ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ, ଡିଜେଲ ବିକ୍ରିରେ ୧୦ ରୁ ୧୫% ହ୍ରାସ
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ ବିକ୍ରି ହ୍ରାସ ପାଇଛି। ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ ବିକ୍ରିରେ ଅନ୍ୟୂନ ୧୦% ହ୍ରାସ ଘଟିଥିଲା ବେଳେ ଡିଜେଲ ବିକ୍ରି ୧୫.୬% ହ୍ରାସ ପାଇଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ସମୀକ୍ଷାରୁ ଜଣାପଡ଼ିଛି। ସେହିପରି ଏହି ସମୟରେ ଏଲପିଜି ଚାହିଦାରେ ମଧ୍ୟ ୨% ହ୍ରାସ ଘଟିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୨ ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ […]
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ ବିକ୍ରି ହ୍ରାସ ପାଇଛି। ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ ବିକ୍ରିରେ ଅନ୍ୟୂନ ୧୦% ହ୍ରାସ ଘଟିଥିଲା ବେଳେ ଡିଜେଲ ବିକ୍ରି ୧୫.୬% ହ୍ରାସ ପାଇଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ସମୀକ୍ଷାରୁ ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ
ସେହିପରି ଏହି ସମୟରେ ଏଲପିଜି ଚାହିଦାରେ ମଧ୍ୟ ୨% ହ୍ରାସ ଘଟିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୨ ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା ବେଳେ ମାର୍ଚ୍ଚ ୨୨ରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ଘଟିଥିଲା।






