ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

The Sakala Picture
Published On

ଭୁବନେଶ୍ୱର: ୨୦୨୦-୨୧ରେ ଜମି ରେକର୍ଡରେ ଓଡ଼ିଶା କରିଛି ବଡ଼ ଅଗ୍ରଗତି । ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ ବା (NCAER) ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ଥାନ ପାଇଛି । ତଥ୍ୟ ପହଞ୍ଚାଇବାରେ ଅନ୍ୟ ରାଜ୍ୟଠୁ ଆଗରେ ରହିଛି ଓଡ଼ିଶା । ୮୬ ଦଶମିକ ୫୪ ପ୍ରତିଶତ ମାର୍କ ସହ ଓଡ଼ିଶା ଶୀର୍ଷ ସ୍ଥାନ ଦଖଲ କରିଛି। ଓଡ଼ିଶା ପଛକୁ ଅଛନ୍ତି ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ । ଓ୍ୱେବସାଇଟରେ ଜମି ସଂକ୍ରାନ୍ତୀୟ […]

ଭୁବନେଶ୍ୱର: ୨୦୨୦-୨୧ରେ ଜମି ରେକର୍ଡରେ ଓଡ଼ିଶା କରିଛି ବଡ଼ ଅଗ୍ରଗତି । ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ ବା (NCAER) ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ଥାନ ପାଇଛି । ତଥ୍ୟ ପହଞ୍ଚାଇବାରେ ଅନ୍ୟ ରାଜ୍ୟଠୁ ଆଗରେ ରହିଛି ଓଡ଼ିଶା । ୮୬ ଦଶମିକ ୫୪ ପ୍ରତିଶତ ମାର୍କ ସହ ଓଡ଼ିଶା ଶୀର୍ଷ ସ୍ଥାନ ଦଖଲ କରିଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଓଡ଼ିଶା ପଛକୁ ଅଛନ୍ତି ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ । ଓ୍ୱେବସାଇଟରେ ଜମି ସଂକ୍ରାନ୍ତୀୟ ଡାଟା ସହଜରେ ଉପଲବ୍ଧ ହେଉଛି । ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ବିଭାଗ ଓ୍ୱେବସାଇଟରେ ଡାଟା ଉପଲବ୍ଧ ହେଉଛି । ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ସେହିପରି ଜମି ରେକର୍ଡର ଡିଜିଟାଇଜେସନରେ ମଧ୍ୟ ଓଡ଼ିଶା ଶୀର୍ଷରେ ରହିଛି । ରେକର୍ଡର ଶହେ ପ୍ରତିଶତ ଡିଜିଟାଇଜେସନ କରିପାରିଛି ଓଡ଼ିଶା । ଜମି ରେକର୍ଡ ଓ ସେବା ଇଣ୍ଡେକ୍ସରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଓଡ଼ିଶାର ସ୍କୋର ରହିଛି ୭୭ ଦଶମିକ ୨ ପ୍ରତିଶତ। ଏହି କ୍ଷେତ୍ରରେ ଗତବର୍ଷଠୁ ୧୪ ଦଶମିକ ୪ ପ୍ରତିଶତ ଓଡ଼ିଶା ଉନ୍ନତି କରିଛି।

05 Mar 2021 By The Sakala

ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ଭୁବନେଶ୍ୱର: ୨୦୨୦-୨୧ରେ ଜମି ରେକର୍ଡରେ ଓଡ଼ିଶା କରିଛି ବଡ଼ ଅଗ୍ରଗତି । ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ ବା (NCAER) ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ଥାନ ପାଇଛି । ତଥ୍ୟ ପହଞ୍ଚାଇବାରେ ଅନ୍ୟ ରାଜ୍ୟଠୁ ଆଗରେ ରହିଛି ଓଡ଼ିଶା । ୮୬ ଦଶମିକ ୫୪ ପ୍ରତିଶତ ମାର୍କ ସହ ଓଡ଼ିଶା ଶୀର୍ଷ ସ୍ଥାନ ଦଖଲ କରିଛି।

ଓଡ଼ିଶା ପଛକୁ ଅଛନ୍ତି ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ । ଓ୍ୱେବସାଇଟରେ ଜମି ସଂକ୍ରାନ୍ତୀୟ ଡାଟା ସହଜରେ ଉପଲବ୍ଧ ହେଉଛି । ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ବିଭାଗ ଓ୍ୱେବସାଇଟରେ ଡାଟା ଉପଲବ୍ଧ ହେଉଛି । ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା।

ସେହିପରି ଜମି ରେକର୍ଡର ଡିଜିଟାଇଜେସନରେ ମଧ୍ୟ ଓଡ଼ିଶା ଶୀର୍ଷରେ ରହିଛି । ରେକର୍ଡର ଶହେ ପ୍ରତିଶତ ଡିଜିଟାଇଜେସନ କରିପାରିଛି ଓଡ଼ିଶା । ଜମି ରେକର୍ଡ ଓ ସେବା ଇଣ୍ଡେକ୍ସରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଓଡ଼ିଶାର ସ୍କୋର ରହିଛି ୭୭ ଦଶମିକ ୨ ପ୍ରତିଶତ। ଏହି କ୍ଷେତ୍ରରେ ଗତବର୍ଷଠୁ ୧୪ ଦଶମିକ ୪ ପ୍ରତିଶତ ଓଡ଼ିଶା ଉନ୍ନତି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର