ନାମୀ ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ଟିଭି, ରାଜଧାନୀରୁ ଧରାପଡ଼ିଲା ଟିଭି ଠକ ଗ୍ଯାଙ୍ଗ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱରରେ ଧରାପଡ଼ିଲା ନକଲି ଟିଭି ଗ୍ଯାଙ୍ଗ। ରାଜଧାନୀ ଭୁବନେଶ୍ବରରେ ବିକ୍ରି ହେଉଥିଲା ନକଲି ଟିଭି । ନାମୀ ବ୍ରାଣ୍ଡର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଟିଭି । ଖବର ପାଇ ଚଢଉ କରିବା ସହ ସୋରୁମ୍ ମାଲିକକୁ ଗିରଫ କରିଛି ପୁଲିସ । ସୂଚନାନୁସାରେ, ରାଜଧାନୀରେ ନକଲି ଟିଭି ରାକେଟ୍ ଦୀର୍ଘ ଦିନ ହେବ ସକ୍ରିୟ ରହିଥିଲା । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ […]

ଭୁବନେଶ୍ବର: ଭୁବନେଶ୍ୱରରେ ଧରାପଡ଼ିଲା ନକଲି ଟିଭି ଗ୍ଯାଙ୍ଗ। ରାଜଧାନୀ ଭୁବନେଶ୍ବରରେ ବିକ୍ରି ହେଉଥିଲା ନକଲି ଟିଭି । ନାମୀ ବ୍ରାଣ୍ଡର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଟିଭି । ଖବର ପାଇ ଚଢଉ କରିବା ସହ ସୋରୁମ୍ ମାଲିକକୁ ଗିରଫ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନାନୁସାରେ, ରାଜଧାନୀରେ ନକଲି ଟିଭି ରାକେଟ୍ ଦୀର୍ଘ ଦିନ ହେବ ସକ୍ରିୟ ରହିଥିଲା । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ ରୁମ୍ ମାଲିକ। ଏହି ସବୁ ଟିଭି ପଶ୍ଚିମବଙ୍ଗର କୋଲକାତାରୁ ଆସୁଥିଲା । ତେବେ ଏହି ସବୁକୁ ସୋରୁମ୍ ମାଲିକ ଅଧା ଦାମରେ ବିକ୍ରି କରୁଥିଲେ। ପୁଲିସ ସୋରୁମରେ ଚଢଉ କରିବା ସହ ୧୨୦ ଟିଭି ଜବତ କରିଥିବା ଜଣାପଡ଼ିଛି। ଏହାସହ ସୋରୁମ ମାଲିକଙ୍କୁ ମଧ୍ୟ ସ୍ପେଶାଲ ସ୍କ୍ବାଡ୍ ଗିରଫ କରିଛି। ସୋରୁମ୍ ମାଲିକ ପାରାଦୀପ ପୋର୍ଟରୁ ଟିଭି ଆଣି ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକୁଥିବା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

01 Jun 2021 By The Sakala

ନାମୀ ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ଟିଭି, ରାଜଧାନୀରୁ ଧରାପଡ଼ିଲା ଟିଭି ଠକ ଗ୍ଯାଙ୍ଗ

ଭୁବନେଶ୍ବର: ଭୁବନେଶ୍ୱରରେ ଧରାପଡ଼ିଲା ନକଲି ଟିଭି ଗ୍ଯାଙ୍ଗ। ରାଜଧାନୀ ଭୁବନେଶ୍ବରରେ ବିକ୍ରି ହେଉଥିଲା ନକଲି ଟିଭି । ନାମୀ ବ୍ରାଣ୍ଡର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଟିଭି । ଖବର ପାଇ ଚଢଉ କରିବା ସହ ସୋରୁମ୍ ମାଲିକକୁ ଗିରଫ କରିଛି ପୁଲିସ ।

ସୂଚନାନୁସାରେ, ରାଜଧାନୀରେ ନକଲି ଟିଭି ରାକେଟ୍ ଦୀର୍ଘ ଦିନ ହେବ ସକ୍ରିୟ ରହିଥିଲା । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ ରୁମ୍ ମାଲିକ। ଏହି ସବୁ ଟିଭି ପଶ୍ଚିମବଙ୍ଗର କୋଲକାତାରୁ ଆସୁଥିଲା । ତେବେ ଏହି ସବୁକୁ ସୋରୁମ୍ ମାଲିକ ଅଧା ଦାମରେ ବିକ୍ରି କରୁଥିଲେ। ପୁଲିସ ସୋରୁମରେ ଚଢଉ କରିବା ସହ ୧୨୦ ଟିଭି ଜବତ କରିଥିବା ଜଣାପଡ଼ିଛି। ଏହାସହ ସୋରୁମ ମାଲିକଙ୍କୁ ମଧ୍ୟ ସ୍ପେଶାଲ ସ୍କ୍ବାଡ୍ ଗିରଫ କରିଛି। ସୋରୁମ୍ ମାଲିକ ପାରାଦୀପ ପୋର୍ଟରୁ ଟିଭି ଆଣି ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକୁଥିବା ପୁଲିସ କହିଛି।

https://www.thesakala.in/crime/a-tv-fraud-gang-was-arrested-in-bbsr/article-2568
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର