କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଇପିଏଫଓ ସୁଧହାର

The Sakala Picture
Published On

ନୂଆଦିଲ୍ଲୀ: ୬ କୋଟିରୁ ଅଧିକ ଥିବା EPFO କର୍ମଚାରୀଙ୍କ ଲାଗି ଖୁସି ଖବର। ବଢିଲା ଇପିଏଫ ସୁଧହାର। ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଇପିଏଏଫ୍ ସୁଧହାର ବୃଦ୍ଧି କରାଯାଇଛି। ସୁଧହାର ୮. ୨୫କୁ ବୃଦ୍ଧି ହୋଇଛି। ପୂର୍ବ ତୁଳନାରେ ଇପିଏଫ ସୁଧହାରରେ ୦. ୧୦ ପ୍ରତିଶତ ବଢାଯାଇଛି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫଓ ଏବଂ ସିବିଟି ତରଫରୁ ଏହି ସୁଧହାର ବୃଦ୍ଧି କରାଯାଇଛି।  ଗତ ବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୮. […]

ନୂଆଦିଲ୍ଲୀ: ୬ କୋଟିରୁ ଅଧିକ ଥିବା EPFO କର୍ମଚାରୀଙ୍କ ଲାଗି ଖୁସି ଖବର। ବଢିଲା ଇପିଏଫ ସୁଧହାର। ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଇପିଏଏଫ୍ ସୁଧହାର ବୃଦ୍ଧି କରାଯାଇଛି। ସୁଧହାର ୮. ୨୫କୁ ବୃଦ୍ଧି ହୋଇଛି। ପୂର୍ବ ତୁଳନାରେ ଇପିଏଫ ସୁଧହାରରେ ୦. ୧୦ ପ୍ରତିଶତ ବଢାଯାଇଛି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫଓ ଏବଂ ସିବିଟି ତରଫରୁ ଏହି ସୁଧହାର ବୃଦ୍ଧି କରାଯାଇଛି।  ଗତ ବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୮. ୧୫ ପ୍ରତିଶତ ଘୋଷଣା ହୋଇଥିଲା। ଏହା ପୂର୍ବରୁ ୨୦୨୨ ଆର୍ଥିକ ବର୍ଷ ଲାଗି ଇପିଏଫଓ ସୁଧହାର ୮. ୧୦ ପ୍ରତିଶତ ରହିଥିଲା। ଇପିଏଫଓ ସୁଧହାର ବୃଦ୍ଧି ଫଳରେ ଏହାର ଲାଭ କୋଟି କୋଟି କର୍ମଚାରୀଙ୍କୁ ମିଳିବ ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

10 Feb 2024 By The Sakala

କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଇପିଏଫଓ ସୁଧହାର

ନୂଆଦିଲ୍ଲୀ: ୬ କୋଟିରୁ ଅଧିକ ଥିବା EPFO କର୍ମଚାରୀଙ୍କ ଲାଗି ଖୁସି ଖବର। ବଢିଲା ଇପିଏଫ ସୁଧହାର। ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଇପିଏଏଫ୍ ସୁଧହାର ବୃଦ୍ଧି କରାଯାଇଛି। ସୁଧହାର ୮. ୨୫କୁ ବୃଦ୍ଧି ହୋଇଛି। ପୂର୍ବ ତୁଳନାରେ ଇପିଏଫ ସୁଧହାରରେ ୦. ୧୦ ପ୍ରତିଶତ ବଢାଯାଇଛି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫଓ ଏବଂ ସିବିଟି ତରଫରୁ ଏହି ସୁଧହାର ବୃଦ୍ଧି କରାଯାଇଛି।  ଗତ ବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୮. ୧୫ ପ୍ରତିଶତ ଘୋଷଣା ହୋଇଥିଲା। ଏହା ପୂର୍ବରୁ ୨୦୨୨ ଆର୍ଥିକ ବର୍ଷ ଲାଗି ଇପିଏଫଓ ସୁଧହାର ୮. ୧୦ ପ୍ରତିଶତ ରହିଥିଲା। ଇପିଏଫଓ ସୁଧହାର ବୃଦ୍ଧି ଫଳରେ ଏହାର ଲାଭ କୋଟି କୋଟି କର୍ମଚାରୀଙ୍କୁ ମିଳିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର