ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍, ଗ୍ରାହକ ବେଶରେ ଯାଇ ସପିଂ ମଲରୁ କରୁଥିଲେ ଲୁଟ୍

The Sakala Picture
Published On

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍ । ୯ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ମହିଳାମାନେ ସପିଂ ମଲଗୁଡ଼ିକରୁ ଲୁଟ୍ କରୁଥିଲେ । ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସିପି ଜୋନ-୫ ସଞ୍ଜୀବ ଶତପଥୀ । ଗତ ମେ’ ୩୧ ତାରିଖରେ ଓ ଗତକାଲି ରିଲାଏନ୍ସ ମଲରୁ […]

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍ । ୯ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ମହିଳାମାନେ ସପିଂ ମଲଗୁଡ଼ିକରୁ ଲୁଟ୍ କରୁଥିଲେ । ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସିପି ଜୋନ-୫ ସଞ୍ଜୀବ ଶତପଥୀ । ଗତ ମେ’ ୩୧ ତାରିଖରେ ଓ ଗତକାଲି ରିଲାଏନ୍ସ ମଲରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିଲା । ଏହି ଚୋରି ମୂଳରେ କିଛି ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ଗତକାଲି କାଲି ସନ୍ଧ୍ୟାରେ ମହିଳାମାନେ ଆସି ପୁଣି ଚୋରି କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । ଗ୍ୟାଙ୍ଗର ୯ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି । ସେମାନେ ନିଆରା ଢଙ୍ଗରେ ଚୋରି କରୁଥିଲେ । ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର କସମେଟିକ୍ସ ଜିନିଷ ଜବତ କରାଯାଇଛି । ସେମାନେ ଭୁବନେଶ୍ୱରରେ ଏକ ହୋଟେଲରେ ରହି ଚୋରି କରୁଥିଲେ । ଅନ୍ୟ ମଲଗୁଡ଼ିକରୁ ମଧ୍ୟ ସେମାନେ ଚୋରି କରିଥିବା ଅନୁମାନ କରୁଛି ପୋଲିସ । ସେମାନଙ୍କର ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି । ସେମାନେ ଦେଶର ବିଭିନ୍ନ ସହର ବୁଲି ଚୋରି କରିଥାନ୍ତି । ଲୁଟେରାମାନେ ପଶ୍ଚିମବଙ୍ଗ ହରିପୁରର ଏବଂ ନିଜ ଗାଁରେ ଚୋରି ଜିନିଷ ବିକ୍ରି କରିଥାନ୍ତି ବୋଲି କହିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

02 Jun 2023 By The Sakala

ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍, ଗ୍ରାହକ ବେଶରେ ଯାଇ ସପିଂ ମଲରୁ କରୁଥିଲେ ଲୁଟ୍

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍ । ୯ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ମହିଳାମାନେ ସପିଂ ମଲଗୁଡ଼ିକରୁ ଲୁଟ୍ କରୁଥିଲେ । ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସିପି ଜୋନ-୫ ସଞ୍ଜୀବ ଶତପଥୀ । ଗତ ମେ’ ୩୧ ତାରିଖରେ ଓ ଗତକାଲି ରିଲାଏନ୍ସ ମଲରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିଲା । ଏହି ଚୋରି ମୂଳରେ କିଛି ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା ।

ଗତକାଲି କାଲି ସନ୍ଧ୍ୟାରେ ମହିଳାମାନେ ଆସି ପୁଣି ଚୋରି କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । ଗ୍ୟାଙ୍ଗର ୯ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି । ସେମାନେ ନିଆରା ଢଙ୍ଗରେ ଚୋରି କରୁଥିଲେ । ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର କସମେଟିକ୍ସ ଜିନିଷ ଜବତ କରାଯାଇଛି । ସେମାନେ ଭୁବନେଶ୍ୱରରେ ଏକ ହୋଟେଲରେ ରହି ଚୋରି କରୁଥିଲେ । ଅନ୍ୟ ମଲଗୁଡ଼ିକରୁ ମଧ୍ୟ ସେମାନେ ଚୋରି କରିଥିବା ଅନୁମାନ କରୁଛି ପୋଲିସ । ସେମାନଙ୍କର ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି । ସେମାନେ ଦେଶର ବିଭିନ୍ନ ସହର ବୁଲି ଚୋରି କରିଥାନ୍ତି । ଲୁଟେରାମାନେ ପଶ୍ଚିମବଙ୍ଗ ହରିପୁରର ଏବଂ ନିଜ ଗାଁରେ ଚୋରି ଜିନିଷ ବିକ୍ରି କରିଥାନ୍ତି ବୋଲି କହିଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର