ମହଙ୍ଗା ପଡ଼ିଲା ଆଇପିଏଲ ବେଟିଂ: ରାଉରକେଲାରେ ଆଇପିଏଲ ବେଟିଂ ବେଳେ ଧରାପଡ଼ିଲେ ୯ ଅଭିଯୁକ୍ତ

The Sakala Picture
Published On

ରାଉରକେଲା: ଚାଲିଛି ଆଇପିଏଲ। ବିଭିନ୍ନସ୍ଥାନରେ ଜମୁଛି ବେଟିଂ। ବିରମିତ୍ରପୁର ଥାନା ଅନ୍ତର୍ଗତ  ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ। ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଏହି ଚଢାଉରେ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ୧୮ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍ ଏବଂ ଗୋଟିଏ ଟ୍ୟାବଲେଟ ଜବତ କରାଯାଇଛି । ଗିରଫ ସମସ୍ତ ୯ ଜଣଙ୍କୁ ଥାନାରେ ରଖି ଅଧିକ ପଚାରାଉଚରା କରୁଛି ପୁଲିସ । ତେବେ ଗିରଫ ହୋଇଥିବା […]

ରାଉରକେଲା: ଚାଲିଛି ଆଇପିଏଲ। ବିଭିନ୍ନସ୍ଥାନରେ ଜମୁଛି ବେଟିଂ। ବିରମିତ୍ରପୁର ଥାନା ଅନ୍ତର୍ଗତ  ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ। ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଏହି ଚଢାଉରେ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ୧୮ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍ ଏବଂ ଗୋଟିଏ ଟ୍ୟାବଲେଟ ଜବତ କରାଯାଇଛି । ଗିରଫ ସମସ୍ତ ୯ ଜଣଙ୍କୁ ଥାନାରେ ରଖି ଅଧିକ ପଚାରାଉଚରା କରୁଛି ପୁଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଭିଲାଇ ଦୁର୍ଗ ଅଞ୍ଚଳର । ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇସାରିଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ଆଇପିଏଲ । ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଦଳ ସାମିଲ ହୋଇଛନ୍ତି । ଅର୍ଥାତ ୧୦ଟି ଟିମକୁ ନେଇ ଖେଳାଯାଉଛି ଚଳିତ ଆଇପିଏଲ । ଆଇପିଏଲ ଆରମ୍ଭ ହେବା ସହ ଆରମ୍ଭ ହୋଇସାରିଛି ଆଇପିଏଲ ବେଟିଂ । ବେଟିଂ କରୁଥିବା ସମୟରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଇ କରି ବୁକିମାନଙ୍କୁ ଗିରଫ କରିବା ସହ ଲକ୍ଷଲକ୍ଷ ଟଙ୍କା ଜବତ ମଧ୍ୟ କରିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

17 Apr 2022 By The Sakala

ମହଙ୍ଗା ପଡ଼ିଲା ଆଇପିଏଲ ବେଟିଂ: ରାଉରକେଲାରେ ଆଇପିଏଲ ବେଟିଂ ବେଳେ ଧରାପଡ଼ିଲେ ୯ ଅଭିଯୁକ୍ତ

ରାଉରକେଲା: ଚାଲିଛି ଆଇପିଏଲ। ବିଭିନ୍ନସ୍ଥାନରେ ଜମୁଛି ବେଟିଂ। ବିରମିତ୍ରପୁର ଥାନା ଅନ୍ତର୍ଗତ  ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ। ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଏହି ଚଢାଉରେ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ୧୮ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍ ଏବଂ ଗୋଟିଏ ଟ୍ୟାବଲେଟ ଜବତ କରାଯାଇଛି । ଗିରଫ ସମସ୍ତ ୯ ଜଣଙ୍କୁ ଥାନାରେ ରଖି ଅଧିକ ପଚାରାଉଚରା କରୁଛି ପୁଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଭିଲାଇ ଦୁର୍ଗ ଅଞ୍ଚଳର । ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇସାରିଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ଆଇପିଏଲ । ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଦଳ ସାମିଲ ହୋଇଛନ୍ତି । ଅର୍ଥାତ ୧୦ଟି ଟିମକୁ ନେଇ ଖେଳାଯାଉଛି ଚଳିତ ଆଇପିଏଲ । ଆଇପିଏଲ ଆରମ୍ଭ ହେବା ସହ ଆରମ୍ଭ ହୋଇସାରିଛି ଆଇପିଏଲ ବେଟିଂ । ବେଟିଂ କରୁଥିବା ସମୟରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଇ କରି ବୁକିମାନଙ୍କୁ ଗିରଫ କରିବା ସହ ଲକ୍ଷଲକ୍ଷ ଟଙ୍କା ଜବତ ମଧ୍ୟ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର