ଟ୍ରେନ୍‌ରେ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଜିନିଷ ନେଲେ ଜୋରିମାନା

The Sakala Picture
Published On

ନୂଆଦସିଲ୍ଲୀ : ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଖବର। ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ସଙ୍ଗରେ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଜିନିଷ ନେବା ଉପରେ ରେଳ ବିଭାଗ ରୋକ୍‌ ଲଗାଇଛି। ରେଳବାଇ ଯାତ୍ରୀ ମାନଙ୍କୁ ଏଥିପାଇଁ ଆଗୁଆ ସତର୍କ କରାଇଛି। ବିଭାଗ ତରଫରୁ କୁହାଯାଇଛି ଯେ ଅଧିକ ଜିନିଷ ନେବାକୁ ହେଲେ ପାର୍ସଲ କାର୍ଯ୍ୟାଳୟରେ ଲଗେଜ୍‌ ବୁକ କରିବାକୁ ହେବ। ଯାତ୍ରା ସମୟରେ ସଙ୍ଗରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଜିନିଷ ନେଲେ […]

ନୂଆଦସିଲ୍ଲୀ : ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଖବର। ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ସଙ୍ଗରେ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଜିନିଷ ନେବା ଉପରେ ରେଳ ବିଭାଗ ରୋକ୍‌ ଲଗାଇଛି। ରେଳବାଇ ଯାତ୍ରୀ ମାନଙ୍କୁ ଏଥିପାଇଁ ଆଗୁଆ ସତର୍କ କରାଇଛି। ବିଭାଗ ତରଫରୁ କୁହାଯାଇଛି ଯେ ଅଧିକ ଜିନିଷ ନେବାକୁ ହେଲେ ପାର୍ସଲ କାର୍ଯ୍ୟାଳୟରେ ଲଗେଜ୍‌ ବୁକ କରିବାକୁ ହେବ। ଯାତ୍ରା ସମୟରେ ସଙ୍ଗରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଜିନିଷ ନେଲେ ଯାତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଙ୍କଟ: ଦାମ୍ ବଢ଼ାଇଲେ ମୋବାଇଲ୍ କମ୍ପାନୀ, ମହଙ୍ଗା ହେବ ସ୍ମାର୍ଟଫୋନ୍

ରେଳବାଇ ତା’ର ଅଫିସିଆଲ ୱେବସାଇଟରେ ଏକ ପୋଷ୍ଟ କରିଛି। ଏଥÒରେ ଅଧିକ ଜିନିଷ ନେବାକୁ ଯାତ୍ରୀଙ୍କୁ ମନା କରାଯାଇଛି। ବିଭାଗର କହିବାନୁଯାୟୀ ଯାତ୍ରୀ ଟ୍ରେନ ଯାତ୍ରା ସମୟରେ ୪୦ ରୁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ ସଙ୍ଗରେ ନେଇପାରିବେ। ଯଦି ଏହାଠାରୁ ଅଧିକ ଜିନିଷ ରହିଥାଏ ତେବେ ଏଥିପାଇଁ ତାଙ୍କୁ ଅତିରିକ୍ତ ଭଡ଼ା ଦେବାକୁ ହେବ।

ଆହୁରି ପଢ଼ନ୍ତୁ: ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଆନ୍ଦୋଳନ ଡ଼ାକରା: ୫ ଦିନ ବନ୍ଦ ରହିପାରେ ବ୍ୟାଙ୍କ ସେବା

01 Jun 2022 By The Sakala

ଟ୍ରେନ୍‌ରେ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଜିନିଷ ନେଲେ ଜୋରିମାନା

ନୂଆଦସିଲ୍ଲୀ : ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଖବର। ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ସଙ୍ଗରେ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଜିନିଷ ନେବା ଉପରେ ରେଳ ବିଭାଗ ରୋକ୍‌ ଲଗାଇଛି। ରେଳବାଇ ଯାତ୍ରୀ ମାନଙ୍କୁ ଏଥିପାଇଁ ଆଗୁଆ ସତର୍କ କରାଇଛି। ବିଭାଗ ତରଫରୁ କୁହାଯାଇଛି ଯେ ଅଧିକ ଜିନିଷ ନେବାକୁ ହେଲେ ପାର୍ସଲ କାର୍ଯ୍ୟାଳୟରେ ଲଗେଜ୍‌ ବୁକ କରିବାକୁ ହେବ। ଯାତ୍ରା ସମୟରେ ସଙ୍ଗରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଜିନିଷ ନେଲେ ଯାତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ରେଳବାଇ ତା’ର ଅଫିସିଆଲ ୱେବସାଇଟରେ ଏକ ପୋଷ୍ଟ କରିଛି। ଏଥÒରେ ଅଧିକ ଜିନିଷ ନେବାକୁ ଯାତ୍ରୀଙ୍କୁ ମନା କରାଯାଇଛି। ବିଭାଗର କହିବାନୁଯାୟୀ ଯାତ୍ରୀ ଟ୍ରେନ ଯାତ୍ରା ସମୟରେ ୪୦ ରୁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ ସଙ୍ଗରେ ନେଇପାରିବେ। ଯଦି ଏହାଠାରୁ ଅଧିକ ଜିନିଷ ରହିଥାଏ ତେବେ ଏଥିପାଇଁ ତାଙ୍କୁ ଅତିରିକ୍ତ ଭଡ଼ା ଦେବାକୁ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp