ଢେଙ୍କାନାଳ ଓଡିଶା ଗ୍ରାମ୍ୟବ୍ୟାଙ୍କ ଡ଼କାୟତର ମହାଖୁଲାସା

The Sakala Picture
Published On

ଢେଙ୍କାନାଳ : ବହୁ ଚର୍ଚିତ ରାସୋଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତ ଘଟଣାରେ ଆଜି ଢେଙ୍କାନାଳ ଏସପି ସମ୍ପୂର୍ଣ ସୂଚନା ଦେଇଛନ୍ତି । ଗତ ୧୨ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ରାସୋଳ ଶାଖା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ଡକାୟତ ମାନଙ୍କୁ ପୁଲିସ ଢେଙ୍କାନାଳ ଗୋବିନ୍ଦପୁର ଠାରେ ସେହି ଦିନ ଧରିଥିଲେ। ସୂଚନାରୁ ପ୍ରକାଶ ଯେ ଡକାୟତି ଦିନ ୪ ଜଣ ବ୍ୟାଙ୍କ ଭିତରକୁ ପଶି ଛୁରୀ ଦେଖାଇ ଲକ୍ଷାଧିକ […]

ଢେଙ୍କାନାଳ : ବହୁ ଚର୍ଚିତ ରାସୋଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତ ଘଟଣାରେ ଆଜି ଢେଙ୍କାନାଳ ଏସପି ସମ୍ପୂର୍ଣ ସୂଚନା ଦେଇଛନ୍ତି । ଗତ ୧୨ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ରାସୋଳ ଶାଖା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ଡକାୟତ ମାନଙ୍କୁ ପୁଲିସ ଢେଙ୍କାନାଳ ଗୋବିନ୍ଦପୁର ଠାରେ ସେହି ଦିନ ଧରିଥିଲେ। ସୂଚନାରୁ ପ୍ରକାଶ ଯେ ଡକାୟତି ଦିନ ୪ ଜଣ ବ୍ୟାଙ୍କ ଭିତରକୁ ପଶି ଛୁରୀ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଚୋରୀ କରିନେଇଥିଲେ ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ଢେଙ୍କାନାଳ ଏସପିଙ୍କ ସୂଚନା ଅନୁଯାୟୀ ପ୍ରାୟ ୫ କିଲୋ ୩୦୦ ଗ୍ରାମ ସୁନା ଗହଣା ଜବତ କରାଯାଇଥିଲା ଏବଂ ପ୍ରାୟ ୧୨ ଲକ୍ଷ ଟଙ୍କା ଚୋରୀ ହୋଇଥିବା ସ୍ଥଳେ ୧୧ ଲକ୍ଷ୫୫ ହଜାର ଟଙ୍କା ଜବତ କରାଯାଇଛି । ଏହି ଡ଼କାୟତରେ ୧୧ ଜଣ ସାମିଲ ଥିବାବେଳେ ୯ ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି ଦୁଇଜଣଙ୍କୁ ଖୁବ ଶୀଘ୍ର ଧରାଯିବାର କହିଛନ୍ତି । ଗିରଫ ହୋଇଥିବା ସମସ୍ତ ଦୋଷୀ ମଧ୍ୟରୁ କିଛି ରାସୋଳ ଅଞ୍ଚଳରୁ ହୋଇଥିଲେ ମଧ୍ୟ ଅନ୍ୟ କିଛି ଜିଲ୍ଲା ବାହାରୁ ଅଟନ୍ତି, ଶୁଣିବାକୁ ମିଳୁଛି ଏଥିରେ କେହି ଜଣେ ପୁଲିସ ବାବୁଙ୍କ ପୁଅ ମଧ୍ୟ ମୁଖ୍ୟ ମାଷ୍ଟ୍ର ମାଇଣ୍ଡ ଭାବରେ ସାମିଲ ଅଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

17 Jan 2022 By The Sakala

ଢେଙ୍କାନାଳ ଓଡିଶା ଗ୍ରାମ୍ୟବ୍ୟାଙ୍କ ଡ଼କାୟତର ମହାଖୁଲାସା

ଢେଙ୍କାନାଳ : ବହୁ ଚର୍ଚିତ ରାସୋଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତ ଘଟଣାରେ ଆଜି ଢେଙ୍କାନାଳ ଏସପି ସମ୍ପୂର୍ଣ ସୂଚନା ଦେଇଛନ୍ତି । ଗତ ୧୨ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ରାସୋଳ ଶାଖା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ଡକାୟତ ମାନଙ୍କୁ ପୁଲିସ ଢେଙ୍କାନାଳ ଗୋବିନ୍ଦପୁର ଠାରେ ସେହି ଦିନ ଧରିଥିଲେ। ସୂଚନାରୁ ପ୍ରକାଶ ଯେ ଡକାୟତି ଦିନ ୪ ଜଣ ବ୍ୟାଙ୍କ ଭିତରକୁ ପଶି ଛୁରୀ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଚୋରୀ କରିନେଇଥିଲେ ।

ଢେଙ୍କାନାଳ ଏସପିଙ୍କ ସୂଚନା ଅନୁଯାୟୀ ପ୍ରାୟ ୫ କିଲୋ ୩୦୦ ଗ୍ରାମ ସୁନା ଗହଣା ଜବତ କରାଯାଇଥିଲା ଏବଂ ପ୍ରାୟ ୧୨ ଲକ୍ଷ ଟଙ୍କା ଚୋରୀ ହୋଇଥିବା ସ୍ଥଳେ ୧୧ ଲକ୍ଷ୫୫ ହଜାର ଟଙ୍କା ଜବତ କରାଯାଇଛି । ଏହି ଡ଼କାୟତରେ ୧୧ ଜଣ ସାମିଲ ଥିବାବେଳେ ୯ ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି ଦୁଇଜଣଙ୍କୁ ଖୁବ ଶୀଘ୍ର ଧରାଯିବାର କହିଛନ୍ତି । ଗିରଫ ହୋଇଥିବା ସମସ୍ତ ଦୋଷୀ ମଧ୍ୟରୁ କିଛି ରାସୋଳ ଅଞ୍ଚଳରୁ ହୋଇଥିଲେ ମଧ୍ୟ ଅନ୍ୟ କିଛି ଜିଲ୍ଲା ବାହାରୁ ଅଟନ୍ତି, ଶୁଣିବାକୁ ମିଳୁଛି ଏଥିରେ କେହି ଜଣେ ପୁଲିସ ବାବୁଙ୍କ ପୁଅ ମଧ୍ୟ ମୁଖ୍ୟ ମାଷ୍ଟ୍ର ମାଇଣ୍ଡ ଭାବରେ ସାମିଲ ଅଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp