ବିହାରରେ ଛାତିଥରା ଘଟଣା: ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା

The Sakala Picture
Published On

ପାଟଣା: ବିହାରରେ ଦିଲ୍ଲୀ ନିର୍ଭୟା ହତ୍ୟା ଘଟଣାର ପୁନରାବୃତ୍ତି। ବିହାର ବାଙ୍କା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା କରାଯାଇଥିବା ଜଣାପଡ଼ିଛି। କାମନା ଲୋଭରେ ଯୌନ ପିପାସୁ ରକ୍ଷସମାନେ ଅତି ନିର୍ଦ୍ଦୟ ଭାବେ ଏହି କୁନି ଝିଅର ହତ୍ୟା କରିଛନ୍ତି । ଅଭିଯୋଗ ଅନୁଯାୟୀ, ହୋଲି ଦିନ କୁନି ଝିଅଟି ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିକଟସ୍ଥ ଦୁର୍ଗା ମନ୍ଦିର ପଖରୁ ନିଖୋଜ ହୋଇ ଯାଇଥିଲେ । ବହୁତ ଖୋଜାଖୋଜି […]

ପାଟଣା: ବିହାରରେ ଦିଲ୍ଲୀ ନିର୍ଭୟା ହତ୍ୟା ଘଟଣାର ପୁନରାବୃତ୍ତି। ବିହାର ବାଙ୍କା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା କରାଯାଇଥିବା ଜଣାପଡ଼ିଛି। କାମନା ଲୋଭରେ ଯୌନ ପିପାସୁ ରକ୍ଷସମାନେ ଅତି ନିର୍ଦ୍ଦୟ ଭାବେ ଏହି କୁନି ଝିଅର ହତ୍ୟା କରିଛନ୍ତି ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ଅଭିଯୋଗ ଅନୁଯାୟୀ, ହୋଲି ଦିନ କୁନି ଝିଅଟି ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିକଟସ୍ଥ ଦୁର୍ଗା ମନ୍ଦିର ପଖରୁ ନିଖୋଜ ହୋଇ ଯାଇଥିଲେ । ବହୁତ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନଥିଲେ ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ତ୍ବରିତ ପଦକ୍ଷେପ ନନେଇ ଆଖପାଖରେ ଖୋଜିବାକୁ କହି ଚୁପ ହୋଇ ବସି ଯାଇଥିଲା । ପଚରାଉଚରା ବେଳେ ଦୁର୍ଗା ମନ୍ଦିର ପାଖରୁ ଏକ ନାଲି ଅଟୋରେ ଝିଅ ଯାଇଥିବା ତା’ର ଜଣେ ସାଙ୍ଗ କହିଥିଲା । ଏହାପରେ ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଥିଲେ ପରିବାର ଲୋକେ । ପଚରାଉଚରା କରି ନାବାଳିକାଙ୍କ ପରିବାର ଲୋକେ ଅଟୋ ଚାଳକଙ୍କ ଘରେ ପହଞ୍ଚିଥିଲେ । ହେଲେ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିବା କହିଥିଲା । ପରେ ସେ ଘରୁ ଫେରାର ହୋଇଯାଇଥିଲା । ରାତି ପ୍ରାୟ ୧୧ଟାରେ ପରିବାର ଲୋକେ ଏକ ନାଳରେ ଝିଅର ମୃତଦେହ ବାଲିରେ ପୋତା ଯାଇଥିବା ଅବସ୍ଥାରେ ଦେଖିଥିଲେ । ଏହାର ସୂଚନା ଥାନାକୁ ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକଙ୍କ ପତ୍ନୀଙ୍କୁ ଗିରଫ କରି ପଚରାଉଚରା ଚଲାଇଛି ପୁଲିସ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

21 Mar 2022 By The Sakala

ବିହାରରେ ଛାତିଥରା ଘଟଣା: ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା

ପାଟଣା: ବିହାରରେ ଦିଲ୍ଲୀ ନିର୍ଭୟା ହତ୍ୟା ଘଟଣାର ପୁନରାବୃତ୍ତି। ବିହାର ବାଙ୍କା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା କରାଯାଇଥିବା ଜଣାପଡ଼ିଛି। କାମନା ଲୋଭରେ ଯୌନ ପିପାସୁ ରକ୍ଷସମାନେ ଅତି ନିର୍ଦ୍ଦୟ ଭାବେ ଏହି କୁନି ଝିଅର ହତ୍ୟା କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ହୋଲି ଦିନ କୁନି ଝିଅଟି ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିକଟସ୍ଥ ଦୁର୍ଗା ମନ୍ଦିର ପଖରୁ ନିଖୋଜ ହୋଇ ଯାଇଥିଲେ । ବହୁତ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନଥିଲେ ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ତ୍ବରିତ ପଦକ୍ଷେପ ନନେଇ ଆଖପାଖରେ ଖୋଜିବାକୁ କହି ଚୁପ ହୋଇ ବସି ଯାଇଥିଲା । ପଚରାଉଚରା ବେଳେ ଦୁର୍ଗା ମନ୍ଦିର ପାଖରୁ ଏକ ନାଲି ଅଟୋରେ ଝିଅ ଯାଇଥିବା ତା’ର ଜଣେ ସାଙ୍ଗ କହିଥିଲା । ଏହାପରେ ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଥିଲେ ପରିବାର ଲୋକେ । ପଚରାଉଚରା କରି ନାବାଳିକାଙ୍କ ପରିବାର ଲୋକେ ଅଟୋ ଚାଳକଙ୍କ ଘରେ ପହଞ୍ଚିଥିଲେ । ହେଲେ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିବା କହିଥିଲା । ପରେ ସେ ଘରୁ ଫେରାର ହୋଇଯାଇଥିଲା । ରାତି ପ୍ରାୟ ୧୧ଟାରେ ପରିବାର ଲୋକେ ଏକ ନାଳରେ ଝିଅର ମୃତଦେହ ବାଲିରେ ପୋତା ଯାଇଥିବା ଅବସ୍ଥାରେ ଦେଖିଥିଲେ । ଏହାର ସୂଚନା ଥାନାକୁ ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକଙ୍କ ପତ୍ନୀଙ୍କୁ ଗିରଫ କରି ପଚରାଉଚରା ଚଲାଇଛି ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର