ଏଣିକି ଘରେ ବସି ଅର୍ଡର କରିପାରିବେ ମଦ: ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଓ ବିଗ୍ ବାସ୍କେଟରେ ମିଳିବ ମଦ

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି ମିନିଟରେ ମଦ ଅର୍ଡର କରିପାରିବେ। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ଆପଣ ଅନଲାଇନରେ ମଦ ଅର୍ଡର କରିପାରିବେ। ରିପୋର୍ଟ ଅନୁଯାୟୀ, ଆପଣ ଆସନ୍ତା କିଛି ମାସ […]

ନୂଆଦିଲ୍ଲୀ: ଏଣିକି ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି ମିନିଟରେ ମଦ ଅର୍ଡର କରିପାରିବେ। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ଆପଣ ଅନଲାଇନରେ ମଦ ଅର୍ଡର କରିପାରିବେ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ରିପୋର୍ଟ ଅନୁଯାୟୀ, ଆପଣ ଆସନ୍ତା କିଛି ମାସ ମଧ୍ୟରେ ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ଗୋଆ ଭଳି ରାଜ୍ୟରେ ମଦ ଅର୍ଡର କରାଯାଇପାରିବ। ପ୍ରାରମ୍ଭରେ ଆପଣଙ୍କୁ କେବଳ କମ୍ ଆଲକୋହଲ୍ ଯୁକ୍ତ ବିୟର, ମଦ ଏବଂ ଓ୍ଵାଇନ ପରି ପାନୀୟ ବିତରଣ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ପ୍ଲାଟଫର୍ମଗୁଡିକ କେବଳ ଖାଦ୍ୟ ଏବଂ ଘରୋଇ ଜିନିଷ ବିତରଣ ପାଇଁ ବ୍ୟବହୃତ ହେଉଥିଲା। ବର୍ତ୍ତମାନ ଶୀଘ୍ର ଖାଦ୍ୟ ସହିତ ଏହି ପ୍ଲାଟଫର୍ମରେ ମଧ୍ୟ ମଦ ଉପଲବ୍ଧ ହୋଇପାରିବ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର