ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ନିୟମ ଉଲ୍ଲଂଘନ ଅଭିଯୋଗ : ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ନିଷିଦ୍ଧ କଲା ହ୍ୱାଟ୍ସଆପ୍

The Sakala Picture
Published On

ନୂଆଦିଲ୍ଲୀ : ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ନିଷିଦ୍ଧ କରିଛି ହ୍ୱାଟ୍ସଆପ୍। ଏ ନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ ୨୦୨୧) ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଆଇଟି ନିୟମ ଅନୁସାରେ, ଚଳିତବର୍ଷ ଏପ୍ରିଲ ମାସରେ ୧୬.୬ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ନିଷିଦ୍ଧ କରାଯାଇଥÒବା ନେଇ ବୁଧବାର ହ୍ୱାଟ୍ସଆପ୍ ସୂଚନା ଦେଇଛି। […]

ନୂଆଦିଲ୍ଲୀ : ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ନିଷିଦ୍ଧ କରିଛି ହ୍ୱାଟ୍ସଆପ୍। ଏ ନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ ୨୦୨୧) ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଆଇଟି ନିୟମ ଅନୁସାରେ, ଚଳିତବର୍ଷ ଏପ୍ରିଲ ମାସରେ ୧୬.୬ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ନିଷିଦ୍ଧ କରାଯାଇଥÒବା ନେଇ ବୁଧବାର ହ୍ୱାଟ୍ସଆପ୍ ସୂଚନା ଦେଇଛି। ଏପ୍ରିଲ ମାସରେ କମ୍ପାନୀ ପାଖକୁ ୮୪୪ ଅଭିଯୋଗ ଆସିଥିଲା।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି: ଏକାଥରକେ ବୋଝ ପକାଇବୁ ନାହିଁ, ଧୀରେ ଧୀରେ ବଢିବ ଦାମ୍, ସ୍ପଷ୍ଟ କଲା ଆଇଓସିଏଲ୍

ସେଥିମଧ୍ୟରୁ ୧୨୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାର୍ଚ୍ଚ ମାସରେ ମଧ୍ୟ ଏଭଳି ୧୮ ଲକ୍ଷ ଆକାଉଣ୍ଟ ନିଷିଦ୍ଧ କରିଥିଲା କମ୍ପାନୀ। ସେତେବେଳେ କମ୍ପାନୀକୁ ୫୯୭ ଅଭିଯୋଗ ମିଳିଥିଲେ ବି  ୭୪ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଠାରେ ସୂଚନା ଥାଉକି ସୋସିଆଲ୍ ମିଡିଆରେ ହେଉଥିବା ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇଟି ନିୟମ ୨୦୨୧ ଆଣିଥିଲେ। ଏହି ଆଇନ ଅନୁସାରେ ଯେଉଁ ସୋସିଆଲ୍ ମିଡିଆ କମ୍ପାନୀର ଭାରତରେ ୫ ନିୟୁତରୁ ଅଧିକ ୟୁଜର ରହିଥÒବେ ସେମାନଙ୍କୁ ଏକ ମାସିକ ଭିତ୍ତିରେ ଅଭିଯୋଗର ରିପୋର୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

02 Jun 2022 By The Sakala

ନିୟମ ଉଲ୍ଲଂଘନ ଅଭିଯୋଗ : ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ନିଷିଦ୍ଧ କଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ : ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ନିଷିଦ୍ଧ କରିଛି ହ୍ୱାଟ୍ସଆପ୍। ଏ ନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ ୨୦୨୧) ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଆଇଟି ନିୟମ ଅନୁସାରେ, ଚଳିତବର୍ଷ ଏପ୍ରିଲ ମାସରେ ୧୬.୬ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ନିଷିଦ୍ଧ କରାଯାଇଥÒବା ନେଇ ବୁଧବାର ହ୍ୱାଟ୍ସଆପ୍ ସୂଚନା ଦେଇଛି। ଏପ୍ରିଲ ମାସରେ କମ୍ପାନୀ ପାଖକୁ ୮୪୪ ଅଭିଯୋଗ ଆସିଥିଲା।

ସେଥିମଧ୍ୟରୁ ୧୨୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାର୍ଚ୍ଚ ମାସରେ ମଧ୍ୟ ଏଭଳି ୧୮ ଲକ୍ଷ ଆକାଉଣ୍ଟ ନିଷିଦ୍ଧ କରିଥିଲା କମ୍ପାନୀ। ସେତେବେଳେ କମ୍ପାନୀକୁ ୫୯୭ ଅଭିଯୋଗ ମିଳିଥିଲେ ବି  ୭୪ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଠାରେ ସୂଚନା ଥାଉକି ସୋସିଆଲ୍ ମିଡିଆରେ ହେଉଥିବା ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇଟି ନିୟମ ୨୦୨୧ ଆଣିଥିଲେ। ଏହି ଆଇନ ଅନୁସାରେ ଯେଉଁ ସୋସିଆଲ୍ ମିଡିଆ କମ୍ପାନୀର ଭାରତରେ ୫ ନିୟୁତରୁ ଅଧିକ ୟୁଜର ରହିଥÒବେ ସେମାନଙ୍କୁ ଏକ ମାସିକ ଭିତ୍ତିରେ ଅଭିଯୋଗର ରିପୋର୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp