ଥାଳି ଧରି ଭିକ ମାଗିଲା ପାକିସ୍ତାନ, ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ଋଣ ପାଇଁ କଲା ଗୁହାରି…

The Sakala Picture
Published On

ନୂଆଦିଲ୍ଲୀ : ଦେଶ ଚଳାଇବା ପାଇଁ ଅର୍ଥ ନାହିଁ ହେଲେ ଯୁଦ୍ଧ ପାଇଁ ହାଇଁ ପାଇଁ ହେଉଥିବା ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନରେ ଘନ ଘନ ମିଜାଇଲ ଓ ଡ୍ରୋନ୍‌ ମାଡ କରି ଭାରତ ନିଜର ଦମ୍‌ ଦେଖାଇବା ସହ ବାରମ୍ବାର କାପୁରୁଷ ଭାବେ ଘୃଣ୍ୟ କାମ କରୁଥିବା ପାକିସ୍ତାନକୁ ପାନେ ଦେଇଛି। ଏପରି ଅବସ୍ଥା ହୋଇଛି ଯେ ଯୁଦ୍ଧ ଆରମ୍ଭ ନହେବା ଆଗରୁ ପାକିସ୍ତାନ ଆଣ୍ଠେଇପଡିଛି। ଭାରତ ଏବଂ ପାକିସ୍ତାନ […]

ନୂଆଦିଲ୍ଲୀ : ଦେଶ ଚଳାଇବା ପାଇଁ ଅର୍ଥ ନାହିଁ ହେଲେ ଯୁଦ୍ଧ ପାଇଁ ହାଇଁ ପାଇଁ ହେଉଥିବା ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନରେ ଘନ ଘନ ମିଜାଇଲ ଓ ଡ୍ରୋନ୍‌ ମାଡ କରି ଭାରତ ନିଜର ଦମ୍‌ ଦେଖାଇବା ସହ ବାରମ୍ବାର କାପୁରୁଷ ଭାବେ ଘୃଣ୍ୟ କାମ କରୁଥିବା ପାକିସ୍ତାନକୁ ପାନେ ଦେଇଛି। ଏପରି ଅବସ୍ଥା ହୋଇଛି ଯେ ଯୁଦ୍ଧ ଆରମ୍ଭ ନହେବା ଆଗରୁ ପାକିସ୍ତାନ ଆଣ୍ଠେଇପଡିଛି।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

ଆହୁରି ପଢ଼ନ୍ତୁ: E20 ପେଟ୍ରୋଲକୁ ନେଇ ଆପ୍‌ର ବଡ଼ ଆନ୍ଦୋଳନ ପ୍ରସ୍ତୁତି: ପିଏମ୍‌ ଆବାସ ଘେରାଉ କରିବେ ଅରବିନ୍ଦ କେଜ୍ରିୱାଲ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ ପାକିସ୍ତାନ ସରକାର ଋଣ ପାଇଁ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅପିଲ୍ କରିଛନ୍ତି। ଅର୍ଥନୈତିକ ବ୍ୟାପାର ବିଭାଗ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ @eadgop ରେ ଏକ ପୋଷ୍ଟରେ କହିଛି, “ଶତ୍ରୁ ହାତରୁ ଭାରୀ କ୍ଷତି ସହିବା ପରେ, ପାକିସ୍ତାନ ସରକାର ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ଆବେଦନ କରୁଛି। ବଢ଼ୁଥିବା ଯୁଦ୍ଧ ଏବଂ ଷ୍ଟକ୍ ବଜାରର ହ୍ରାସ ମଧ୍ୟରେ, ଆମେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ ପାଇଁ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଆହ୍ୱାନ କରୁଛୁ। ରାଷ୍ଟ୍ରକୁ ଦୃଢ଼ ରହିବାକୁ ଅନୁରୋଧ କରାଯାଉଛି।”

ଆହୁରି ପଢ଼ନ୍ତୁ: ଗାଜାରେ ହମାସର ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ପାଇଁ 'ବୋର୍ଡ ଅଫ୍ ପିସ୍'ର ଐତିହାସିକ ଚୁକ୍ତି: ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

09 May 2025 By The Sakala

ଥାଳି ଧରି ଭିକ ମାଗିଲା ପାକିସ୍ତାନ, ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ଋଣ ପାଇଁ କଲା ଗୁହାରି…

ନୂଆଦିଲ୍ଲୀ : ଦେଶ ଚଳାଇବା ପାଇଁ ଅର୍ଥ ନାହିଁ ହେଲେ ଯୁଦ୍ଧ ପାଇଁ ହାଇଁ ପାଇଁ ହେଉଥିବା ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନରେ ଘନ ଘନ ମିଜାଇଲ ଓ ଡ୍ରୋନ୍‌ ମାଡ କରି ଭାରତ ନିଜର ଦମ୍‌ ଦେଖାଇବା ସହ ବାରମ୍ବାର କାପୁରୁଷ ଭାବେ ଘୃଣ୍ୟ କାମ କରୁଥିବା ପାକିସ୍ତାନକୁ ପାନେ ଦେଇଛି। ଏପରି ଅବସ୍ଥା ହୋଇଛି ଯେ ଯୁଦ୍ଧ ଆରମ୍ଭ ନହେବା ଆଗରୁ ପାକିସ୍ତାନ ଆଣ୍ଠେଇପଡିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ ପାକିସ୍ତାନ ସରକାର ଋଣ ପାଇଁ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅପିଲ୍ କରିଛନ୍ତି। ଅର୍ଥନୈତିକ ବ୍ୟାପାର ବିଭାଗ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ @eadgop ରେ ଏକ ପୋଷ୍ଟରେ କହିଛି, “ଶତ୍ରୁ ହାତରୁ ଭାରୀ କ୍ଷତି ସହିବା ପରେ, ପାକିସ୍ତାନ ସରକାର ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ଆବେଦନ କରୁଛି। ବଢ଼ୁଥିବା ଯୁଦ୍ଧ ଏବଂ ଷ୍ଟକ୍ ବଜାରର ହ୍ରାସ ମଧ୍ୟରେ, ଆମେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ ପାଇଁ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଆହ୍ୱାନ କରୁଛୁ। ରାଷ୍ଟ୍ରକୁ ଦୃଢ଼ ରହିବାକୁ ଅନୁରୋଧ କରାଯାଉଛି।”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର