ଯୁବକଙ୍କୁ ମାରି ରାସ୍ତା କଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ !
ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି କାର୍ରେ ଆଣି ଯୁବକଙ୍କ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

20 Sep 2023
By The Sakala

https://www.thesakala.in/crime/the-young-man-was-killed-and-thrown-away/article-25597