ନିଶା ବେପାର ବିରୋଧରେ STF ର ଜିରୋ ଟଲରାନ୍ସ, ଗିରଫ ହେଲେ ଫେରାର ଥିବା ୨ ବ୍ରାଉନସୁଗର ମାଫିଆ

The Sakala Picture
Published On

ଭୁବନେଶ୍ବର: ନିଶା ମାଫିଆଙ୍କ ବିରୋଧରେ STF ର ଜିରୋ ଟଲରାନ୍ସ । ନିଶା ମାଫିଆ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଛି STF ।  ପିପିଲି ଦାନଗୋହୀରିର ଏମ.ଡି. ସଦାମ ବିରୋଧରେ NDPS ଓ ARMS ଆକ୍ଟରେ ମାମଲା ଥିଲା । ୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଛାପା ମାରି ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା STF । ଏଥିସହ ୩ଟି ୭ ଏମ.ଏମ ପିସ୍ତଲ ଚଢ଼ାଉ ବେଳେ […]

ଭୁବନେଶ୍ବର: ନିଶା ମାଫିଆଙ୍କ ବିରୋଧରେ STF ର ଜିରୋ ଟଲରାନ୍ସ । ନିଶା ମାଫିଆ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଛି STF ।  ପିପିଲି ଦାନଗୋହୀରିର ଏମ.ଡି. ସଦାମ ବିରୋଧରେ NDPS ଓ ARMS ଆକ୍ଟରେ ମାମଲା ଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଛାପା ମାରି ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା STF । ଏଥିସହ ୩ଟି ୭ ଏମ.ଏମ ପିସ୍ତଲ ଚଢ଼ାଉ ବେଳେ ଜବତ କରାଯାଇଥିଲା ।  ସେହିଦିନଠାରୁ ଫେରାର ହୋଇଥିବା ମୁଖ୍ୟ ଅଭିଯୁକ୍ତ ଏମ.ଡି.ସଦାମକୁ ଆଜି ଗିରଫ କରିଛି STF ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସେହିପରି ନୟାଗଡ଼ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରା ବିରୋଧରେ ଥିଲା ସଙ୍ଗୀନ ମାମଲା । ୨୦୨୧ ଡିସେମ୍ବର ୨୦ରେ ଏକ କେଜିରୁ ଉର୍ଦ୍ଧ ବ୍ରାଉନସୁଗର ଜବତ କରାଯାଇଥିଲା ।  ମାଷ୍ଟରମାଇଣ୍ଡ ଚିତ୍ତ ଫେରାର ହୋଇଯାଇଥିବା ବେଳେ ଗତକାଲି ଗିରଫ କରିଛି STF।  ପୂର୍ବରୁ ଅଭିଯୁକ୍ତ ନାଁରେ ନନ୍ଦନକାନନ ଥାନାରେ ମଧ୍ୟ  ମାମଳା ଥିଲା।

01 Oct 2023 By The Sakala

ନିଶା ବେପାର ବିରୋଧରେ STF ର ଜିରୋ ଟଲରାନ୍ସ, ଗିରଫ ହେଲେ ଫେରାର ଥିବା ୨ ବ୍ରାଉନସୁଗର ମାଫିଆ

ଭୁବନେଶ୍ବର: ନିଶା ମାଫିଆଙ୍କ ବିରୋଧରେ STF ର ଜିରୋ ଟଲରାନ୍ସ । ନିଶା ମାଫିଆ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଛି STF ।  ପିପିଲି ଦାନଗୋହୀରିର ଏମ.ଡି. ସଦାମ ବିରୋଧରେ NDPS ଓ ARMS ଆକ୍ଟରେ ମାମଲା ଥିଲା ।

୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଛାପା ମାରି ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା STF । ଏଥିସହ ୩ଟି ୭ ଏମ.ଏମ ପିସ୍ତଲ ଚଢ଼ାଉ ବେଳେ ଜବତ କରାଯାଇଥିଲା ।  ସେହିଦିନଠାରୁ ଫେରାର ହୋଇଥିବା ମୁଖ୍ୟ ଅଭିଯୁକ୍ତ ଏମ.ଡି.ସଦାମକୁ ଆଜି ଗିରଫ କରିଛି STF ।

ସେହିପରି ନୟାଗଡ଼ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରା ବିରୋଧରେ ଥିଲା ସଙ୍ଗୀନ ମାମଲା । ୨୦୨୧ ଡିସେମ୍ବର ୨୦ରେ ଏକ କେଜିରୁ ଉର୍ଦ୍ଧ ବ୍ରାଉନସୁଗର ଜବତ କରାଯାଇଥିଲା ।  ମାଷ୍ଟରମାଇଣ୍ଡ ଚିତ୍ତ ଫେରାର ହୋଇଯାଇଥିବା ବେଳେ ଗତକାଲି ଗିରଫ କରିଛି STF।  ପୂର୍ବରୁ ଅଭିଯୁକ୍ତ ନାଁରେ ନନ୍ଦନକାନନ ଥାନାରେ ମଧ୍ୟ  ମାମଳା ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର