ତାମିଲନାଡୁ ବିଧାନସଭା ନିର୍ବାଚନ: ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି….

The Sakala Picture
Published On

ଚେନ୍ନାଇ: ଆସନ୍ତା ୨୦୨୬ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଏକ ବଡ଼ ଘୋଷଣା କରିଛି ବିଜେପି । ରାଜ୍ୟରେ ଏଆଇଏଡିଏମକେ ସହ ମେଣ୍ଟ ଘୋଷଣା କରିଛି ବିଜେପି। ତାମିଲନାଡୁ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଏହି ମେଣ୍ଟ ସଂପର୍କରେ ଘୋଷଣା କରିଛନ୍ତି । ଏହି ଘୋଷଣା ସମୟରେ ଏଆଇଏଡିଏମକେ ନେତା ଇ. ପଲାନିସ୍ୱାମୀ ଏବଂ ପୂର୍ବତନ ବିଜେପି ରାଜ୍ୟ ସଭାପତି କେ. ଆନ୍ନାମଲାଇ ପ୍ରମୁଖ ଉପସ୍ଥିତ ଥିଲେ। ଅମିତ ଶାହ […]

ଚେନ୍ନାଇ: ଆସନ୍ତା ୨୦୨୬ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଏକ ବଡ଼ ଘୋଷଣା କରିଛି ବିଜେପି । ରାଜ୍ୟରେ ଏଆଇଏଡିଏମକେ ସହ ମେଣ୍ଟ ଘୋଷଣା କରିଛି ବିଜେପି। ତାମିଲନାଡୁ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଏହି ମେଣ୍ଟ ସଂପର୍କରେ ଘୋଷଣା କରିଛନ୍ତି । ଏହି ଘୋଷଣା ସମୟରେ ଏଆଇଏଡିଏମକେ ନେତା ଇ. ପଲାନିସ୍ୱାମୀ ଏବଂ ପୂର୍ବତନ ବିଜେପି ରାଜ୍ୟ ସଭାପତି କେ. ଆନ୍ନାମଲାଇ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଅମିତ ଶାହ ଘୋଷଣା କରିଛନ୍ତି ଯେ ,ଜାତୀୟ ସ୍ତରରେ ବିଜେପି ଏବଂ ଏଆଇଏଡିଏମକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ। ସେହିପରି ତାମିଲନାଡୁରେ, ନିର୍ବାଚନ ଏଆଇଏଡିଏମକେ ନେତାଙ୍କ ନେତୃତ୍ୱରେ ଲଢ଼ାଯିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବହୁ ବର୍ଷ ଧରି ଜାତୀୟ ରାଜନୀତିରେ ଏକାଠି କାମ କରିଛନ୍ତି। ଅମିତ ଶାହ ଘୋଷଣା କରିଛନ୍ତି ଯେ ଜାତୀୟ ସ୍ତରରେ ବିଜେପି ଏବଂ ଏଆଇଏଡିଏମକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ। ସେହିପରି ତାମିଲନାଡୁରେ, ନିର୍ବାଚନ ଏଆଇଏଡିଏମକେ ନେତାଙ୍କ ନେତୃତ୍ୱରେ ଲଢ଼ାଯିବ।

ଆହୁରି ପଢ଼ନ୍ତୁ: ଲାଦାଖ ପ୍ରସଙ୍ଗରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ସୋନମ ୱାଙ୍ଗଚୁକ୍: ସେପ୍ଟେମ୍ବର ୧୯ରୁ ୨୪ ପର୍ଯ୍ୟନ୍ତ ବିକ୍ଷୋଭ ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର