ସ୍ବାମୀ ଘରେ ନ ଥିବା ବେଳେ ମହିଳାଙ୍କୁ ହତ୍ଯା, ଗୁରୁତର ଅବସ୍ଥାରେ ଅନ୍ଯଜଣେ ପୁରୁଷ ଉଦ୍ଧାର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗୀ ଫେଜ୍-୧ରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ। ସେହି ଘର ଭିତରୁ ଜଣେ ପୁରୁଷଙ୍କୁ ମଧ୍ଯ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କୁ ଚିହ୍ନଟ କରିଛନ୍ତି  ତାଙ୍କ ସ୍ୱାମୀ ରାକେଶ । ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ। ରାକେଶ ଘରେ ନ ଥିବାବେଳେ କେହି ଜଣେ ଘରେ ପଶି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ହତ୍ଯାକରିଛି। ହେଲେ ଗୁରୁତର ଅବସ୍ଥାରେ […]

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗୀ ଫେଜ୍-୧ରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ। ସେହି ଘର ଭିତରୁ ଜଣେ ପୁରୁଷଙ୍କୁ ମଧ୍ଯ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କୁ ଚିହ୍ନଟ କରିଛନ୍ତି  ତାଙ୍କ ସ୍ୱାମୀ ରାକେଶ । ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ। ରାକେଶ ଘରେ ନ ଥିବାବେଳେ କେହି ଜଣେ ଘରେ ପଶି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ହତ୍ଯାକରିଛି। ହେଲେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ପୁରୁଷଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିଏ କାହିଁକି ହତ୍ୟା କରିଛି କାରଣ ଅସ୍ପଷ୍ଟ ରହିଥିବା ବେଳେ। ଘଟଣାସ୍ଥାନରେ ଏୟରଫିଲ୍ଡ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର