ପେଟିଏମକୁ RBIପକ୍ଷରୁ ବଡ଼ ଝଟକା: ଆଉ ଯୋଡ଼ି ହୋଇପାରିବେନି ନୂଆ ଗ୍ରାହକ, ୨୯ରୁ ଜମା ହୋଇପାରିବ ନାହିଁ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ପେଟିଏମକୁ  ବଡ଼ ଝଟକା। ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ କଟକଣା ଜାରି କରାଯାଇଛି। ସେହିପରି ଆଉ ପେଟିଏମରେ ନୂଆ ଗ୍ରାହକ ଯୋଡ଼ି ହୋଇପାରିବେନି। ଫେବ୍ରୁଆରୀ ୨୯ଠାରୁ ପେଟିଏମରେ ଟଙ୍କା ଜମା ହୋଇପାରିବନାହିଁ। ତେବେ ପେଟିଏମ ୱାଲେଟରେ ଥିବା ଟଙ୍କା ସରିବା ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ। ପେଟିଏମ ନିୟମପାଳନ କରୁନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର