଳେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୩ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଆଉ ପଛକୁ ଚାହିଁ ଦେଖିନଥିଲେ। ସେ ଟଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିବା ସହ ବଲିଉଡରେ ମଧ୍ୟ କାମ କରିଥିଲେ। ସେ ଅନେକ ତାମିଲ କଳାକାରଙ୍କ ସହ କାମ କରିଛନ୍ତି। ବଲିଉଡ୍‌ରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ବହୁତ ବଡ଼ ବଡ଼ ସେଲିବ୍ରିଟି ତାଙ୍କର କ୍ଲାଇଣ୍ଟ ରହିଛନ୍ତି।ଏବେ ହଠାତ ତାଙ୍କର ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର