କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲା: ମୃତ୍ଯୁ ପୂର୍ବରୁ ଲେଖିଥିଲେ ୩ ପୃଷ୍ଠାର ନିର୍ଯାତନା ଓ କୋହଭରା ଚିଠି

The Sakala Picture
Published On

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ନୂଆ ମୋଡ ନେଇଛି। ଲେଡି କେୟାରଟେକରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ହତ୍ଯା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି। ଏହି ଚିଠିରେ ତାଙ୍କୁ ଦିଆଯାଉଥିବା ନିର୍ଯାତନା ଓ କୋହଭରା କଥା ଲେଖିଥିଲେ। ସେ ଚିଠିକୁ ଲେଡି କେୟାର ଟେକର ପାଇଥିବା କହିଛନ୍ତି। ବନ୍ଦଘରର ନିର୍ଯାତନା ଚିଠିରେ ଲେଖିଥିଲେ ମାନସ। ପାପୀଙ୍କ ହାତରେ ମୃତଦେହ ନ ଦେବାକୁ ଲେଖିଥିଲେ। ଘରଲୋକଙ୍କୁ ମୃତଦେହ […]

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ନୂଆ ମୋଡ ନେଇଛି। ଲେଡି କେୟାରଟେକରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ହତ୍ଯା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି। ଏହି ଚିଠିରେ ତାଙ୍କୁ ଦିଆଯାଉଥିବା ନିର୍ଯାତନା ଓ କୋହଭରା କଥା ଲେଖିଥିଲେ। ସେ ଚିଠିକୁ ଲେଡି କେୟାର ଟେକର ପାଇଥିବା କହିଛନ୍ତି। ବନ୍ଦଘରର ନିର୍ଯାତନା ଚିଠିରେ ଲେଖିଥିଲେ ମାନସ। ପାପୀଙ୍କ ହାତରେ ମୃତଦେହ ନ ଦେବାକୁ ଲେଖିଥିଲେ। ଘରଲୋକଙ୍କୁ ମୃତଦେହ ଦେବା ନେଇ ଚିଠିରେ ଉଲ୍ଲେଖ ଥିବା କଥା କହିଛନ୍ତି ଲେଡି କେୟାର ଟେକର। ହତ୍ଯା ପୂର୍ବରୁ ଲେଖା ପାଇଥିଲେ ଦୟାଲ ଆଶ୍ରମର କେୟାରଟେକର। କେୟାରଟେକର ଝାଡୁ ବେଳେ ଏହି ଚିଠି ପାଇଥିଲେ। ଚିଠି ପାଇବା ପରେ ଶର୍ମିଷ୍ଠାଙ୍କୁ ଉକ୍ତ ଚିଠିକୁ କେୟାର ଟେକର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ତେବେ କୁଆଡେ ଗଲା ମାନସଙ୍କ ହତ ଲେଖା ଚିଠି। ମାନସଙ୍କ ଶେଷ ଚିଠି ଆଧାରରେ ହେବ ଖୋଳତାଡ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର