ପୁଣି ସୁଧ ବୃଦ୍ଧି କରିପାରେ ରିଜର୍ଭ ବ୍ୟାଙ୍କ

The Sakala Picture
Published On

ଦେଶର ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନେଇ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିପାରନ୍ତି ବୋଲି ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି। ଜୁନ ଏବଂ ଅଗଷ୍ଟ ମାସରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବେଳେ ଏହା କରାଯିବାର ଯଥେଷ୍ଟ ସମ୍ଭାବନ ରହିଛି ବୋଲି କୁହାଯାଇଛି। ଜୁନରେ ଅତିକମ୍‌ରେ ୭୫ ବେସିସ ପଏଣ୍ଟ ବୃଦ୍ଧି କରାଯିବ। ଏହାଦ୍ବାରା ରେପୋ ହାର ୫.୧୫ ରୁ ୫.୨୫ ପ୍ରତିଶତ ରହିବ ବୋଲି ଏସବିଆଇ ରିସର୍ଚ୍ଚ […]

ଦେଶର ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନେଇ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିପାରନ୍ତି ବୋଲି ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି। ଜୁନ ଏବଂ ଅଗଷ୍ଟ ମାସରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବେଳେ ଏହା କରାଯିବାର ଯଥେଷ୍ଟ ସମ୍ଭାବନ ରହିଛି ବୋଲି କୁହାଯାଇଛି। ଜୁନରେ ଅତିକମ୍‌ରେ ୭୫ ବେସିସ ପଏଣ୍ଟ ବୃଦ୍ଧି କରାଯିବ। ଏହାଦ୍ବାରା ରେପୋ ହାର ୫.୧୫ ରୁ ୫.୨୫ ପ୍ରତିଶତ ରହିବ ବୋଲି ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର