ଋଣ ଯନ୍ତାରେ ଦେଶବାସୀ: ପରିବାର ପିଛା ହାରାହାରି ଋଣ ଷାଠିଏ ହଜାର ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିବା ବେଳେ ଦେଶବାସୀ ମଧ୍ୟ ଋଣ ଯନ୍ତାରେ ପଶିଯାଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ଦେଶର ବୈଦେଶିକ ଋଣ ପରିମାଣ୨୫, ୭୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୯୨, ୭୦୦ କୋଟି ପହଞ୍ଚିଛି। ଇଣ୍ଟରନେସନାଲ ଡେଭଲପମେଣ୍ଟ ଆସୋସିଏସନ (ଅଇଡିଏ), ଇଣ୍ଟରନେସନାଲ ବ୍ୟାଙ୍କ ଅଫ୍ ରିକନଷ୍ଟ୍ରକସନ ଟଙ୍କାରେ (ଅଇବିଆରଡି), ଏସୀୟ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି), ଇଣ୍ଟରନେସନାଲ ଫଣ୍ଡ ଫର୍ ଏଗ୍ରିକଲଚରାଲ୍ ଡେଭଲପମେଣ୍ଟ (ଆଇଏଫ୍ଏଡି), ନ୍ୟୁ ଡେଭଲପମେଣ୍ଟ ବ୍ୟକ୍ […]

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିବା ବେଳେ ଦେଶବାସୀ ମଧ୍ୟ ଋଣ ଯନ୍ତାରେ ପଶିଯାଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ଦେଶର ବୈଦେଶିକ ଋଣ ପରିମାଣ୨୫, ୭୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୯୨, ୭୦୦ କୋଟି ପହଞ୍ଚିଛି। ଇଣ୍ଟରନେସନାଲ ଡେଭଲପମେଣ୍ଟ ଆସୋସିଏସନ (ଅଇଡିଏ), ଇଣ୍ଟରନେସନାଲ ବ୍ୟାଙ୍କ ଅଫ୍ ରିକନଷ୍ଟ୍ରକସନ ଟଙ୍କାରେ (ଅଇବିଆରଡି), ଏସୀୟ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି), ଇଣ୍ଟରନେସନାଲ ଫଣ୍ଡ ଫର୍ ଏଗ୍ରିକଲଚରାଲ୍ ଡେଭଲପମେଣ୍ଟ (ଆଇଏଫ୍ଏଡି), ନ୍ୟୁ ଡେଭଲପମେଣ୍ଟ ବ୍ୟକ୍ (ଏନ୍‌ଡିବି)ରୁ ସରକାର କରଜ ପରିମାଣ ବଢ଼ିବଢ଼ି ଚାଲିଛି । କେବଳ ବୈଦେଶିକ ଋଣ ନୁହେଁ; ଆଭ୍ୟନ୍ତରୀଣ ରଣ ପରିମାଣ ମଧ୍ୟ କମ୍ ନୁହେଁ । ଗତ ବର୍ଷକ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଭ୍ୟନ୍ତରୀଣ ଗଣ ପରିମାଣ ପାଖାପାଖୁ ୨୦% ବଢ଼ିଛି। ବର୍ଷକ ତଳେ ଏହି ଋଣ ପରିମାଣ ୮୦.୨୦ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୯୫.୮୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଏସ୍ ଜୟଶଙ୍କରଙ୍କ ମାଷ୍ଟରଷ୍ଟ୍ରୋକ୍: ଇରାନ ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କରକୁ ମିଳିଲା ସୁରକ୍ଷିତ ମାର୍ଗ

ଏହି ଋଣକୁ ହିସାବ କଲେ ଦେଶର ପ୍ରତ୍ୟେକ ନାଗରିକମାନଙ୍କ ଉପରେ ଲକ୍ଷଲକ୍ଷ ଟଙ୍କା ଋଣବୋଝ ରହିଛି । ମାତ୍ର ସରକାରଙ୍କ ଏହି ଋଣ ବାଦ ଦେଶର ଅଧିକାଂଶ ପରିବାର ବ୍ୟକ୍ତିଗତ ବା ଘରୋଇ ଋଣ ଯନ୍ତାରେ ଛଟପଟ ହେଉଛନ୍ତି। ପ୍ରତ୍ୟେକ ପରିବାରର ବ୍ୟକ୍ତିଗତ ଋଣ ପରିମାଣ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଦେଶବାସୀଙ୍କୁ ଅଧିକ ଋଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଛି। ସାରା ଦେଶର ସହରାଞ୍ଚଳର ୨୨ ୧୦ ଏବଂ ଗ୍ରାମୀଣ କ୍ଷେତ୍ରର ୩୫ ୧୦ ପରିବାର ଋଣଗ୍ରସ୍ତ ହୋଇଛନ୍ତି। ଏମିତିକି ଗାଁରେ ରହୁଥିବା ପ୍ରତି ପରିବାର ଉପରେ ପାଖାପାଖି ୬୦,୦୦୦ ଟଙ୍କାର ଗଣ  ବୋଝ ରହିଥିବାବେଳେ ସହରାଞ୍ଚଳରେ ବାସ କରୁଥିବା ପ୍ରତି ପରିବାର ଉପରେ ଏହି ରଣ ପରିମାଣ ୧.୨ ଲକ୍ଷ ଟଙ୍କା ଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ( ଏନ୍ ଏସ୍ ଓ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ସର୍ଭେରୁ ଜଣାପଡିଛି ଯେ ଭାରତର ଗ୍ରାମାଞ୍ଚଳରେ ୬୬ % ନଗଦ ଜଣ ସଂସ୍ଥାଗତ ରଣ ଏଜେନିଗୁଡିକ ତାରା ଦିଆଯାଇଥିବା ବେଳେ ୩୪% ଏରଣ ଅଣ ଅନୁଷ୍ଠାନିକ ଋଣ ପ୍ରଦାନକାରୀ ଏଜେନ୍ସି ଦ୍ବାରା ପ୍ରଦାନ କରାଯାଇଛି। ସହରାଞ୍ଚଳର ଅଣ ଆନୁଷ୍ଠାନିକ ରଣଦାତାଙ୍କ ଦ୍ବାରା ୧୩% ନଗଦ ଋଣ ପ୍ରଦାନ କରାଯାଇଥିବାବେଳେ ୮୭% ରଣ ସଂସ୍ଥାଗତ ଋଣଦାତାଙ୍କ ଦ୍ବାରା ଦିଆଯାଇଛି। ଜାତୀୟ ନମୁନା ସର୍ଭେ (ଏନ୍‌ଏସ୍ଏସ୍)ର ୭୭ତମ ରାଉଣ୍ଡର ଏକ ଅଂଶ  ଭାବରେ ଜାନୁଆରୀ-ଡିସେମ୍ବର ୨୦୧୯ ମଧ୍ୟରେ ଏନ୍ ଏସ୍ଓର ସର୍ବଭାରତୀୟଋଣ ଏବଂ ବିନିଯୋଗ ସର୍ଭେ କରାଯାଇଥିଲା। ସର୍ଭେର ମୂଳ ଉଦ୍ଦେଶ୍ୟ ହେଉଛି ୨୦୧୮ ଜୁନ ୩୦ ସୁଦ୍ଧା ଭାରତୀୟ ପରିବାରର ସମ୍ପତ୍ତି ଏବଂ ଦେୟ ଉପରେ ପରିମାଣିକ ତଥ୍ୟ ସଂଗ୍ରହ କରିବା। ଦେଶର ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କଗୁଡିକରେ ୧୮ ବର୍ଷ ଏବଂ ଚତୁର୍ଦ୍ଧ୍ବ ଜନସଂଖ୍ୟାର ପ୍ରାୟ ୮୪.୪୦ (୮୮.୧% ପୁରୁଷ ଏବଂ ୮୦. ୭% ମହିଳା) ଓ ସହରାଞ୍ଚଳର ୮୫.୨% (୮୯.୦% ପୁରୁଷ ଏବଂ ୮୧.୩ ଓ ମହିଳା) ଙ୍କର ଜମା ରାଶି ରହିଛି। ବିଶେଷ କରି ଗ୍ରାମାଞ୍ଚଳରେ ଅନୁସୂଚୀତ ଜାତି ବର୍ଗର ଲୋକଙ୍କର ସମ୍ପତ୍ତି ପରିମାଣ ଅନ୍ୟ ବର୍ଗର ଲୋକଙ୍କଠାରୁ କମ୍ ରହିଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

12 Sep 2021 By The Sakala

ଋଣ ଯନ୍ତାରେ ଦେଶବାସୀ: ପରିବାର ପିଛା ହାରାହାରି ଋଣ ଷାଠିଏ ହଜାର ଟଙ୍କା

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିବା ବେଳେ ଦେଶବାସୀ ମଧ୍ୟ ଋଣ ଯନ୍ତାରେ ପଶିଯାଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ଦେଶର ବୈଦେଶିକ ଋଣ ପରିମାଣ୨୫, ୭୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୯୨, ୭୦୦ କୋଟି ପହଞ୍ଚିଛି। ଇଣ୍ଟରନେସନାଲ ଡେଭଲପମେଣ୍ଟ ଆସୋସିଏସନ (ଅଇଡିଏ), ଇଣ୍ଟରନେସନାଲ ବ୍ୟାଙ୍କ ଅଫ୍ ରିକନଷ୍ଟ୍ରକସନ ଟଙ୍କାରେ (ଅଇବିଆରଡି), ଏସୀୟ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି), ଇଣ୍ଟରନେସନାଲ ଫଣ୍ଡ ଫର୍ ଏଗ୍ରିକଲଚରାଲ୍ ଡେଭଲପମେଣ୍ଟ (ଆଇଏଫ୍ଏଡି), ନ୍ୟୁ ଡେଭଲପମେଣ୍ଟ ବ୍ୟକ୍ (ଏନ୍‌ଡିବି)ରୁ ସରକାର କରଜ ପରିମାଣ ବଢ଼ିବଢ଼ି ଚାଲିଛି । କେବଳ ବୈଦେଶିକ ଋଣ ନୁହେଁ; ଆଭ୍ୟନ୍ତରୀଣ ରଣ ପରିମାଣ ମଧ୍ୟ କମ୍ ନୁହେଁ । ଗତ ବର୍ଷକ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଭ୍ୟନ୍ତରୀଣ ଗଣ ପରିମାଣ ପାଖାପାଖୁ ୨୦% ବଢ଼ିଛି। ବର୍ଷକ ତଳେ ଏହି ଋଣ ପରିମାଣ ୮୦.୨୦ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୯୫.୮୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଏହି ଋଣକୁ ହିସାବ କଲେ ଦେଶର ପ୍ରତ୍ୟେକ ନାଗରିକମାନଙ୍କ ଉପରେ ଲକ୍ଷଲକ୍ଷ ଟଙ୍କା ଋଣବୋଝ ରହିଛି । ମାତ୍ର ସରକାରଙ୍କ ଏହି ଋଣ ବାଦ ଦେଶର ଅଧିକାଂଶ ପରିବାର ବ୍ୟକ୍ତିଗତ ବା ଘରୋଇ ଋଣ ଯନ୍ତାରେ ଛଟପଟ ହେଉଛନ୍ତି। ପ୍ରତ୍ୟେକ ପରିବାରର ବ୍ୟକ୍ତିଗତ ଋଣ ପରିମାଣ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଦେଶବାସୀଙ୍କୁ ଅଧିକ ଋଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଛି। ସାରା ଦେଶର ସହରାଞ୍ଚଳର ୨୨ ୧୦ ଏବଂ ଗ୍ରାମୀଣ କ୍ଷେତ୍ରର ୩୫ ୧୦ ପରିବାର ଋଣଗ୍ରସ୍ତ ହୋଇଛନ୍ତି। ଏମିତିକି ଗାଁରେ ରହୁଥିବା ପ୍ରତି ପରିବାର ଉପରେ ପାଖାପାଖି ୬୦,୦୦୦ ଟଙ୍କାର ଗଣ  ବୋଝ ରହିଥିବାବେଳେ ସହରାଞ୍ଚଳରେ ବାସ କରୁଥିବା ପ୍ରତି ପରିବାର ଉପରେ ଏହି ରଣ ପରିମାଣ ୧.୨ ଲକ୍ଷ ଟଙ୍କା ଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ( ଏନ୍ ଏସ୍ ଓ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି।

ସର୍ଭେରୁ ଜଣାପଡିଛି ଯେ ଭାରତର ଗ୍ରାମାଞ୍ଚଳରେ ୬୬ % ନଗଦ ଜଣ ସଂସ୍ଥାଗତ ରଣ ଏଜେନିଗୁଡିକ ତାରା ଦିଆଯାଇଥିବା ବେଳେ ୩୪% ଏରଣ ଅଣ ଅନୁଷ୍ଠାନିକ ଋଣ ପ୍ରଦାନକାରୀ ଏଜେନ୍ସି ଦ୍ବାରା ପ୍ରଦାନ କରାଯାଇଛି। ସହରାଞ୍ଚଳର ଅଣ ଆନୁଷ୍ଠାନିକ ରଣଦାତାଙ୍କ ଦ୍ବାରା ୧୩% ନଗଦ ଋଣ ପ୍ରଦାନ କରାଯାଇଥିବାବେଳେ ୮୭% ରଣ ସଂସ୍ଥାଗତ ଋଣଦାତାଙ୍କ ଦ୍ବାରା ଦିଆଯାଇଛି। ଜାତୀୟ ନମୁନା ସର୍ଭେ (ଏନ୍‌ଏସ୍ଏସ୍)ର ୭୭ତମ ରାଉଣ୍ଡର ଏକ ଅଂଶ  ଭାବରେ ଜାନୁଆରୀ-ଡିସେମ୍ବର ୨୦୧୯ ମଧ୍ୟରେ ଏନ୍ ଏସ୍ଓର ସର୍ବଭାରତୀୟଋଣ ଏବଂ ବିନିଯୋଗ ସର୍ଭେ କରାଯାଇଥିଲା। ସର୍ଭେର ମୂଳ ଉଦ୍ଦେଶ୍ୟ ହେଉଛି ୨୦୧୮ ଜୁନ ୩୦ ସୁଦ୍ଧା ଭାରତୀୟ ପରିବାରର ସମ୍ପତ୍ତି ଏବଂ ଦେୟ ଉପରେ ପରିମାଣିକ ତଥ୍ୟ ସଂଗ୍ରହ କରିବା। ଦେଶର ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କଗୁଡିକରେ ୧୮ ବର୍ଷ ଏବଂ ଚତୁର୍ଦ୍ଧ୍ବ ଜନସଂଖ୍ୟାର ପ୍ରାୟ ୮୪.୪୦ (୮୮.୧% ପୁରୁଷ ଏବଂ ୮୦. ୭% ମହିଳା) ଓ ସହରାଞ୍ଚଳର ୮୫.୨% (୮୯.୦% ପୁରୁଷ ଏବଂ ୮୧.୩ ଓ ମହିଳା) ଙ୍କର ଜମା ରାଶି ରହିଛି। ବିଶେଷ କରି ଗ୍ରାମାଞ୍ଚଳରେ ଅନୁସୂଚୀତ ଜାତି ବର୍ଗର ଲୋକଙ୍କର ସମ୍ପତ୍ତି ପରିମାଣ ଅନ୍ୟ ବର୍ଗର ଲୋକଙ୍କଠାରୁ କମ୍ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର