ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ: ଟ୍ରକ୍ ସହ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ, ଚାଳକ ଓ ହେଲପର ଗିରଫ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ସଦର ଅବକାରୀ ବିଭାଗ ଓ ଜିଲ୍ଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ତରଫରୁ ମିଳିତ ଭାବେ ଚଢ଼ାଉ କରଯାଇ ୧୬ ନମ୍ବର ଜାତୀୟ ରାଜପଥର ସେରଗଡ ଟୋଲଗେଟ ନିକଟରେ ଏକ ଟ୍ରକରୁ ଅଢେଇ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତ କରାଯାଇଛି। ଟ୍ରକର ଚାଳକ ଓ ହେଲପରକୁ ମଧ୍ୟ ଗିରଫ କରାଯାଇଛି। (ଓଆର୧୫ଆର-୩୫୨୨) ନମ୍ବରର ଏକ ୧୦ ଚକିଆ ଟ୍ରକ କୋଲକାତା ଆଡ଼କୁ ଯାଉଥିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ […]

ବାଲେଶ୍ଵର: ବାଲେଶ୍ଵର ସଦର ଅବକାରୀ ବିଭାଗ ଓ ଜିଲ୍ଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ତରଫରୁ ମିଳିତ ଭାବେ ଚଢ଼ାଉ କରଯାଇ ୧୬ ନମ୍ବର ଜାତୀୟ ରାଜପଥର ସେରଗଡ ଟୋଲଗେଟ ନିକଟରେ ଏକ ଟ୍ରକରୁ ଅଢେଇ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତ କରାଯାଇଛି। ଟ୍ରକର ଚାଳକ ଓ ହେଲପରକୁ ମଧ୍ୟ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

(ଓଆର୧୫ଆର-୩୫୨୨) ନମ୍ବରର ଏକ ୧୦ ଚକିଆ ଟ୍ରକ କୋଲକାତା ଆଡ଼କୁ ଯାଉଥିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ ଅବକାରୀ ବିଭାଗର ଏହି ସ୍ବତନ୍ତ୍ର ଟିମ ସେରଗଡ ଟୋଲଗେଟ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଟ୍ରକଟି ଭଦ୍ରକ ଆଡୁ ପହଞ୍ଚିବା କ୍ଷଣି ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରକରୁ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଚଢ଼ାଉ ସମୟରେ
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଟ୍ରକ ଚାଳକ ନରେନ୍ଦ୍ର ବେହେରା (୩୯) ଓ ହେଲପର କୁନା ବିଶ୍ବାଳ(୩୫)କୁ ଗିରଫ କରାଯାଇଛି। ସେମାନଙ୍କ ନାମରେ ୨୫/୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି।

17 Jun 2021 By The Sakala

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ: ଟ୍ରକ୍ ସହ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ, ଚାଳକ ଓ ହେଲପର ଗିରଫ

ବାଲେଶ୍ଵର: ବାଲେଶ୍ଵର ସଦର ଅବକାରୀ ବିଭାଗ ଓ ଜିଲ୍ଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ତରଫରୁ ମିଳିତ ଭାବେ ଚଢ଼ାଉ କରଯାଇ ୧୬ ନମ୍ବର ଜାତୀୟ ରାଜପଥର ସେରଗଡ ଟୋଲଗେଟ ନିକଟରେ ଏକ ଟ୍ରକରୁ ଅଢେଇ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତ କରାଯାଇଛି। ଟ୍ରକର ଚାଳକ ଓ ହେଲପରକୁ ମଧ୍ୟ ଗିରଫ କରାଯାଇଛି।

(ଓଆର୧୫ଆର-୩୫୨୨) ନମ୍ବରର ଏକ ୧୦ ଚକିଆ ଟ୍ରକ କୋଲକାତା ଆଡ଼କୁ ଯାଉଥିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ ଅବକାରୀ ବିଭାଗର ଏହି ସ୍ବତନ୍ତ୍ର ଟିମ ସେରଗଡ ଟୋଲଗେଟ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଟ୍ରକଟି ଭଦ୍ରକ ଆଡୁ ପହଞ୍ଚିବା କ୍ଷଣି ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରକରୁ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଚଢ଼ାଉ ସମୟରେ
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଟ୍ରକ ଚାଳକ ନରେନ୍ଦ୍ର ବେହେରା (୩୯) ଓ ହେଲପର କୁନା ବିଶ୍ବାଳ(୩୫)କୁ ଗିରଫ କରାଯାଇଛି। ସେମାନଙ୍କ ନାମରେ ୨୫/୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି।

https://www.thesakala.in/crime/ganja-smuggled-to-west-bengal-2-5quintals-of-ganja-seized-by-truck-driver-and-helper-arrested/article-3022
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର