ଆଉ ୩ ମାସ ବଢିଲା ଆଧାର ଅପଡେଟ୍ ସମୟସୀମା

The Sakala Picture
Published On

ନୂଆଦିଲ୍ଲୀ : ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ବିନା ଶୁଳ୍କରେ ଆଧାର ଅପଡେଟ କରିବା ସମୟସୀମାକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଏହି ସମୟସୀମା ଥିଲା ସେପ୍ଟେମ୍ବର ୧୪ ତାରିଖ । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଡିସେମ୍ବର ୧୪ ସୁଦ୍ଧା ‘ମାଇ ଆଧାର ପୋର୍ଟାଲ’ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିହେବ । ଯେଉଁମାନଙ୍କ ଆଧାରକାର୍ଡ଼ ୧୦ ବର୍ଷ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି […]

ନୂଆଦିଲ୍ଲୀ : ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ବିନା ଶୁଳ୍କରେ ଆଧାର ଅପଡେଟ କରିବା ସମୟସୀମାକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଏହି ସମୟସୀମା ଥିଲା ସେପ୍ଟେମ୍ବର ୧୪ ତାରିଖ । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଡିସେମ୍ବର ୧୪ ସୁଦ୍ଧା ‘ମାଇ ଆଧାର ପୋର୍ଟାଲ’ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିହେବ । ଯେଉଁମାନଙ୍କ ଆଧାରକାର୍ଡ଼ ୧୦ ବର୍ଷ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ କରିନାହାନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ଜାରି କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ବିଶ୍ବବ୍ୟାଙ୍କ ଋଣୀ ଦେଶ ସୂଚୀ ଶୀର୍ଷରେ ଭାରତ: ଦେଶ ଉପରେ ୩.୬୩ଲକ୍ଷ କୋଟି ଋଣ ବୋଝ

ୟୁଆଇଡିଏଆଇ ୱେବ୍‌ସାଇଟ୍‌ ରିପୋର୍ଟ ଅନୁସାରେ, ଡେମୋଗ୍ରାଫିକ୍‌ ତଥ୍ୟର ସଠିକ୍‌ ସୂଚନା ପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ସୂଚନା ଦିଆଯାଇଥିଲା। ଏହାକୁ ଅପଡେଟ୍‌ କରିବା ପାଇଁ ପରିଚୟ ଏବଂ ଠିକଣା ପ୍ରମାଣ ଅପଲୋଡ କରିବାକୁ କୁହାଯାଇଥିଲା । ଏସବୁ ତଥ୍ୟକୁ ୟୁଆଇଡିଏଆଇ ୱେବ୍‌ସାଇଟ୍‌ରେ ମାଗଣାରେ ଅପଡେଟ କରିପାରିବେ। ଏହି ଅପଡେଟ୍‌ ନିଜେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ।

08 Sep 2023 By The Sakala

ଆଉ ୩ ମାସ ବଢିଲା ଆଧାର ଅପଡେଟ୍ ସମୟସୀମା

ନୂଆଦିଲ୍ଲୀ : ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ବିନା ଶୁଳ୍କରେ ଆଧାର ଅପଡେଟ କରିବା ସମୟସୀମାକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଏହି ସମୟସୀମା ଥିଲା ସେପ୍ଟେମ୍ବର ୧୪ ତାରିଖ । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଡିସେମ୍ବର ୧୪ ସୁଦ୍ଧା ‘ମାଇ ଆଧାର ପୋର୍ଟାଲ’ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିହେବ । ଯେଉଁମାନଙ୍କ ଆଧାରକାର୍ଡ଼ ୧୦ ବର୍ଷ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ କରିନାହାନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ଜାରି କରାଯାଇଥିଲା ।

ୟୁଆଇଡିଏଆଇ ୱେବ୍‌ସାଇଟ୍‌ ରିପୋର୍ଟ ଅନୁସାରେ, ଡେମୋଗ୍ରାଫିକ୍‌ ତଥ୍ୟର ସଠିକ୍‌ ସୂଚନା ପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ସୂଚନା ଦିଆଯାଇଥିଲା। ଏହାକୁ ଅପଡେଟ୍‌ କରିବା ପାଇଁ ପରିଚୟ ଏବଂ ଠିକଣା ପ୍ରମାଣ ଅପଲୋଡ କରିବାକୁ କୁହାଯାଇଥିଲା । ଏସବୁ ତଥ୍ୟକୁ ୟୁଆଇଡିଏଆଇ ୱେବ୍‌ସାଇଟ୍‌ରେ ମାଗଣାରେ ଅପଡେଟ କରିପାରିବେ। ଏହି ଅପଡେଟ୍‌ ନିଜେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp