ଭାରତୀୟ ବଜାରରେ ଏଣ୍ଟ୍ରି କରିବ ‘ଟେସଲା’, ଭାରତରେ ବର୍ଷକୁ ୫ ଲକ୍ଷ କାର୍ ନିର୍ମାଣ କରିବାକୁ ଯୋଜନା

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଏଣ୍ଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ‘ଟେସଲା’ । ଏନେଇ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ ଟେସଲା କମ୍ପାନୀ ଆଲୋଚନା କରିଥିବା ଜଣାପଡ଼ିଛି । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବାକୁ ଟେସଲା ଲକ୍ଷ୍ୟ ରଖିଛି । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପେସିଫିକ ରିଜିଅନରେ ଟେସଲାର ଏକ୍ସପୋର୍ଟ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା କରଛି ବୋଲି ଜଣାପଡ଼ିଛି […]

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଏଣ୍ଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ‘ଟେସଲା’ । ଏନେଇ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ ଟେସଲା କମ୍ପାନୀ ଆଲୋଚନା କରିଥିବା ଜଣାପଡ଼ିଛି । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବାକୁ ଟେସଲା ଲକ୍ଷ୍ୟ ରଖିଛି । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପେସିଫିକ ରିଜିଅନରେ ଟେସଲାର ଏକ୍ସପୋର୍ଟ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା କରଛି ବୋଲି ଜଣାପଡ଼ିଛି । ଭାରତରେ ଉତ୍ପାଦନ ଓ ବିକ୍ରି ସହ ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ କରିବାକୁ ଯୋଜନା କରିଛି କମ୍ପାନୀ ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାଗସ୍ତ କରିଥିଲେ । ଏହି ସମୟରେ ଟେସଲା ମାଲିକ ଏଲନ ମସ୍କଙ୍କ ସହ ଏହି ବାବଦରେ ଆଲୋଚନା କରିଥିଲେ । ଏହି ଆଲୋଚନା ଯଦି ସଫଳ ହୁଏ, ତେବେ ଭାରତରେ କ୍ରମଶଃ ବୃଦ୍ଧି ପାଉଥିବା ଇଲେକ୍ଟ୍ରିକ୍‌ ଯାନ ବଜାରରେ ଉଲ୍ଲେଖନୀୟ ବିକାଶ ଘଟିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

13 Jul 2023 By The Sakala

ଭାରତୀୟ ବଜାରରେ ଏଣ୍ଟ୍ରି କରିବ ‘ଟେସଲା’, ଭାରତରେ ବର୍ଷକୁ ୫ ଲକ୍ଷ କାର୍ ନିର୍ମାଣ କରିବାକୁ ଯୋଜନା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଏଣ୍ଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ‘ଟେସଲା’ । ଏନେଇ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ ଟେସଲା କମ୍ପାନୀ ଆଲୋଚନା କରିଥିବା ଜଣାପଡ଼ିଛି । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବାକୁ ଟେସଲା ଲକ୍ଷ୍ୟ ରଖିଛି । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପେସିଫିକ ରିଜିଅନରେ ଟେସଲାର ଏକ୍ସପୋର୍ଟ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା କରଛି ବୋଲି ଜଣାପଡ଼ିଛି । ଭାରତରେ ଉତ୍ପାଦନ ଓ ବିକ୍ରି ସହ ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ କରିବାକୁ ଯୋଜନା କରିଛି କମ୍ପାନୀ ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାଗସ୍ତ କରିଥିଲେ । ଏହି ସମୟରେ ଟେସଲା ମାଲିକ ଏଲନ ମସ୍କଙ୍କ ସହ ଏହି ବାବଦରେ ଆଲୋଚନା କରିଥିଲେ । ଏହି ଆଲୋଚନା ଯଦି ସଫଳ ହୁଏ, ତେବେ ଭାରତରେ କ୍ରମଶଃ ବୃଦ୍ଧି ପାଉଥିବା ଇଲେକ୍ଟ୍ରିକ୍‌ ଯାନ ବଜାରରେ ଉଲ୍ଲେଖନୀୟ ବିକାଶ ଘଟିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp