କଟକ ମହାନଦୀରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ନଦୀ ମଝିରେ ସୁସ୍ୱାଦୁ ଖାଦ୍ୟ ସହ ଡିମ୍‌ ଲାଇଟ୍‌ ଡିଜେ ସାଉଣ୍ଡର ମଜା ନେବେ ପର୍ଯ୍ୟଟକ

The Sakala Picture
Published On

କଟକ: ମହାନଦୀରେ ବିଦେଶୀ ଟ୍ରାଭେଲର ମଜା। ନଦୀ ମଝିରେ ଡିମ୍‌ ଲାଇଟ୍‌ ଡିଜେ ସାଙ୍ଗକୁ ଟେଷ୍ଟି ଖାଦ୍ୟର ଅନୁଭତି। ପୁରା ରୋମାଣ୍ଟିକ୍ ଡିନରର ମଜା ନେଇପାରିବେ ଏବେ ମହାନଦୀ ମଝିରେ। କଟକ ମହାନଦୀରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ଫ୍ଲୋଟିଂ ରେଷ୍ଟୁରାଣ୍ଟ। ଆଜି ଏହାକୁ ଉଦଘାଟନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଘରୋଇ ସଂସ୍ଥାର ସହଭାଗିତାରେ ରାଜ୍ୟରେ ପ୍ରଥମ ଥର ପାଇଁ ଓଟିଡିସି ଆରମ୍ଭ କରିଛି ଏହି ରେଷ୍ଟୁରାଣ୍ଟ। ଦୁର୍ଗା ପୂଜାରେ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ […]

କଟକ: ମହାନଦୀରେ ବିଦେଶୀ ଟ୍ରାଭେଲର ମଜା। ନଦୀ ମଝିରେ ଡିମ୍‌ ଲାଇଟ୍‌ ଡିଜେ ସାଙ୍ଗକୁ ଟେଷ୍ଟି ଖାଦ୍ୟର ଅନୁଭତି। ପୁରା ରୋମାଣ୍ଟିକ୍ ଡିନରର ମଜା ନେଇପାରିବେ ଏବେ ମହାନଦୀ ମଝିରେ। କଟକ ମହାନଦୀରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ଫ୍ଲୋଟିଂ ରେଷ୍ଟୁରାଣ୍ଟ। ଆଜି ଏହାକୁ ଉଦଘାଟନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଘରୋଇ ସଂସ୍ଥାର ସହଭାଗିତାରେ ରାଜ୍ୟରେ ପ୍ରଥମ ଥର ପାଇଁ ଓଟିଡିସି ଆରମ୍ଭ କରିଛି ଏହି ରେଷ୍ଟୁରାଣ୍ଟ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

ଦୁର୍ଗା ପୂଜାରେ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନଦୀର ଗର୍ଭରେ ସୁସ୍ୱାଦୁ ଖାଦ୍ୟ ସହ ରଙ୍ଗୀନ ଲାଇଟ ସାଉଣ୍ଡର ମଜା ପାଇପାରିବେ ପର୍ଯ୍ୟଟକ। ଏକ ବୋଟରେ ୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାକୁ ଇରାନର ନୂଆ ପ୍ରସ୍ତାବ: ପାକିସ୍ତାନ ମାଧ୍ୟମରେ ଆମେରିକାକୁ ବାର୍ତ୍ତା

ବୋଟଟିକୁ ସମ୍ପୂର୍ଣ୍ଣ ନିଆରା ଡିଜାଇନ ଓ ଲୁକ ସହ ଇଣ୍ଟେରିଅର କାମ କରାଯାଉଛି। ବୋଟରେ ୮ଜଣ ବସିବା ସହ ମ୍ୟୁଜିକର ବ୍ୟବସ୍ଥା ହୋଇଛି।  ରେଷ୍ଟୁରାଣ୍ଟର ମଜା ଉଠାଇବାକୁ ହେଲେ  OTDC କିମ୍ବା ସହଭାଗୀ ସଂସ୍ଥା ୱାଟର ସ୍ପୋର୍ଟସ ସିମ୍ପଲ ଇଣ୍ଡିଆ ସାଇଟରେ ବୁକ କରିପାରିବେ ପର୍ଯ୍ୟଟକ ।

10 Oct 2021 By The Sakala

କଟକ ମହାନଦୀରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ନଦୀ ମଝିରେ ସୁସ୍ୱାଦୁ ଖାଦ୍ୟ ସହ ଡିମ୍‌ ଲାଇଟ୍‌ ଡିଜେ ସାଉଣ୍ଡର ମଜା ନେବେ ପର୍ଯ୍ୟଟକ

କଟକ: ମହାନଦୀରେ ବିଦେଶୀ ଟ୍ରାଭେଲର ମଜା। ନଦୀ ମଝିରେ ଡିମ୍‌ ଲାଇଟ୍‌ ଡିଜେ ସାଙ୍ଗକୁ ଟେଷ୍ଟି ଖାଦ୍ୟର ଅନୁଭତି। ପୁରା ରୋମାଣ୍ଟିକ୍ ଡିନରର ମଜା ନେଇପାରିବେ ଏବେ ମହାନଦୀ ମଝିରେ। କଟକ ମହାନଦୀରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ଫ୍ଲୋଟିଂ ରେଷ୍ଟୁରାଣ୍ଟ। ଆଜି ଏହାକୁ ଉଦଘାଟନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଘରୋଇ ସଂସ୍ଥାର ସହଭାଗିତାରେ ରାଜ୍ୟରେ ପ୍ରଥମ ଥର ପାଇଁ ଓଟିଡିସି ଆରମ୍ଭ କରିଛି ଏହି ରେଷ୍ଟୁରାଣ୍ଟ।

ଦୁର୍ଗା ପୂଜାରେ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନଦୀର ଗର୍ଭରେ ସୁସ୍ୱାଦୁ ଖାଦ୍ୟ ସହ ରଙ୍ଗୀନ ଲାଇଟ ସାଉଣ୍ଡର ମଜା ପାଇପାରିବେ ପର୍ଯ୍ୟଟକ। ଏକ ବୋଟରେ ୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ।

ବୋଟଟିକୁ ସମ୍ପୂର୍ଣ୍ଣ ନିଆରା ଡିଜାଇନ ଓ ଲୁକ ସହ ଇଣ୍ଟେରିଅର କାମ କରାଯାଉଛି। ବୋଟରେ ୮ଜଣ ବସିବା ସହ ମ୍ୟୁଜିକର ବ୍ୟବସ୍ଥା ହୋଇଛି।  ରେଷ୍ଟୁରାଣ୍ଟର ମଜା ଉଠାଇବାକୁ ହେଲେ  OTDC କିମ୍ବା ସହଭାଗୀ ସଂସ୍ଥା ୱାଟର ସ୍ପୋର୍ଟସ ସିମ୍ପଲ ଇଣ୍ଡିଆ ସାଇଟରେ ବୁକ କରିପାରିବେ ପର୍ଯ୍ୟଟକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର