ଥମିବାର ନାଁ ନେଉ ନାହିଁ ଧଳାଜହର କାରବାର: ରାଜଧାନୀରୁ ପୁଣି ଜବତ ହେଲା ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗର
ଭୁବନେଶ୍ଵର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ଜବତ ହେଉଛି ପୁଳାପୁଳା ବ୍ରାଉନସୁଗର। ରାଜଧାନୀରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି। ରାଜଧାନୀରୁ ପୁଣି ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ବାଲେଶ୍ଵରରୁ ଭୁବନେଶ୍ଵର ଆସୁଥିବା ବେଳେ ୟୁନିଟ୍-୮ରେ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ମାଡ଼ି ବସିଛି। ସେମାନଙ୍କ […]
ଭୁବନେଶ୍ଵର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ଜବତ ହେଉଛି ପୁଳାପୁଳା ବ୍ରାଉନସୁଗର। ରାଜଧାନୀରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି।
ରାଜଧାନୀରୁ ପୁଣି ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ବାଲେଶ୍ଵରରୁ ଭୁବନେଶ୍ଵର ଆସୁଥିବା ବେଳେ ୟୁନିଟ୍-୮ରେ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ମାଡ଼ି ବସିଛି। ସେମାନଙ୍କ ନିକଟରୁ ୨ କିଲୋ ବ୍ରାଉନସୁଗାର ଜବତ ହୋଇଛି। ଏହା ସହ ୨ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ଫ୍ଲାଇଂ ସ୍କ୍ଵାର୍ଡ।