ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ଯାଳୟର ବରିଷ୍ଠ କିରାଣୀ: ବକେୟା ଦରମା ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

The Sakala Picture
Published On

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ଯାଳୟର ବରିଷ୍ଠ କିରାଣୀ । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟର ବରିଷ୍ଠ କିରାଣୀ ସରୋଜ କାନ୍ତ ନାୟକଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ସରୋଜଙ୍କୁ ଧରିଛି ତଦନ୍ତକାରୀ ଟିମ୍ । ବକେୟା ଦରମା ମଞ୍ଜୁର କରିବାକୁ ଜଣେ ଶିକ୍ଷୟିତ୍ରିଙ୍କଠାରୁ ଲାଞ୍ଚ ନେଉଥିଲେ ସରୋଜ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ୍ କରିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥ ଜବତ କରିଛି ତଦନ୍ତକାରୀ ଟିମ୍ […]

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ଯାଳୟର ବରିଷ୍ଠ କିରାଣୀ । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟର ବରିଷ୍ଠ କିରାଣୀ ସରୋଜ କାନ୍ତ ନାୟକଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ସରୋଜଙ୍କୁ ଧରିଛି ତଦନ୍ତକାରୀ ଟିମ୍ । ବକେୟା ଦରମା ମଞ୍ଜୁର କରିବାକୁ ଜଣେ ଶିକ୍ଷୟିତ୍ରିଙ୍କଠାରୁ ଲାଞ୍ଚ ନେଉଥିଲେ ସରୋଜ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ୍ କରିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥ ଜବତ କରିଛି ତଦନ୍ତକାରୀ ଟିମ୍ । ଘଟଣାରେ ରାଉରକେଲା ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

14 Feb 2023 By The Sakala

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ଯାଳୟର ବରିଷ୍ଠ କିରାଣୀ: ବକେୟା ଦରମା ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ଯାଳୟର ବରିଷ୍ଠ କିରାଣୀ । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟର ବରିଷ୍ଠ କିରାଣୀ ସରୋଜ କାନ୍ତ ନାୟକଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ସରୋଜଙ୍କୁ ଧରିଛି ତଦନ୍ତକାରୀ ଟିମ୍ । ବକେୟା ଦରମା ମଞ୍ଜୁର କରିବାକୁ ଜଣେ ଶିକ୍ଷୟିତ୍ରିଙ୍କଠାରୁ ଲାଞ୍ଚ ନେଉଥିଲେ ସରୋଜ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ୍ କରିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥ ଜବତ କରିଛି ତଦନ୍ତକାରୀ ଟିମ୍ । ଘଟଣାରେ ରାଉରକେଲା ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର