କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମବ୍ରାଞ୍ଚ

The Sakala Picture
Published On

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜୋରଦାର ଚାଲିଛି। ଆଜି ରିମାଣ୍ଡର ୪ର୍ଥ ଦିନରେ ପହଞ୍ଚିଛି।  ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ଚାଲିଛି । ତିନି ଦିନର ମାରାଥନ୍ ଜେରାରେ କ୍ରାଇମବ୍ରାଞ୍ଚ ବହୁ ତଥ୍ୟ ମିଳିଛି। ଆଜି ସକାଳୁ ସକାଳୁ ଶର୍ମିଷ୍ଠାଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଧରି କ୍ରାଇମ ସିନ୍ ରିକ୍ରିଏସନ କରିବାକୁ ତଦନ୍ତକାରୀ ଟିମ୍ ତାଙ୍କୁ ଗାଡ଼ିରେ ବସାଇ […]

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜୋରଦାର ଚାଲିଛି। ଆଜି ରିମାଣ୍ଡର ୪ର୍ଥ ଦିନରେ ପହଞ୍ଚିଛି।  ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ଚାଲିଛି । ତିନି ଦିନର ମାରାଥନ୍ ଜେରାରେ କ୍ରାଇମବ୍ରାଞ୍ଚ ବହୁ ତଥ୍ୟ ମିଳିଛି। ଆଜି ସକାଳୁ ସକାଳୁ ଶର୍ମିଷ୍ଠାଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଧରି କ୍ରାଇମ ସିନ୍ ରିକ୍ରିଏସନ କରିବାକୁ ତଦନ୍ତକାରୀ ଟିମ୍ ତାଙ୍କୁ ଗାଡ଼ିରେ ବସାଇ ନେଇଛି। ୩ଟି ସ୍ଥାନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସୂଚନା ଅନୁଯାୟୀ, କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ଶର୍ମିଷ୍ଠାଙ୍କୁ ନେଇ ପ୍ରଥମେ ଚାନ୍ଦବାଲିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କାରଣ ପ୍ରଥମେ  ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାଶପୁରରୁ ମାନସଙ୍କୁ ଶର୍ମିଷ୍ଠା ଓ ସହଯୋଗୀ ଅପହରଣ କରିଥିଲେ। ପରେ ଭୁବନେଶ୍ୱରରେ ଦୟାଲ ଆଶ୍ରମରେ ହତ୍ୟା କରିଥିଲେ । ନୟାଗଡ଼ ଜିଲ୍ଲା ରଣପୁରର ବଧିପାଟଣା ଜଙ୍ଗଲରେ ପୋତିଥିଲେ ମୃତଦେହ । ପରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଫିଙ୍ଗିଥିଲେ ହତ୍ୟାରେ ବ୍ୟବହୃତ ସାମଗ୍ରୀ । ମାନସଙ୍କ ଇୟର ଫୋନ୍, ଚପଲ, ଅଖା ଆଦି ପୋଡିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ କ୍ରାଇମବ୍ରାଞ୍ଚ ଆଗରେ ସତମାନିଛି । ପୁରା କ୍ରାଇମସିନ୍ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଛି । ଏହାପରେ ଚଣ୍ଡିଖୋଳ ପାଖରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା ସାଇଣ୍ଟିଫିକ୍ ଟିମ୍ । ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ତଥ୍ୟ ବାହାର କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ଏଯାଏ ୮ ଜଣଙ୍କୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

01 Apr 2022 By The Sakala

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜୋରଦାର ଚାଲିଛି। ଆଜି ରିମାଣ୍ଡର ୪ର୍ଥ ଦିନରେ ପହଞ୍ଚିଛି।  ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ଚାଲିଛି । ତିନି ଦିନର ମାରାଥନ୍ ଜେରାରେ କ୍ରାଇମବ୍ରାଞ୍ଚ ବହୁ ତଥ୍ୟ ମିଳିଛି। ଆଜି ସକାଳୁ ସକାଳୁ ଶର୍ମିଷ୍ଠାଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଧରି କ୍ରାଇମ ସିନ୍ ରିକ୍ରିଏସନ କରିବାକୁ ତଦନ୍ତକାରୀ ଟିମ୍ ତାଙ୍କୁ ଗାଡ଼ିରେ ବସାଇ ନେଇଛି। ୩ଟି ସ୍ଥାନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ।

ସୂଚନା ଅନୁଯାୟୀ, କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ଶର୍ମିଷ୍ଠାଙ୍କୁ ନେଇ ପ୍ରଥମେ ଚାନ୍ଦବାଲିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କାରଣ ପ୍ରଥମେ  ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାଶପୁରରୁ ମାନସଙ୍କୁ ଶର୍ମିଷ୍ଠା ଓ ସହଯୋଗୀ ଅପହରଣ କରିଥିଲେ। ପରେ ଭୁବନେଶ୍ୱରରେ ଦୟାଲ ଆଶ୍ରମରେ ହତ୍ୟା କରିଥିଲେ । ନୟାଗଡ଼ ଜିଲ୍ଲା ରଣପୁରର ବଧିପାଟଣା ଜଙ୍ଗଲରେ ପୋତିଥିଲେ ମୃତଦେହ । ପରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଫିଙ୍ଗିଥିଲେ ହତ୍ୟାରେ ବ୍ୟବହୃତ ସାମଗ୍ରୀ । ମାନସଙ୍କ ଇୟର ଫୋନ୍, ଚପଲ, ଅଖା ଆଦି ପୋଡିଥିଲେ ।

ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ କ୍ରାଇମବ୍ରାଞ୍ଚ ଆଗରେ ସତମାନିଛି । ପୁରା କ୍ରାଇମସିନ୍ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଛି । ଏହାପରେ ଚଣ୍ଡିଖୋଳ ପାଖରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା ସାଇଣ୍ଟିଫିକ୍ ଟିମ୍ । ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ତଥ୍ୟ ବାହାର କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ଏଯାଏ ୮ ଜଣଙ୍କୁ ଗିରଫ କରାଯାଇଛି ।

https://www.thesakala.in/crime/cameraman-manas-swain-murder-case-crime-branch-recreates-crime-scene-over-mastermind-sharmistha/article-10422
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର