ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ , ଶାହରୁଖ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା…

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ୭୧ତମ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଶାହରୁଖ ଖାନଙ୍କୁ ଫିଲ୍ମ ‘ଜବାନ୍‌’ ଓ ବିକ୍ରାନ୍ତ ମେସିଙ୍କୁ ‘12th ଫେଲ୍‌’ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଘୋଷଣା କରାଯାଇଛି। ଫିଲ୍ମ ‘ମିସେଜ୍‌ ଚଟର୍ଜୀ ଭର୍ସେସ୍‌ ନରୱେ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ‘କଠାଲ’ ଫିଲ୍ମକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ସେହିପରି, ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ […]

ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ୭୧ତମ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଶାହରୁଖ ଖାନଙ୍କୁ ଫିଲ୍ମ ‘ଜବାନ୍‌’ ଓ ବିକ୍ରାନ୍ତ ମେସିଙ୍କୁ ‘12th ଫେଲ୍‌’ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଘୋଷଣା କରାଯାଇଛି। ଫିଲ୍ମ ‘ମିସେଜ୍‌ ଚଟର୍ଜୀ ଭର୍ସେସ୍‌ ନରୱେ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ‘କଠାଲ’ ଫିଲ୍ମକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଆହୁରି ପଢ଼ନ୍ତୁ: ଶିବସେନାକୁ ରୋକିବାକୁ ଅମ୍ବରନାଥ ପୌରପାଳିକାରେ ଏକାଠି ହେଲେ ବିଜେପି ଓ କଂଗ୍ରେସ !

ସେହିପରି, ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ସବ୍ୟସାଚୀ ମିଶ୍ର।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ IPL ପ୍ରସାରଣ ଉପରେ ବ୍ୟାନ୍‌ ଲଗାଇଲେ ୟୁନୁସ୍ ସରକାର, ମୁସ୍ତାଫିଜୁରଙ୍କୁ KKR ବାଦ୍‌ ଦେବାରୁ ବଢିଲା ବିବାଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp