ଆୟକର ବିଭାଗର ମାର୍ଗଦର୍ଶିକା ଜାରି: କ୍ରିପ୍ଟୋ କାରବାର ଉପରେ ଲାଗିବ ୧% ଟିଡିଏସ୍‌

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ଭର୍ଚୁଆଲ୍‌ ଡିଜିଟାଲ ସମ୍ପତ୍ତି ବା କ୍ରିପ୍ଟୋକରେନ୍ସି କାରବାର ଉପରେ ନିବେଶକମାନଙ୍କୁ ପ୍ରତ୍ୟେକ କାରବାରରେ ଉତ୍ସରୁ ଟିକସ ବାଦ୍‌ ବା ଟିଡିଏସ୍‌ ଦେବାକୁ ପଡିବ। ଏହି ନୂଆ ନିୟମ ଆସନ୍ତା ଜୁଲାଇଠାରୁ ଲାଗୁ କରାଯିବ। ବର୍ତ୍ତମାନ ଜୁଲାଇ ପହିଲାରୁ ୧ ପ୍ରତିଶତ ଟିଡିଏସ୍‌କୁ କ୍ରିପ୍ଟୋ କାରବାର ଉପରେ ମଧ୍ୟ ଦେବାକୁ ପଡିବ। ଏହାଦ୍ବାରା ସରକାର କ୍ରିପ୍ଟୋକରେନ୍ସିରେ କାରବାର କରୁଥିବା ଲୋକଙ୍କର ପ୍ରକୃତ ସ୍ଥାନ ସନ୍ଧାନ କରିପାରିବେ। ଯେଉଁ ନିବେଶକମାନେ ଲାଭ ପାଇଁ କ୍ରିପ୍ଟୋକରେନ୍ସି ବିକ୍ରି କରନ୍ତି […]

ନୂଆଦିଲ୍ଲୀ: ଏଣିକି ଭର୍ଚୁଆଲ୍‌ ଡିଜିଟାଲ ସମ୍ପତ୍ତି ବା କ୍ରିପ୍ଟୋକରେନ୍ସି କାରବାର ଉପରେ ନିବେଶକମାନଙ୍କୁ ପ୍ରତ୍ୟେକ କାରବାରରେ ଉତ୍ସରୁ ଟିକସ ବାଦ୍‌ ବା ଟିଡିଏସ୍‌ ଦେବାକୁ ପଡିବ। ଏହି ନୂଆ ନିୟମ ଆସନ୍ତା ଜୁଲାଇଠାରୁ ଲାଗୁ କରାଯିବ। ବର୍ତ୍ତମାନ ଜୁଲାଇ ପହିଲାରୁ ୧ ପ୍ରତିଶତ ଟିଡିଏସ୍‌କୁ କ୍ରିପ୍ଟୋ କାରବାର ଉପରେ ମଧ୍ୟ ଦେବାକୁ ପଡିବ। ଏହାଦ୍ବାରା ସରକାର କ୍ରିପ୍ଟୋକରେନ୍ସିରେ କାରବାର କରୁଥିବା ଲୋକଙ୍କର ପ୍ରକୃତ ସ୍ଥାନ ସନ୍ଧାନ କରିପାରିବେ। ଯେଉଁ ନିବେଶକମାନେ ଲାଭ ପାଇଁ କ୍ରିପ୍ଟୋକରେନ୍ସି ବିକ୍ରି କରନ୍ତି ନାହିଁ ସେମାନଙ୍କୁ ମଧ୍ୟ ଏହି ନିୟମାନୁଯାୟୀ ଟିକସ ଦେବାକୁ ପଡିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯିବା ପରଠାରୁ କ୍ରିପ୍ଟୋକ୍ୟୁରେନ୍ସିରେ ବିନିଯୋଗ ପାଇଁ ଉତ୍ସାହ କମିଯାଇଛି। କ୍ରିପ୍ଟୋକରେନ୍ସି ଉପରେ ଏକ ପ୍ରତିଶତ ଟିଡିଏସ୍‌ ଆଦାୟ କରିବାର ବ୍ୟବସ୍ଥା ଜୁଲାଇ ମାସ ପ୍ରାରମ୍ଭରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

25 Jun 2022 By The Sakala

ଆୟକର ବିଭାଗର ମାର୍ଗଦର୍ଶିକା ଜାରି: କ୍ରିପ୍ଟୋ କାରବାର ଉପରେ ଲାଗିବ ୧% ଟିଡିଏସ୍‌

ନୂଆଦିଲ୍ଲୀ: ଏଣିକି ଭର୍ଚୁଆଲ୍‌ ଡିଜିଟାଲ ସମ୍ପତ୍ତି ବା କ୍ରିପ୍ଟୋକରେନ୍ସି କାରବାର ଉପରେ ନିବେଶକମାନଙ୍କୁ ପ୍ରତ୍ୟେକ କାରବାରରେ ଉତ୍ସରୁ ଟିକସ ବାଦ୍‌ ବା ଟିଡିଏସ୍‌ ଦେବାକୁ ପଡିବ। ଏହି ନୂଆ ନିୟମ ଆସନ୍ତା ଜୁଲାଇଠାରୁ ଲାଗୁ କରାଯିବ। ବର୍ତ୍ତମାନ ଜୁଲାଇ ପହିଲାରୁ ୧ ପ୍ରତିଶତ ଟିଡିଏସ୍‌କୁ କ୍ରିପ୍ଟୋ କାରବାର ଉପରେ ମଧ୍ୟ ଦେବାକୁ ପଡିବ। ଏହାଦ୍ବାରା ସରକାର କ୍ରିପ୍ଟୋକରେନ୍ସିରେ କାରବାର କରୁଥିବା ଲୋକଙ୍କର ପ୍ରକୃତ ସ୍ଥାନ ସନ୍ଧାନ କରିପାରିବେ। ଯେଉଁ ନିବେଶକମାନେ ଲାଭ ପାଇଁ କ୍ରିପ୍ଟୋକରେନ୍ସି ବିକ୍ରି କରନ୍ତି ନାହିଁ ସେମାନଙ୍କୁ ମଧ୍ୟ ଏହି ନିୟମାନୁଯାୟୀ ଟିକସ ଦେବାକୁ ପଡିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯିବା ପରଠାରୁ କ୍ରିପ୍ଟୋକ୍ୟୁରେନ୍ସିରେ ବିନିଯୋଗ ପାଇଁ ଉତ୍ସାହ କମିଯାଇଛି। କ୍ରିପ୍ଟୋକରେନ୍ସି ଉପରେ ଏକ ପ୍ରତିଶତ ଟିଡିଏସ୍‌ ଆଦାୟ କରିବାର ବ୍ୟବସ୍ଥା ଜୁଲାଇ ମାସ ପ୍ରାରମ୍ଭରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp