ରଜନୀକାନ୍ତଙ୍କୁ ମିଳିବ ‘ଦାଦାସାହେବ ଫାଲକେ’ ପୁରସ୍କାର

The Sakala Picture
Published On

ନୂଆଦିଲ୍ଲୀ : ୫୧ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷଣା କରାଯାଇଛି । ଅଭିନେତା ସୁପରଷ୍ଟାର ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲକେ’ ପୁରସ୍କାର ମିଳିବ। ଏନେଇ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । । କଳା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । କରୋନା ଭାଇରସ ସଂକ୍ରମଣ ହେତୁ ଚଳିତ ବର୍ଷ ଦାଦ ସାହେବ ଫେଲକେ ପୁରସ୍କାର ବିଳମ୍ବରେ ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ […]

ନୂଆଦିଲ୍ଲୀ : ୫୧ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷଣା କରାଯାଇଛି । ଅଭିନେତା ସୁପରଷ୍ଟାର ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲକେ’ ପୁରସ୍କାର ମିଳିବ। ଏନେଇ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । । କଳା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

କରୋନା ଭାଇରସ ସଂକ୍ରମଣ ହେତୁ ଚଳିତ ବର୍ଷ ଦାଦ ସାହେବ ଫେଲକେ ପୁରସ୍କାର ବିଳମ୍ବରେ ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ ପୁରସ୍କାର ଘୋଷଣା କରାଯାଇଥିଲା । ଏହା ଭାରତୀୟ ସିନେମା ଜଗତରେ ଏକ ପ୍ରତିଷ୍ଠିତ ସମ୍ମାନ ଅଟେ ।

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

ଗୁରୁବାର ଟ୍ବିଟ କରି ପ୍ରକାଶ ଜାଭଡେକର ଲେଖିଛନ୍ତି, ‘ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ଯିଏ ଇତିହାସର ଜଣେ ମହାନ ଅଭିନେତା । ତାଙ୍କୁ ୨୦୨୦ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରି ଖୁସି ଅନୁଭବ ହେଉଛି । ଅଭିନେତା, ନିର୍ମାତା ଏବଂ ସ୍କ୍ରିନ୍ ରାଇଟର୍ ଭାବରେ ତାଙ୍କର ଅବଦାନ ଆଇକନିକ୍ । ମୁଁ ଜୁରିଙ୍କୁ ଧନ୍ୟବାଦ ଜଣାଉଛି ତାଙ୍କୁ ଏହି ପରୁସ୍କାର ପାଇଁ ମନୋନୀତ କରିଥିବାରୁ । ସୂଚନାଯୋଗ୍ୟ ୫୧ତମ ଦାଦାସାହେବ ଫାଲକେ ପୁରସ୍କାର ଜୁରିରେ ସାମିଲ ଥିଲେ ଆଶା ଭୋସଲେ, ସୁଭାଷ ଘାଇ, ମୋହନଲାଲ ଓ ଶଙ୍କର ଭଳି ସେଲିବ୍ରିଟି।

01 Apr 2021 By The Sakala

ରଜନୀକାନ୍ତଙ୍କୁ ମିଳିବ ‘ଦାଦାସାହେବ ଫାଲକେ’ ପୁରସ୍କାର

ନୂଆଦିଲ୍ଲୀ : ୫୧ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷଣା କରାଯାଇଛି । ଅଭିନେତା ସୁପରଷ୍ଟାର ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲକେ’ ପୁରସ୍କାର ମିଳିବ। ଏନେଇ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । । କଳା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

କରୋନା ଭାଇରସ ସଂକ୍ରମଣ ହେତୁ ଚଳିତ ବର୍ଷ ଦାଦ ସାହେବ ଫେଲକେ ପୁରସ୍କାର ବିଳମ୍ବରେ ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ ପୁରସ୍କାର ଘୋଷଣା କରାଯାଇଥିଲା । ଏହା ଭାରତୀୟ ସିନେମା ଜଗତରେ ଏକ ପ୍ରତିଷ୍ଠିତ ସମ୍ମାନ ଅଟେ ।

ଗୁରୁବାର ଟ୍ବିଟ କରି ପ୍ରକାଶ ଜାଭଡେକର ଲେଖିଛନ୍ତି, ‘ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ଯିଏ ଇତିହାସର ଜଣେ ମହାନ ଅଭିନେତା । ତାଙ୍କୁ ୨୦୨୦ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରି ଖୁସି ଅନୁଭବ ହେଉଛି । ଅଭିନେତା, ନିର୍ମାତା ଏବଂ ସ୍କ୍ରିନ୍ ରାଇଟର୍ ଭାବରେ ତାଙ୍କର ଅବଦାନ ଆଇକନିକ୍ । ମୁଁ ଜୁରିଙ୍କୁ ଧନ୍ୟବାଦ ଜଣାଉଛି ତାଙ୍କୁ ଏହି ପରୁସ୍କାର ପାଇଁ ମନୋନୀତ କରିଥିବାରୁ । ସୂଚନାଯୋଗ୍ୟ ୫୧ତମ ଦାଦାସାହେବ ଫାଲକେ ପୁରସ୍କାର ଜୁରିରେ ସାମିଲ ଥିଲେ ଆଶା ଭୋସଲେ, ସୁଭାଷ ଘାଇ, ମୋହନଲାଲ ଓ ଶଙ୍କର ଭଳି ସେଲିବ୍ରିଟି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର