ଗୋଟିଏ ଦିନରେ ଫୋନ୍‌ ପେ’ରେ ୧୦୦୦ କୋଟିରୁ ଅଧିକ କାରବାର

The Sakala Picture
Published On

ନୂଆଦିଲ୍ଲୀ : ଅଗ୍ରଣୀ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍‌ ପେ’ କେବଳ ଗୋଟିଏ ଦିନରେ ୧୦୦୦ କୋଟିରୁ ଅଧିକ ଟଙ୍କାର କାରବାର କରିଛି। କମ୍ପାନୀ ଏହି ଗୋଟିଏ ଦିନ ମଧ୍ୟରେ ୧୦୦ ନିୟୁତ ବା ହଜାରେ କୋଟି ଟଙ୍କାରୁ ଅଧିକ କାରବାର କରିଥ଄ବା ଘୋଷଣା କରିଛି। ଫୋନ୍‌ ପେ’ ବର୍ତ୍ତମାନ ବାର୍ଷିକ ୭୮୦ ବିଲିୟନ ଡଲାର ର ଏକ ବାର୍ଷିକ ଟିପିଭି ରନ ରେଟ ରେ ମାସକୁ ୨.୫ବିଲିୟନରୁ ଅଧିକ ଆର୍ଥ଄କ କାରବାର ପରିଚାଳନା କରୁଛି। ଫୋନ୍‌ […]

ନୂଆଦିଲ୍ଲୀ : ଅଗ୍ରଣୀ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍‌ ପେ’ କେବଳ ଗୋଟିଏ ଦିନରେ ୧୦୦୦ କୋଟିରୁ ଅଧିକ ଟଙ୍କାର କାରବାର କରିଛି। କମ୍ପାନୀ ଏହି ଗୋଟିଏ ଦିନ ମଧ୍ୟରେ ୧୦୦ ନିୟୁତ ବା ହଜାରେ କୋଟି ଟଙ୍କାରୁ ଅଧିକ କାରବାର କରିଥ଄ବା ଘୋଷଣା କରିଛି। ଫୋନ୍‌ ପେ’ ବର୍ତ୍ତମାନ ବାର୍ଷିକ ୭୮୦ ବିଲିୟନ ଡଲାର ର ଏକ ବାର୍ଷିକ ଟିପିଭି ରନ ରେଟ ରେ ମାସକୁ ୨.୫ବିଲିୟନରୁ ଅଧିକ ଆର୍ଥ଄କ କାରବାର ପରିଚାଳନା କରୁଛି। ଫୋନ୍‌ ପେ’ର ଏହି ଅଦ୍ଭୁତ ବିକାଶ ଟିୟର ୨, ଟିୟର ୩ ଏବଂ ବାହାରର ସହରଗୁଡ଼ିକରେ ଦ୍ରୁତ ବୃଦ୍ଧି କାରଣରୁ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

୧୯,୦୦୦ ରୁ ଅଧିକ ପିନକୋଡ଼ ରୁ ଏହି ଆପ୍ ରେ ଡିଜିଟାଲ କାରବାର ହୋଇଥିବା ଦେଖିବାକୁ ମିଳିଛି, ଯାହା ଦେଶର ଜନସଂଖ୍ୟାର ୯୯% ରୁ ଅଧିକ। ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି ଉନ୍ନତ ଉତ୍ପାଦ ଅଭିଜ୍ଞତା ଦ୍ୱାରା ସମର୍ଥିତ ଏହି ପ୍ଲାଟଫର୍ମ ପାଇଁ ଦୃଢ଼ ଉପଭୋକ୍ତା ପସନ୍ଦର ଏକ ସ୍ପଷ୍ଟ ସୂଚକ। ଏହି ମାଇଲଖୁଣ୍ଟ ଉପରେ ମତ ରଖି ଫୋନ୍‌ ପେ’ର ସିଟିଓ ତଥା କୋ-ଫାଉଣ୍ଡର ରାହୁଲ ଚାରି କହିଛନ୍ତି ଯେ, ଏହା ଆମ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଏବଂ ଏହାକୁ ଉନ୍ନତ ଉତ୍ପାଦ ଅଭିଜ୍ଞତା ଦ୍ୱାରା ସମର୍ଥିତ ଶ୍ରେଷ୍ଠ ବର୍ଗର ପେମେଣ୍ଟ ସଫଳତା ହାର ଏବଂ ଦ୍ରୁତ ବେଗର ଟ୍ରାଞ୍ଜାକ୍ସନ ଦ୍ୱାରା ହାସଲ କରଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

18 Apr 2022 By The Sakala

ଗୋଟିଏ ଦିନରେ ଫୋନ୍‌ ପେ’ରେ ୧୦୦୦ କୋଟିରୁ ଅଧିକ କାରବାର

ନୂଆଦିଲ୍ଲୀ : ଅଗ୍ରଣୀ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍‌ ପେ’ କେବଳ ଗୋଟିଏ ଦିନରେ ୧୦୦୦ କୋଟିରୁ ଅଧିକ ଟଙ୍କାର କାରବାର କରିଛି। କମ୍ପାନୀ ଏହି ଗୋଟିଏ ଦିନ ମଧ୍ୟରେ ୧୦୦ ନିୟୁତ ବା ହଜାରେ କୋଟି ଟଙ୍କାରୁ ଅଧିକ କାରବାର କରିଥ଄ବା ଘୋଷଣା କରିଛି। ଫୋନ୍‌ ପେ’ ବର୍ତ୍ତମାନ ବାର୍ଷିକ ୭୮୦ ବିଲିୟନ ଡଲାର ର ଏକ ବାର୍ଷିକ ଟିପିଭି ରନ ରେଟ ରେ ମାସକୁ ୨.୫ବିଲିୟନରୁ ଅଧିକ ଆର୍ଥ଄କ କାରବାର ପରିଚାଳନା କରୁଛି। ଫୋନ୍‌ ପେ’ର ଏହି ଅଦ୍ଭୁତ ବିକାଶ ଟିୟର ୨, ଟିୟର ୩ ଏବଂ ବାହାରର ସହରଗୁଡ଼ିକରେ ଦ୍ରୁତ ବୃଦ୍ଧି କାରଣରୁ ହୋଇଛି।

୧୯,୦୦୦ ରୁ ଅଧିକ ପିନକୋଡ଼ ରୁ ଏହି ଆପ୍ ରେ ଡିଜିଟାଲ କାରବାର ହୋଇଥିବା ଦେଖିବାକୁ ମିଳିଛି, ଯାହା ଦେଶର ଜନସଂଖ୍ୟାର ୯୯% ରୁ ଅଧିକ। ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି ଉନ୍ନତ ଉତ୍ପାଦ ଅଭିଜ୍ଞତା ଦ୍ୱାରା ସମର୍ଥିତ ଏହି ପ୍ଲାଟଫର୍ମ ପାଇଁ ଦୃଢ଼ ଉପଭୋକ୍ତା ପସନ୍ଦର ଏକ ସ୍ପଷ୍ଟ ସୂଚକ। ଏହି ମାଇଲଖୁଣ୍ଟ ଉପରେ ମତ ରଖି ଫୋନ୍‌ ପେ’ର ସିଟିଓ ତଥା କୋ-ଫାଉଣ୍ଡର ରାହୁଲ ଚାରି କହିଛନ୍ତି ଯେ, ଏହା ଆମ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଏବଂ ଏହାକୁ ଉନ୍ନତ ଉତ୍ପାଦ ଅଭିଜ୍ଞତା ଦ୍ୱାରା ସମର୍ଥିତ ଶ୍ରେଷ୍ଠ ବର୍ଗର ପେମେଣ୍ଟ ସଫଳତା ହାର ଏବଂ ଦ୍ରୁତ ବେଗର ଟ୍ରାଞ୍ଜାକ୍ସନ ଦ୍ୱାରା ହାସଲ କରଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର